Monthly Archives

May 2020

ସଂଗୃହିତ ୧୮୦୮ ସ୍ୱାବ ମଧ୍ୟରୁ ୧୪୮୪ ପରୀକ୍ଷିତ, ସବୁ ନେଗେଟିଭ

ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ ଗୁରୁବାର ସନ୍ଧ୍ୟା ଯାଏଁ ବିଭିନ୍ନ ସ୍ଥାନରୁ ୧୮୦୮ ସନ୍ଦିଗ୍ଧ ମାମଲାରେ ସ୍ୱାବ ସଂଗ୍ରହକରି ପରୀକ୍ଷା ପାଇଁ ପଠାଯାଇଥିଲା । ତନ୍ମଧ୍ୟରୁ ୧୪୮୪ଟି ପରୀକ୍ଷା ହୋଇଯାଇଛି ଓ ସବୁତକ ନେଗେଟିଭ ବାହାରିଥିବାରୁ ଏପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ସବୁଜ ସୁରକ୍ଷା
Read More...

କରୋନା ଗୁଜବକୁ ନେଇ ମହିଳା ବିରୁଦ୍ଧରେ ମାମଲା ରୁଜୁ

ସମ୍ବଲପୁର : ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ବଲପୁରରେ ଗୋଟିଏହେଲେ କରୋନା ପଜିଟିଭ ମାମଲା ଦେଖାଦେଇ ନାହିଁ ଯଦିଓ ପ୍ରତିଦିନ ଏଠାରେ ଅନେକ ଗୁଡିଏ ଟେଷ୍ଟିଂ କରାଯାଉଛି । ଏହାକୁ ନେଇ ଅନେକ ଲୋକଙ୍କ ମନରେ କୌତୁହଳ ଦେଖାଦେଇଛି । ଏହିପରି ଏକ ଘଟଣାରେ ଏଠାକାର ଏକ ସନ୍ଦିଗ୍ଧ ମାମଲାରେ ପଜିଟିଭ
Read More...

ବଲାଙ୍ଗୀରରୁ ଚାଲିଚାଲି କମଘାଟରେ ପହଞ୍ଚିଲେ ୫ ଶ୍ରମିକ

ବୌଦ୍ଧ:ତାମିଲନାଡୁ ରାଜ୍ୟକୁ କାମ କରିବାକୁ ଯାଇ ଲକଡାଉନରେ ଅଟକି ରହିଥିବା ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ କମଘାଟ ଅଞ୍ଚଳର ୫ଜଣ ଶ୍ରମିକ ଆଜି ଚାଲିଚାଲି ବଲାଙ୍ଗୀରରୁ ଗାଁକୁ ଆସିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏମାନେ ମାଲବାହୀ ଟ୍ରକ ସାହାଯ୍ୟରେ ତାମିଲନାଡୁ ରାଜ୍ୟରୁ ବଲାଙ୍ଗୀର
Read More...

କରୋନା ପ୍ରସଙ୍ଗରେ ବୌଦ୍ଧଜିଲ୍ଲା ଏବେବି ଗ୍ରୀନଜୋନ୍‌ରେ

ବୌଦ୍ଧ: ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ବୌଦ୍ଧଜିଲ୍ଲା ଏବେ ମଧ୍ୟ ଗ୍ରୀନ ଜୋନ ତାଲିକାରେ ରହିଥିବା ଜଣାପଡିଛି । ଯାହାକି ବୌଦ୍ଧଜିଲ୍ଲାବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି । ବୌଦ୍ଧଜିଲ୍ଲାରେ ୪ଜଣଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ସମସ୍ତେ ସୁରଟ ଫେରନ୍ତା ଓ ସୁରଟରୁ
Read More...

କଲିକତା ଲିଙ୍କ୍‌କୁ ନେଇ ବନ୍ଦ ହେଲା ପାରାଦ୍ୱୀପର ବୃହତ ମାଛ ବ୍ୟବସାୟ କେନ୍ଦ୍ର

ଜଗତସିଂହପୁର: ପାରାଦ୍ୱୀପର ସବୁଠୁ ବଡ଼ ମାଛ ବିକ୍ରୟ କେନ୍ଦ୍ର ବାଲିପୁଟ ଏବେ ବନ୍ଦ । ପ୍ରତ୍ୟେକ ଦିନ ଏଠାକୁ ହଜାର ହଜାର ଲୋକ ଆସି ମାଛ କିଣି ବାହାରେ ବିକ୍ରୟ କରିଥାନ୍ତି । ଏପରିକି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ ଓ ଭୁବନେଶ୍ୱର ବଜାରର ବ୍ୟବସାୟୀ ଓ ଗାଁରେ ବୁଲି ବ୍ୟବହାର
Read More...

କାଦପଡାରେ ହାତୀ ଉପଦ୍ରବ, କଦଳୀ ବଗିଚା କଲେ ନଷ୍ଟ

ଭୁବନେଶ୍ୱର : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମରେ ଗତକାଲି ହାତୀ ଉପଦ୍ରବ ଘଟାଇଥିବା ଜଣାପଡିଛି । ଗତକାଲି ତିନୋଟି ହାତୀ ଆସି ଗ୍ରାମର ପଦ୍ମଲୋଚନ ପ୍ରଧାନଙ୍କ କଦଳୀ ବଗିଚାରେ ପଶି ରାତିତମାମ ଖାଇବା ସହ ମାଡିମକଚି ନଷ୍ଟ କରିଥିବା ଜଣାପଡିଛି ।
Read More...

ହ୍ଵାଟ୍ସଆପରେ ପୁଲିସ-ଜନତା ଲକଡାଉନ ପ୍ରଶ୍ନୋତ୍ତର

ସମ୍ବଲପୁର : ଜନସାଧାରଣଙ୍କ ମନରେ ଲକଡାଉନ ଓ କରୋନା / କୋଭିଡ-୧୯ ବିଷୟରେ ଜନସାଧାରଣଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ରହିଛି ଓ ସେମାନେ ଏ ସବୁର ଉତ୍ତର ଖୋଜି ପାଉନାହାନ୍ତି । ସେମାନଙ୍କ ଏସବୁ ପ୍ରଶ୍ନର ଉତ୍ତର ଦେବାପାଇଁ ଜିଲ୍ଲା ପୁଲିସ ଅଣ୍ଟା ଭିଡି ବାହାରିଛି । ଏଥିପାଇଁ ଟ୍ବିଟର ଜରିଆରେ
Read More...

ଲୁଣ ମିଳୁନଥିବା ଗୁଜବ : ବୌଦ୍ଧରେ ଲୁଣ ଦର ଦୁଇଗୁଣା ବୃଦ୍ଧି

ବୌଦ୍ଧ:ଓଡିଶାର ବିଭିନ୍ନ ଜିଲ୍ଲାରେ ଖାଇବାଲୁଣ ଦରରେ ଅହେତୁକ ବୃଦ୍ଧି ଖବର ଗଣମାଧ୍ୟମରେ ପ୍ରଚାରିତ ହେବାପରେ ଆଜି ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଲସେଲରମାନେ ଲୁଣର ଦାମ ବଢାଇ ଦେଇଥିବା ଅଭିଯୋଗ ହୁଏ । ଅଧ କିଲୋଗ୍ରାମ ଓ ଏକ କିଲୋଗ୍ରାମ ପ୍ୟାକେଟ ବିଶିଷ୍ଟ ଖାଇବା ଆୟୋଡିନ ଲୁଣର
Read More...

ଲକ୍‌ଡାଉନ ସମୟରେ ବିଦ୍ୟୁତ ବିଭାଗର ବିଲ୍‌ ଚିନ୍ତା !

ବୌଦ୍ଧ:ଲକଡାଉନ ଲାଗି ସାଧାରଣ ଜନତାଙ୍କ ଜୀବନଯାତ୍ରା ଠପ୍ ହୋଇପଡିଥିବାବେଳେ ବିଦ୍ୟୁତ ବିଭାଗକୁ ଘାରିଛି ଗ୍ରାହକଙ୍କ ଠାରୁ ବିଲ୍ ଆଦାୟ ଚିନ୍ତା । ମାର୍ଚ୍ଚମାସର ବିଲ୍ ଯାହା ଥିଲା ଅପ୍ରେଲ ମାସରେ ମଧ୍ୟ ସେତିକି ଟଙ୍କା ଗ୍ରାହକ ପୈଠ କରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଥିଲେ । ଯେମିତି ମେ ମାସ
Read More...

ଠକ ଗିରଫ : ଋଣ ଓ ଚାରା ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ପୋଲିସ୍ ଜଣେ ଠକକୁ ଗିରଫ କରିଛି । ଠିକ୍ ଜଣକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ଗ୍ରାମର ଭିମରାଜ ନାୟକ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି । ଘଟଣା ପ୍ରକାରେ ଠକ ଭିମରାଜ ନିଜକୁ ITDA(ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା)ର କର୍ମଚାରୀ କହି ଦୀର୍ଘଦିନ
Read More...