ଆସିଲା ଦ୍ୱିତୀୟ ଦିନର ୩୦୫ ଜିଲ୍ଲା ପରିଷଦ ଜୋନର ଫଳାଫଳ, ଜାଣନ୍ତୁ କାହାକୁ ମିଳିଲା କେତେ

0 129

ଭୁବନେଶ୍ୱର : ଦ୍ୱିତୀୟ ଦିନରେ ଗଣତି ହୋଇଥିବା ୩୦୫ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ୩୦୫ ଆସନରୁ ଶାସକ ବିଜେଡି ୨୭୦ ଆସନ ହାତେଇଥିବା ବେଳେ ବିରୋଧୀ ବିଜେପି ୧୬ ଓ କଂଗ୍ରେସ ୧୬ଟି ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି । ସେହିପରି ଜଣେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ହାତେଇଥିବା ବେଳେ ୨ଜଣ ଅନ୍ୟ ଦଳ ପ୍ରାର୍ଥୀ ଜିତିଛନ୍ତି । ସେହିପରି ମୋଟ ୮୫୧ ଆସନରୁ ଶାସକ ବିଜେଡି ୭୬୨, ବିଜେପି ୪୬, କଂଗ୍ରେସ ୩୬ଟି ଆସନରେ ଆଗୁଆ ରହିଥିବା ବେଳେ ୭ଟି ଆସନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି ।

hiring
hiranchal ad1
Leave A Reply

Your email address will not be published.

three − two =