ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ

0 93

ସମ୍ବଲପୁର : ଚୁଡାନ୍ତ ପର୍ଯ୍ୟାୟ ଅଭିମୁଖେ ଆଗେଇ ଚାଲିଥିବା ସମ୍ବଲପୁର କୋଭିଡ ହସ୍ପିଟାଲର ପରିଦର୍ଶନ ପାଇଁ ଓଡିଶା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ପହଞ୍ଚି ଥିଲେ ଓ ସଞ୍ଚାଳିତ ସମସ୍ତ କାର୍ଯ୍ୟର ତଦାରଖ କରି ଥିଲେ । ତାଙ୍କ ସହିତ ଜିଲ୍ଲାପାଳ ଶୁଭମ ସକ୍ସସେନା ଙ୍କ ସହିତ ସମସ୍ତ ଜିଲ୍ଲା ସ୍ତରୀୟ ପ୍ରମୁଖ ପ୍ରଶାସନିକ ଓ ପୁଲିସ ଅଧିକାରୀ ସେଠାରେ ଉପସ୍ଥିତ ରହି ତାଙ୍କର ପ୍ରଶ୍ନ ଗୁଡିକର ସନ୍ତୋଷଜନକ ଉତ୍ତର ଯୋଗାଇ ଥିଲେ । ଏହା ପୂର୍ବରୁ ସେ ଭିମସାରରେ ନିର୍ମାଣାଧୀନ କୋଭିଡ ଚିକିତ୍ସା କେନ୍ଦ୍ର ଓ ବିଶେଷ କରି ସେଠାରେ ବହୁ ପ୍ରତୀକ୍ଷିତ କୋଭିଡ ଟେଷ୍ଟିଙ୍ଗ କେନ୍ଦ୍ର ନିର୍ମାଣ ର ଅଗ୍ରଗତି ବିଷୟରେ ପଚାରି ବୁଝି ଥିଲେ ।

hiranchal ad1
Leave A Reply

Your email address will not be published.

14 + 3 =