ବିଜେପି ସାଂସଦ ଓ ବିଧାୟକଙ୍କ ନାମାଙ୍କନ ଦାଖଲ

0 63

ବଲାଙ୍ଗୀର,୨୯/୪:- ବିରାଟ ଶୋଭାଯାତ୍ରାରେ ଆସି ବିଜେପି ବଲାଙ୍ଗୀର ସାଂସଦ ପ୍ରାର୍ଥିନୀ ସଙ୍ଗୀତା କୁମାରୀ ସିଂହଦେଓ, ଲୋଇସିଂହା ବିଧାୟକ ପ୍ରାର୍ଥୀ ଡଃ ମୁକେଶ ମହାଲିଙ୍ଗ ଓ ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ ନାମାଙ୍କନ ଦାଖଲ କରିଛନ୍ତି । ବରିଷ୍ଠ ନେତା ତଥା ପାଟଣାଗଡ଼ ପ୍ରାର୍ଥୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ ହଜାର ହଜାର ସମର୍ଥକ ଶୋଭାଯାତ୍ରାରେ ସାମିଲ ହୋଇଗଲେ ।

hiring

ସମଲେଇ ମନ୍ଦିରରେ ପୂଜାପାଠ କରି ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳ ପହଞ୍ଚିି ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ତୃତୀୟ ଥର ପାଇଁ ଲୋକେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପାଇଁ ମନ ସ୍ଥିର କରିଛନ୍ତି । ୪୦୦ ପାର ସହ ଡବଲ ଇଞ୍ଜିନ ସରକାର ପାଇଁ ଲହର ଅଛି ବୋଲି ନେତାମାନେ ମତାମତ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

20 − ten =