Monthly Archives

May 2020

ସରପଞ୍ଚଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ଆଉ ଏକ ଦୁଃଖଦ ଖବର ଆସିଛି । ଆଜି ଚିହ୍ନଟ ହୋଇଥିବା ୯୧ ପଜିଟିଭଙ୍କ ମଧ୍ୟରୁ ଜଣେ ସରପଞ୍ଚ ଥିବା ଜଣାପଡିଛି । ରାଜ୍ୟ ସରକାର ସରପଞ୍ଚମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିଛନ୍ତି । ସେହିପରି ରାଜ୍ୟ ସରକାର ତାଙ୍କୁ
Read More...

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଫାଉଣ୍ଡେସନ କର୍ମଚାରୀଙ୍କ ପରିବାର ପକ୍ଷରୁ ରାଜ୍ୟକୁ ୪୪ଟି ଭେଂଟିଲେଟର ପ୍ରଦାନ

ଭୁବନେଶ୍ୱର,:ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଫାଉଣ୍ଡେସନର କର୍ମଚାରୀମାନଙ୍କ ପରିବାର ରାଜ୍ୟର କୋଭିଡ ମୁକାବିଲାରେ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । କର୍ମଚାରୀମାନେ ସେମାନଙ୍କ ପରିବାର ପକ୍ଷରୁ ସଂଗୃହୀତ ଅର୍ଥ ତଥା ଏସବିଆଇ ଫାଉଣ୍ଡେସନ ପାଣ୍ଠିରୁ ମିଳିତ ଭାବରେ ରାଜ୍ୟ ସରକାରଙ୍କୁ କୋଭିଡ
Read More...

ବାତ୍ୟା ଅମ୍ଫାନ ନେଇ ଆତଙ୍କିତ ହୁଅନ୍ତୁ ନାହିଁ, ସରକାରଙ୍କ ସହ ସହଯୋଗ କରନ୍ତୁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅମ୍ଫାନର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଭାବିତ ହେବାକୁ ଥିବା ୧୨ଟି
Read More...

ଚୀନ୍‌କୁ ଟପିଗଲା ଭାରତ

ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ଏବେ ଭାରତର ସ୍ଥିତି ଚୀନ୍‌ଠାରୁ ଆହୁରି ଭୟାବହ ହୋଇଉଠିଛି । ସଂକ୍ରମିତ ସଂଖ୍ୟାରେ ଏହା କରୋନା ସୃଷ୍ଟିକାରୀ ଚୀନ୍ ଦେଶକୁ ଅତିକ୍ରମ କରିଛି । ବର୍ତ୍ତମାନ ଭାରତର କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା ୨୮୦୦
Read More...

୨୦ରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା “ଅମ୍ଫାନ୍‌’

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଛି । ଆଜି ସଂଧ୍ୟା ସୁଦ୍ଧା ଏହା ସାମୁଦ୍ରିକ ଝଡରେ ପରିଣତ ହେବ । ଏହାପରେ ଏହାର ଗତି ଓଡିଶା ଉପକୂଳ ନେଇ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡକୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Read More...

ବଲରେ ଝାଳ-ଲାଳ ବ୍ୟବହାର ନିଷିଦ୍ଧ ହେଉ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣର ଭୟାବହତା କାରଣରୁ ସାରା ବିଶ୍ୱରେ ବର୍ତ୍ତମାନ ସମସ୍ତ ପ୍ରକାର କ୍ରୀଡ଼ା କାର୍ଯ୍ୟକ୍ରମ ବନ୍ଦ ରହିଛି । ତେବେ ଲକ୍‌ଡାଉନ୍ ପରବର୍ତ୍ତୀ ସମୟରେ ଯେଉଁ ଖେଳ ହେବ ସେତେବେଳେ କେତେକ ସତର୍କତା ଅବଲମ୍ବନ ପାଇଁ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବିଶେଷ କରି
Read More...

କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନିତ

କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲା ଗ୍ରୀନ ଜୋନରେ ରହିଛି।ଏହାର ମୂଳ କାରଣ ହେଉଛି ।ଉଭୟ ପୋଲିସ ଓ ପ୍ରଶାସନର ସମନ୍ଵୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି।ଜିଲ୍ଲା ସ୍ତରୀୟ ଜାରି ରହିଥିବା ଯୁଦ୍ଧର ନେତୃତ୍ୱ ନେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା ଓ
Read More...

କରୋନା ସମୟରେ ଦେଶର ମା’ ମାନଙ୍କୁ ନୂଆ ଉର୍ଜା ଦେଇଛି ଉଜ୍ଜଳା : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଗରିବ ମା’ଭଉଣୀ ମାନଙ୍କୁ ନୂଆ ଉର୍ଜା ଦେଇଛି ବୋଲି ଶନିବାର ଦେଶର ୧ ହଜାରରୁ ଉର୍ଦ୍ଧ୍ୱ ଉଜ୍ଜଳା ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
Read More...

ବୌଦ୍ଧଜିଲ୍ଲା ଶିକ୍ଷକ ପଦୋନ୍ନତିରେ ଦୁର୍ନୀତିର ଗନ୍ଧ ! ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରରେ

ବୌଦ୍ଧ:ଦୀର୍ଘବର୍ଷ ପରେ ବୌଦ୍ଧଜିଲ୍ଲାର ଲେବଲ୍ -୩ ପ୍ରଧାନଶିକ୍ଷକ ପଦୋନ୍ନତି ପାଇବାକୁ ଆଶା ବାନ୍ଧିଥିବାବେଳେ ବୌଦ୍ଧଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଗେନ୍ଦ୍ରା କୁଜୁରଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ ସେମାନଙ୍କ ଆଶା ମଉଳିବାରେ ଲାଗିଛି ବୋଲି ଅଭିଯୋଗ ଉଠିଛି । କୋର୍ଟ ଆଦେଶକୁ ଭୁଲ
Read More...

ଜଳସଙ୍କଟ ନେଇ ରାସ୍ତାରୋକ

ସମ୍ବଲପୁର :ପୂର୍ବବର୍ଷମାନଙ୍କ ପରି ଏବର୍ଷ ମଧ୍ୟ ଗ୍ରୀଷ୍ମ ଋତୁରେ ସମ୍ବଲପୁର ନଗରର ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ସମସ୍ୟା ଲାଗି ରହିଛି । ଏହି ମର୍ମରେ ଅଞ୍ଚଳର ଜଳକଷ୍ଟ ସମସ୍ୟା କୁ ନେଇ ଗତକାଲି ସ୍ଥାନୀୟ ରାମଜୀ ମନ୍ଦିର ଛକରେ ଜନସାଧାରଣଙ୍କ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା । ଏହା
Read More...