Monthly Archives

May 2020

ଗୋଟିଏ ହାତ ନ ଥାଇ ସନ୍ତାନ ଜନ୍ମ

କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଆଜି ବାତାଗୁଡା ସ୍ବାସ୍ଥ୍ୟ ସେବା ସେଣ୍ଟର ରେ ବଳିମାହା ଗ୍ରାମର ମାନନ୍ତି ମଲ୍ଲିକ ସ୍ବାମୀ ପ୍ରୋମେ ମଲ୍ଲିକ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ ।ମାନନ୍ତିର ପୁତ୍ର ସନ୍ତାନଟି ଧରାପୃଷ୍ଟ କୁ ଆସିଥିଲେ। ପୁଅ ଟି ଦେଖିବାକୁ ଅତି ସୁନ୍ଦର୍ ଗୋଲଗୋଲ କିନ୍ତୁ
Read More...

ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ୟୁଥ ଅଫ କନ୍ଧମାଳ

କନ୍ଧମାଳ,:କରୋନା ମହାମାରୀ କୁ ସଂକ୍ରମଣ ନହେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ରେ 3ଟି ପର୍ଯାୟ ରେ ଲକଡାଉନ ଦୀର୍ଘ ଦିନ ହେବା ଯୋଗୁଁ କେତେକ ଗ୍ରାମବାସୀ କାମ ଧନ୍ଦା କରିବା କୁ ଯାଉ ନାହାନ୍ତି ।ସହର ଅପେକ୍ଷା ଗ୍ରାମ ଗୁଡିକରେ କରୋନା ଭୟ ବେଶି ଦେଖା ଦେଇଛି ,ତେଣୁ କାମକୁ
Read More...

ଆଉ ୪୮ ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଲା

ଭୁବନେଶ୍ୱର : ପ୍ରବାସୀ ଓଡିଆଙ୍କ ଆଗମନ ବଢିଚାଲିଛି । ଏପଟେ ରାଜ୍ୟରେ ତାଳ ଦେଇ କରୋନା ପଜିଟିଭ ଗ୍ରାଫ୍ ମଧ୍ୟ ଉପରମୁହାଁ ହୋଇଛି । ଆଜି ସକାଳୁ ପୁଣି ୪୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ରାଜ୍ୟରୁ । ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା
Read More...

୪୩ଦିନ ପରେ ବୌଦ୍ଧରୁ ନିଜ ରାଜ୍ୟକୁ ଗଲେ ଶ୍ରମିକ

ବୌଦ୍ଧ:ଲକଡାଉନ ସମୟରେ ଗତ ମାର୍ତ୍ତମାସ ୩୦ ତାରିଖରୁ ପ୍ରାୟ ୪୩ଦିନ ଧରି ବୌଦ୍ଧରେ ଫସିରହିଥିବା ୩୧ଜଣ ପ୍ରବାସୀ ଶ୍ରମିକ ଆଜି ମଧ୍ୟପ୍ରଦେଶ ଯାତ୍ରା କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ କାମ କରୁଥିବା ୩୧ଜଣ ଶ୍ରମିକ ଲକଡାଉନ ଘୋଷଣା ପରେ ଚାଲିଚାଲି ନିଜ ରାଜ୍ୟ ମଧ୍ୟପ୍ରଦେଶକୁ
Read More...

ଗାଁରେ ଆନ୍ଧ୍ର ଫେରନ୍ତା କପାଚାଷୀ, ଲୋକେ ଆତଙ୍କିତ

ବୌଦ୍ଧ:- ବୌଦ୍ଧବ୍ଲକ ବାଉଁଶୁଣୀ ଥାନା ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ଗ୍ରାମକୁ ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶରୁ ଫେରିଥିବା ୨ଜଣ କପାଚାଷୀଙ୍କ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୋପିନାଥପୁର ଗ୍ରାମରେ ପ୍ରାୟ ୧୫
Read More...

ପ୍ରବାସୀଙ୍କ ପାଇଁ ୧୦ ହଜାର କୋଟିର ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟି ଟଙ୍କାର "ଆତ୍ମନିର୍ଭର ଭାରତ' ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ପ୍ୟାକେଜ୍ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବିସ୍ତୃତ ସୂଚନା ଦେଇଛନ୍ତି । ଆୟୋଜିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସେ ଏହି
Read More...

ଶିଷ୍ଟ ଓ ନମ୍ରତା ଭୁଲିଗଲେ ଓଏଏସ୍‌, ରାଜ୍ୟବ୍ୟାପୀ ପ୍ରତିକ୍ରିୟା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ଉତ୍ତରଦାୟୀ କରିବା ପାଇଁ ବରିଷ୍ଠ ଆଇଏଏସ୍ ଓ ଓଏଏସମାନଙ୍କୁ ଶିଷ୍ଟ ଆଚରଣ କରିବା, ନମ୍ରତା ପ୍ରକାଶ କରିବା ଭଳି ଉପଦେଶ ଦେଇଥିବା ବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବିଡିଓ ତଥା ଓଏଏସ୍ ଛବିରାଣୀ ସାହୁ ପ୍ରବାସୀ ସୁରତ ଫେରନ୍ତାଙ୍କୁ
Read More...

ପାଦରେ ଚାଲିଚାଲି ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ଓଡିଶା ସୀମାରେ ପହଞ୍ଚାଇବାରେ ଓଡିଶା ପୁଲିସର ସହାୟତା

ଭୁବନେଶ୍ୱର : ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଛତିଶଗ, ଝାଡଖଣ୍ଡ ଓ ବିହାରକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ ଏହି ପ୍ରବାସୀମାନଙ୍କୁ ରାଜ୍ୟ ସୀମାନରେ ପହଞ୍ଚାଇବା ପାଇଁ ଓଡିଶା ପୁଲିସ ପକ୍ଷରୁ ବସର
Read More...

ବଲବୀର ସିଂଙ୍କୁ ପୁଣି ହୃଦ୍‌ଘାତ

ଚଣ୍ଡୀଗଡ଼ : ହକି କିମ୍ବଦନ୍ତୀ ବଲବୀର ସିଂ (ସିନିୟର)ଙ୍କୁ ପୁଣି ହୃଦ୍‌ଘାତ ହୋଇଛି । ସେ ଦୁଇଥର ହୃଦ୍‌ଘାତରେ ଶିକାର ହୋଇଥିବାର ଜଣାପଡ଼ିଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ଜଣାପଡ଼ିଛି । ତାଙ୍କ ନାତି କବିର ଏହି ସୂଚନା ଦେଇଛନ୍ତି । ତିନିଥର ଅଲିମ୍ପିକ୍ ପଦକ ଜିତିଥିବା ବଲବୀରଙ୍କୁ
Read More...

କୋହଲି ଓ ସଚିନ୍‌ଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ଜାଣନ୍ତୁ

କରାଚୀ : ବିରାଟ କୋହଲି ଓ ସଚିନ୍ ତେନ୍ଦୁଲକର ଦୁଇଜଣ ମହାନ୍ କ୍ରିକେଟର । ନିଜ ନିଜ କ୍ଷେତ୍ରରେ ସେମାନେ ସଫଳ । କିନ୍ତୁ ଏହି ଦୁଇ ତାରକା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଖେଳ ବେଳେ କିଏ କ'ଣ କହିଲେ କୋହଲି କ୍ରୋଧ ସମ୍ବରଣ କରିପାରନ୍ତି ନାହିଁ ଏବଂ ଚଟାପଟ ଚିଡ଼ିଯାଆନ୍ତି ।
Read More...