ହଜାରେ ନିକଟତର ହେଲା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କଟକ ଜିଲ୍ଲାର ୭୫ବର୍ଷ ବୟସର ଜଣେ ବୃଦ୍ଧ ବୋଲି ଜଣାପଡିଛି । ସେ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ରାଜ୍ୟରେ ମୃତକଙ୍କ ସଂଖ୍ୟା 5କୁ!-->…
Read More...
Read More...