Monthly Archives

May 2020

ଆଜିଠୁ ଅନଲାଇନରେ ମିଳିବ ମଦ

ବୌଦ୍ଧ: ଆଜିଠାରୁ ସମଗ୍ର ରାଜ୍ୟରେ ଅନଲାଇନରେ ମଦ ବିକ୍ରି କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ଓଡିଶାର କେଉଁ କେଉଁ ଜିଲ୍ଲା ଓ ସ୍ଥାନରେ ବିଦେଶୀ ମଦପାଇଁ କେଉଁ ଇମେଲରେ ମଦ ଦୋକାନୀଙ୍କ ସହ ଯୋଗାଯୋଗ କରି ନିଜର ଅର୍ଡର ଦେଇ ହେବ ତାର ଏକ ତାଲିକା ଜାରି କରିଛନ୍ତି । ଇମେଲ
Read More...

ଗଜପତି ଜିଲ୍ଲାରେ 4 ଟି କୋରନା ପଜିଟିଭକୁ ନେଇ ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ଗଜପତି ଜିଲ୍ଲା ଦୀର୍ଘଦିନ ହେଲା ଗ୍ରୀନ ଜୋନ ଥିବା ବେଳେ ଶନିବାରେ 4ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ଭିଡ଼ିଓ ଜରିଆରେ ଜିଲ୍ଲାବାସୀଙ୍କୁ ସୂଚନା ଦେଇଛନ୍ତି।ସ୍ୟାମ୍ପୁଲ ସ୍ୱାବ ସଂଗ୍ରହ କରି ଟେଷ୍ଟଟିଙ୍ଗ ପାଇଁ ପଠାଯାଇଥିଲା ସେଥିରୁ ମଧ୍ୟରୁ 4ଟି ପଜିଟିଭ
Read More...

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଦିନିକିଆ ଗଜପତି ଗ୍ରସ୍ତ

ଶନିବାର ସକାଳେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି.ଇ. ଆପାଙ୍ଗ ଆଓ ମଧ୍ୟାହ୍ନ୧୨ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ପହଞ୍ଚି ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଅନୁପମ ସାହାଙ୍କ ସହ ଜିଲ୍ଲାରେ ଚାଲିଥିବା କରୋନା ମୁକାବିଲାର ବିଭିନ୍ନ କାର‌୍ୟ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଆଲୋଚନା
Read More...

ରାଜ୍ୟରେ ପୁଣି ୬୭ ନୂଆ ପଜିଟିଭ ଚିହ୍ନଟ, କରୋନା ମାନଚିତ୍ରରେ ସାମିଲ ହେଲା ନୂଆପଡା ଜିଲ୍ଲା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଉଗ୍ରରୂପ ଧାରଣ କଲାଣି । ରାଜ୍ୟ କରୋନା ଗ୍ରାଫ୍ ଦିନକୁ ଦିନ ବଢିବଢି ଚାଲିଛି । ଆଜି ପୁଣି ରାଜ୍ୟରେ ୬୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ୬୭ଜଣଙ୍କ ମଧ୍ୟରୁ ନୂଆପଡା ଜିଲ୍ଲାରୁ ଜଣେ ଆକ୍ରାନ୍ତ ଥିବା ଜଣାପଡିଛି । ଏଥିସହ ରାଜ୍ୟ କରୋନା ମାନଚିତ୍ରରେ
Read More...

ଘରକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କଲେ ପ୍ରବାସୀ

ବୌଦ୍ଧ: ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ଦୁଇମାସର ଲକ୍‌ଡାଉନ ଯୋଗୁଁ ଭୋକ ଉପାସରେ ଫସି ରହିଥିବା ବୌଦ୍ଧଜିଲ୍ଲାର ୩୦ଜଣ ପ୍ରବାସୀ ଶ୍ରମିକ ସେମାନଙ୍କୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ସେମାନେ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ
Read More...

ଜିଲ୍ଲାପାଳଙ୍କ ବାସଭବନ ପରିସରକୁ ପଶିଲେ ପ୍ରବାସୀ

ବୌଦ୍ଧ,: କ୍ୱାରେଣ୍ଟାଇନ କେନ୍ଦ୍ର ପରିଚାଳନା ଓ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ କେଉଁଠି କାହାକୁ ରଖାଯିବ ସେ ସଂପର୍କରେ ବୌଦ୍ଧଜିଲ୍ଲାରେ ମୂଳରୁ ହିଁ ଅବ୍ୟବସ୍ଥା ଲାଗିରହିଛି । ଏସବୁ ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ଓ ସରପଞ୍ଚମାନେ ଅନେକ ସ୍ଥାନରେ ନିଷ୍ପତ୍ତି ନେବାରେ ଟାଳଟୁଳ ନୀତି
Read More...

କଣ୍ଟାମାଳ ବିଜେଡି ପକ୍ଷରୁ ରକ୍ତଦାନ ଶିବିର, ୩୦ୟୁନିଟ ରକ୍ତ ସଂଗ୍ରହ

ବୌଦ୍ଧ: କଣ୍ଟମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ମହୀଧର ରଣାଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଥିଲା । କୁଲୁତାଯୋର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟପର୍ଣ୍ଣା କଲ୍ୟାଣମଣ୍ଡପ ପରିସରରେ ଆୟୋଜିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ
Read More...

କରୋନା ସଙ୍କଟ ଓ ଲକଡାଉନ ଯୋଗୁଁ ସ°କ୍ଷିପ୍ତ ରୂପେ ଶୀତଲଷଷ୍ଠୀ ପାଳନ କରାଯିବ

ସମ୍ବଲପୁର :କରୋନା ସଙ୍କଟ ଓ ଘୋଷିତ ଲକଡାଉନ ଯୋଗୁଁ ଏଥର ଅଞ୍ଚଳର ପ୍ରମୁଖ ଧାର୍ମିକ ଓ ସା°ସ୍କୃତିକ ଉତ୍ସବ ରୂପେ ପରିଚିତ ଶୀତଲଷଷ୍ଠୀ ଯାତ୍ରା ପାଳନ ନାମରେ କୌଣସି ନାଚଗୀତ ଓ ଯାତ୍ରା ଉତ୍ସବ ପରିବର୍ତ୍ତେ ବିଧିରକ୍ଷା ସ୍ବରୂପ ମନ୍ଦିରମାନଙ୍କରେ କେବଳମାତ୍ର ପୂଜା ଅନୁଷ୍ଠାନ କରାଯିବ । ଏହି
Read More...

ଶ୍ରମଜୀବି ପରିବାର ବଞ୍ଚିତ : ଖାଦ୍ୟ ନିରାପତ୍ତା ଯୋଜନା କାହାପାଇଁ ?

ବୌଦ୍ଧ: ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସୁରକ୍ଷିତ କରିବାପାଇଁ କେନ୍ଦ୍ର ସରକାର କରିଛନ୍ତି ଖାଦ୍ୟ ନିରାପତ୍ତା ଯୋଜନା । ରାଜ୍ୟସରକାର ମଧ୍ୟ କେନ୍ଦ୍ର ତାଲିକାରୁ ବଞ୍ଚିତ ଗରିବ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇ ଦେବାପାଇଁ ନିଜସ୍ୱ ଯୋଜନା କରିଛନ୍ତି । ଦୁଃଖଲାଗେ କେନ୍ଦ୍ର ଓ ରାଜ୍ୟର ଉଭୟ
Read More...

ଅଧିକ ଦରରେ କିରୋସିନ ବିକ୍ରି : ଖାଉଟିଙ୍କୁ ରିଟେଲର ଅତିରିକ୍ତ ଟଙ୍କା ଫେରାଇବେ ତ !

ବୌଦ୍ଧ: କରୋନା ଭଳି ମହାମାରୀ ବ୍ୟାପିଥିବା ସମୟରେ ଖାଉଟି ସାମଗ୍ରୀର ସରକାରୀ ରିଟେଲରମାନେ ଲୋକଙ୍କୁ ଠକେଇ କରି ନେଇଥିବା ଅତିରିକ୍ତ ଟଙ୍କା ଫେରାଇବେ କି ନାହିଁ ସେ ସଂପର୍କରେ ଆଲୋଚନା ଜୋର୍ ଧରିଛି । ବହିରା ଗ୍ରାମପଞ୍ଚାୟତରେ ୩୦ ଟଙ୍କାରେ ୧୫ଟଙ୍କାର କିରୋସିନ ବିକ୍ରି ହେଉଥିବା ଅଭିଯୋଗ
Read More...