ସଲମାନଙ୍କ ଭଣଜାଙ୍କ ମୃତ୍ୟୁ

0 92

କୋଲକାତା: ଗତକାଲି ବଲିଉଡ୍‌ର ସୁପରଷ୍ଟାର ସଲମନ୍ ଖାଁନ୍ ୨୫ ହଜାର ଅଭିନେତା/ଅଭିନେତ୍ରୀଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇ ଖୁସି ମନାଉଥିବା ବେଳେ ଆଜି ତାଙ୍କ ନିଜ ପାଇଁ ଏକ ଦୁଃଖଦ ସମୟ ପଡ଼ିଛି । ଗତକାଲିର ଖୁସି ଆଜି ପାଣି ଫୋଟକା ଭଳି ଉଭେଇ ଯାଇଛି । ଖବରରରୁ ପ୍ରକାଶ ଯେ, ସଲମାନ୍ ଖାଁଙ୍କ ଭଣଜା ଅବଦୁଲ୍ଲା ଖାଁ ଗତକାଲି ରାତିରେ ମୁମ୍ବାଇସ୍ଥିତ କୋକିଳ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ହେବ ଫୁସ୍‌ଫୁସ୍ ଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କର ଏହି ମୃତ୍ୟୁରେ ବଲିଉଡ୍ ଜଗତ ଦୁଃଖ ପ୍ରକାଶ କରିବା ସହ ଏହି ଦୁଃଖଦ ସମୟରେ ସଲମାନ୍‌ଙ୍କୁ ଟୁଇଟ୍ କରି ଧୈର୍ଯ୍ୟହରା ନହେବାକୁ କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 2 =