ସାବାସ୍ ଆଦ୍ୟାଶା : ୪ବର୍ଷର ସଞ୍ଚିତ ଅର୍ଥ ଦାନ କଲେ

0 176

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଆଇଆରଇଏଲ୍ ସ୍କୁଲର ଛାତ୍ରୀ ଆଦ୍ୟାଶା ଆଦ୍ୟାସ୍ମିତା କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି । ଦୀର୍ଘ ୪ବର୍ଷ ଧରି ସେ ନିଜ ସରାଗାତରେ ଯେଉଁ ଅର୍ଥ ସଂଚୟ କରି ରଖିଥିଲେ, ସେହି ଅର୍ଥକୁ ସେ ସିଏମଆରଏଫ୍ କୋଭିଡ-୧୯ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

hiring

ତାଙ୍କର ଏହି ମହତ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଆଶା କରାଯାଉଛି । ତାଙ୍କର ବଦାନ୍ୟାତା ପାଇଁ ବିଭିନ୍ନ ମହଲରେ ତାଙ୍କର ପ୍ରଶଂସା କରାଯାଇଛି । ଏହାର ଏକ ଫୋଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × 4 =