ଜାପାନର ମନୋରଂଜନ ଦୁନିଆରେ କରୋନା ଲଗାଇଲା ଦାଗ

0 508

ଟୋକିଓ୍‌: ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ଏହା ଆଜିସୁଦ୍ଧା ୩୩ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଥିବା ବେଳେ ସାଢ଼େ ସାତ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ଚିିକତ୍ସିତ ହେଉଛନ୍ତି । ଏହି ମହାମାରୀ ଭଳି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଜାପାନର ଲୋକପ୍ରିୟ ହାସ୍ୟ ଅଭିନେତା ଜେନ୍ ଶିମୁରାଙ୍କର ଗତକାଲି ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । କୋଭିଡ୍‌-୧୯ରେ ପୀଡ଼ିତ ହୋଇ ପ୍ରାଣ ହରାଇବାରେ ସେ ହେଉଛନ୍ତି ଜାପାନର ମନୋରଂଜନ ଦୁନିଆର ପ୍ରଥମ କଳାକାର ।

hiranchal ad1
Leave A Reply

Your email address will not be published.

13 + 19 =