ପୁଣି ଦୂରଦର୍ଶନରେ “ଶକ୍ତିମାନ’

0 555

ମୁମ୍ବାଇ: ନବେ ଦଶକରେ କୁନି କୁନି ପିଲାମାନଙ୍କୁ ଟିଭି ଆଗରେ ଏକ ଘଣ୍ଟା କାଳ ବାନ୍ଧି ରଖିଥିବା “ଶକ୍ତିମାନ’ ସିରିଏଲ୍ ପୁଣିଥରେ ଆସନ୍ତାକାଲିଠାରୁ ଦୂରଦର୍ଶନରେ ପ୍ରସାରିତ ହେବ । କରୋନା ଯୋଗୁଁ ସାରା ଦେଶବାସୀ ନାକାବନ୍ଦୀରେ ଥିବାରୁ ଏଭଳି ଲୋକପ୍ରିୟ ସିରିଏଲ୍ ପ୍ରସାରିତ ହେବା ପାଇଁ ଏହାର ସୁପର ହିରୋ ମୁକେଶ୍ ଖାନ୍ନା ଟୁଇଟ୍ ଜରିଆରେ ଜଣାଇଛନ୍ତି । ଗତ ସପ୍ତାହରୁ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ “ରାମାୟଣ’, ମହାଭାରତ ଆଦି ସରିଏଲ୍ ପ୍ରଦର୍ଶିତ କରାଯାଉଛି । ଆସନ୍ତାକାଲିଠାରୁ ପ୍ରତ୍ୟେକ ଦିନ ମଧ୍ୟାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ଏହି ସରିଏଲ୍ ପ୍ରସାରଣ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

19 + 6 =