Monthly Archives

May 2020

ବୌଦ୍ଧର ୩ କୋରନା ଆକ୍ରାନ୍ତ ସୁସ୍ଥ ହେଲେ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଜଗତି କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ତିନିଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଜିଲ୍ଲାରେ ସକ୍ରିୟ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ କମି ଆସିଛି । ୩ଜଣ ଆକ୍ରାନ୍ତ
Read More...

କନ୍ଧମାଳ ପିପୁଲ୍ସ ଫୋରମ ପକ୍ଷରୁ ମାସ୍କ ଓ ସାବୁନ ବାଣ୍ଟି କରୋନା ସଚେତନତା ବାର୍ତ୍ତା ଦେଲେ

କନ୍ଧମାଳ ପିପୁଲ୍ସ ଫୋରମ ର ସଭାପତି ଶ୍ରୀ ରାଧାମୋହନ ମହାପାତ୍ର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଗ୍ରାମକୁ ଯାଇ ମାସ୍କ ,ସାବୁନ, ବିସ୍କୁଟ ବାଣ୍ଟିବା ସହ ଲୋକଙ୍କୁ କରୋନା ସଂକ୍ରମଣ ବିଷୟରେ ସଚେତନତା କରିଥିବା ଦେଖିବାକୁ ମିଳିଛି।ସେ ଜିଲ୍ଲା ର ମୌଳିକ ସମସ୍ୟା ପାଇଁ ବିଭିନ୍ନ ସମୟରେ ଦାବି
Read More...

ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳ

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି ପୁନର୍ବାର ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ଏ ସଂପର୍କରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ପରେ କହିଛନ୍ତି ଯେ, ବାତ୍ୟା ଅମ୍ଫନ ପାଇଁ ପରୀକ୍ଷା ଖାତା
Read More...

ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ : ସର୍ବନିମ୍ନ ସେବାୟତରେ ହେବ ନୀତି !

ଭୁବନେଶ୍ୱର: କୋଭିଡ-୧୯ କରୋନା ମହାମାରୀ ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଶ୍ରୀଜିଉଙ୍କର ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡିଶା ହାଇକୋର୍ଟଙ୍କର ନିର୍ଦ୍ଦେଶ ମତେ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ସ୍ନାନଯାତ୍ରା ପାଇଁ ସର୍ବନିମ୍ନ
Read More...

ଆଉ ୫୦ କରୋନା ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଯେଭଳି ଦ୍ରୁତଗତିରେ ମାଡି ଚାଲିଛି ସୁସ୍ଥ ହେବା ଖବର ମଧ୍ୟ ସେଭଳି ନଜର ଆସୁଛି । ଏହା ଭିତରେ ଆଜି ରାଜ୍ୟରେ ପୁଣି ୫୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ୨୨ଜଣ, ବାଲେଶ୍ୱରରୁ ୧୫ଜଣ, ଭଦ୍ରକରୁ ୫ଜଣ , ବୌଦ୍ଧ ଓ ଗଞ୍ଜାମରୁ ୩ଜଣ
Read More...

ବାତ୍ୟା “ଅମ୍ଫନ’ରେ ୪୫ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ବାତ୍ୟା "ଅମ୍ଫନ' ରାଜ୍ୟର ୪୫ ଲକ୍ଷ ଲୋକଙ୍କୁ ପ୍ରଭାବିତ କରି ଚାଲିଯାଇଛି । ଉପକୂଳ ଓଡିଶାର ୮୯ଟି ବ୍ଲକ ଅନ୍ତର୍ଗତ ୧୫ଶହ ଗ୍ରାମ ପଞ୍ଚାୟତର ଲୋକେ ବାତ୍ୟା ଅମ୍ଫନରେ ପ୍ରଭାବିତ ହୋଇଛନ୍ତି । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ
Read More...

ବିମାନ ଯାତ୍ରା ପାଇଁ କେଉଁ କ୍ଷେତ୍ରରେ କେତେ ଭଡ଼ା ଦେବାକୁ ପଡ଼ିବ ଜାଣନ୍ତୁ

ନୂଆଦିଲ୍ଲୀ : ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଘରୋଇ ଯାତ୍ରୀ ବିମାନ ସେବା ପାଇଁ କେନ୍ଦ୍ର ସରକାର ଆଜି ଗାଇଡଲାଇନ୍ ଜାରି କରିଛନ୍ତି । ବିମାନ ଯାତ୍ରା ପାଇଁ କେଉଁ କ୍ଷେତ୍ରରେ କେତେ ଭଡ଼ା ଦେବାକୁ ପଡ଼ିବ ସେ ନେଇ ଏଥିରେ ସୂଚନା ରହିଛି । ଘରୋଇ ବିମାନ ଚଳାଚଳ ଯଦି ଠିକ୍‌ଠାକ୍ ଭାବେ
Read More...

ଅସୁରକ୍ଷିତ ସ୍ଥିତିରେ ଶ୍ରମିକଙ୍କ ଶିଶୁ ଯାଉଛନ୍ତି : କୋଳର ଶିଶୁମାନଙ୍କୁ ପ୍ଲାଷ୍ଟିକ ଓ ଥର୍ମୋକୋଲ ଡବାରେ ଶୁଆଇ…

ସମ୍ବଲପୁର: ପ୍ରବାସୀ ଓଡିଆଙ୍କ ଘରବାହୁଡା ସହିତ ଏଠାରୁ ଅନ୍ୟରାଜ୍ୟର ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଜାରିରହିଛି । ବୁଧବାରଦିନ ଏପରି ୧୫ଶହ ଶ୍ରମିକଙ୍କୁ ନେଇ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଏଠାରୁ କାନପୁର ଅଭିମୁଖେ ଯାତ୍ରା କରିଛି । ଏଥିପାଇଁ ଆଖପାଖ ୧୦ ଜିଲ୍ଲାର ପ୍ରବାସୀ
Read More...

ବଢ଼ୁଛି ଦୈନିକ ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ଦୈନିକ ବା ୨୪ ଘଣ୍ଟା ମଧ୍ୟର ସଂକ୍ରମଣ ସଂଖ୍ୟା ଏବେ ଊର୍ଦ୍ଧ୍ୱମୂଖୀ ହୋଇଛି । ପ୍ରତିଦିନ ଏହା ରେକର୍ଡ଼ ସୃଷ୍ଟି କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରେକର୍ଡ଼ ୫,୬୦୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୨ ହଜାର
Read More...

ଧୋନିଙ୍କ ସପକ୍ଷରେ ଏଭଳି ମତ ଦେଲେ ମହମ୍ମଦ କୈଫ

ନୂଆଦିଲ୍ଲୀ : ଗତ କିଛି ମାସ ହେଲା ମହେନ୍ଦ୍ର ସିଂ ଧୋନିଙ୍କ ସଂପର୍କରେ କେତେକ ପୂର୍ବତନ କ୍ରିକେଟର ଓ ଖେଳୁଥିବା କ୍ରିକେଟର ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇ ଆସୁଛନ୍ତି । କେତେଜଣ ତାଙ୍କର ଫିଟନେସ୍ ନେଇ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ସେ ସଂପୂର୍ଣ୍ଣ ଅବସର ନେଇଯିବା ସମୟ ଆସିଛି । ଆଉ କେତେକ
Read More...