Monthly Archives

May 2020

କରୋନା ଆଦୌ ଯାଇନପାରେ : ହୁ

ଜେନେଭା : ବର୍ତ୍ତମାନ ସାରା ବିଶ୍ୱରେ ଲୋକମାନଙ୍କ ମୁହଁରେ ଗୋଟିଏ ପ୍ରଶ୍ନ- ମହାମାରୀ କରୋନା ଭାଇରସ କେବେ ଅପସାରିତ ହେବ । ଏହା ଆଉ କେତେଦିନ ରହିବ ଏବଂ ଏହାର ବ୍ୟାପକତା ଆଗାମୀ ଦିନରେ କିଭଳି ରୂପ ନେବ ସେ ନେଇ ଅସଂଖ୍ୟ ଲୋକ ପ୍ରଶ୍ନ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)
Read More...

ସରପଞ୍ଚଙ୍କ ସଟ୍‌ଡାଉନ୍‌, ବିଡ଼ିଓଙ୍କ ନା !

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଚାଚାରିନ୍ ସ୍ୱାଇଁ କୌଣସି କାରଣ ନଥାଇ ହଠାତ୍ ସଟ୍‌ଡାଉନ୍ ଘୋଷଣା କରିଥିଲେ । ଏ ବିଷୟରେ ବଡ଼ଚଣା ବ୍ଲକ ବିଡ଼ିଓ ସୁଙ୍ଗୁଡ଼ା ସରପଞ୍ଚଙ୍କୁ କୈଫୟତ ତଲବ ମାଗିଥିଲେ । ଯାହା ସରକାରଙ୍କ ନିୟମ ଓ ବ୍ୟବସ୍ଥା ରହିଛି ତାହାକୁ ନେଇ
Read More...

କେନ୍ଦ୍ରାପଡ଼ାରୁ ପୁଣି ୧୩ ନୂଆ ରୋଗୀ ଚିହ୍ନଟ

ଭୁବନେଶ୍ୱର: ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ନୂଆ ୧୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା, କେନ୍ଦ୍ରାପଡ଼ା ଏବଂ କନିକା ବ୍ଲକର ହୋଇଥିବା ବେଳେ ଏମାନେ ସମସ୍ତେ ସୁରାଟ ଫେରନ୍ତା ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ଜଣାଇଛନ୍ତି । ଏମାନେ ସମସ୍ତେ
Read More...

ରାସନକାର୍ଡ ବିତରଣରେ ପରିଲକ୍ଷିତ ବିସଙ୍ଗତି ଦୂର କରିବା ପାଇଁ ଦାବି

ସମ୍ବଲପୁର:ବର୍ତ୍ତମାନ କରୋନା ସଙ୍କଟ ଯୋଗୁଁ ଗରିବ ଓ ଗରିବୀ ରେଖାତଳେ (ବିପିଏଲ) ଗୁଜୁରାଣ ମେଣ୍ଟାଉଥିବା ପରିବାର ପାଖରେ ରାସନକାର୍ଡଟିଏ ରହିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବହୁତ ପରିବାରକୁ ଏହା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ମଧ୍ୟ ଏହି ପ୍ରକ୍ରିୟା ଅବ୍ୟାହତ
Read More...

ଜୀବନକୁ ବାଜିଲଗାଇ ଘରବାହୁଡା: ମହାରାଷ୍ଟ୍ରରୁ ଅଟୋରିକ୍ସାରେ ଫେରୁଛନ୍ତି ଶ୍ରମିକ

ସମ୍ବଲପୁର: କରୋନା ସଂକ୍ରମଣ ଯୋଗୁଁ ମହାନଗର ଅଞ୍ଚଳରେ ରୋଜଗାରର ସମସ୍ତ ପନ୍ଥା ବନ୍ଦ ହୋଇଯିବାରୁ ଅପ୍ରବାସୀ ଶ୍ରମିକମାନେ ଘରବାହୁଡା ପାଇଁ ବାଧ୍ୟହୋଇଛନ୍ତି । ସରକାରଙ୍କ ପକ୍ଷରୁ ଯାତାୟାତ ପାଇଁ ଯାହାକିଛି ବ୍ୟବସ୍ଥା କରାଯାଉଛି ସେଗୁଡିକ ଆରମ୍ଭ ହେବାରେ ବୋଧହୁଏ ବିଳମ୍ବ ଘଟିଛି ଏଣୁ ବାଧ୍ୟହୋଇ
Read More...

ବୋଝ ଉପରେ ଲଳିତା ବିଡା : ୮ଶହ କି.ମି. ପାଦରେ ଚାଲିଚାଲି ଗାଁରେ ପହଞ୍ଚିଲେ ଯୁବକ, ବାହାରିଲା ପଜିଟିଭ

ରୁପନଗର : ଦେଶରେ କରୋନା ସଂକଟରେ ସବୁଠାରୁ ବହୁତ କଷ୍ଟ ସହୁଛନ୍ତି ଶ୍ରମିକ ଶ୍ରେଣୀର ଲୋକମାନେ । ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ କିଏ ଶହଶହ କି.ମି. ପାଦରେ ଚାଲୁଛନ୍ତି ଆଉ କିଏ ସାଇକେଲ ସହାୟତା ନିଜ ରାଜ୍ୟକୁ ଫେରୁଛନ୍ତି । ସେହିପରି ଆଉ କେତେକ ଶ୍ରମିକ ବିପଦପୂର୍ଣ୍ଣ ଭାବରେ ଟ୍ରକରେ
Read More...

ବିଜେପି କର୍ମୀ ଅସନ୍ତୁଷ୍ଟ ବଣ୍ଟନ ହୋଇପାରୁନି ହିନ୍ଦୁସ୍ଥାନ ପେଟ୍ରୋଲିୟମର ରିଲିଫ ସାମଗ୍ରୀ

ବୌଦ୍ଧ:ମିଳିଥିବା ଏକ ତଥ୍ୟ ଅନୁଯାୟୀ ଭାରତ ସରକାରଙ୍କ ଗ୍ୟାସ ଓ ପେଟ୍ରୋଲିୟମ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଚେଷ୍ଟାରେ ବୌଦ୍ଧଜିଲ୍ଲା ପାଇଁ ହିନ୍ଦୁସ୍ଥାନ ପେଟ୍ରୋଲିୟମ କଂପାନୀ ଦୁଇଟ୍ରକ ରିଲିଫ ସାମଗ୍ରୀ ପଠାଇଛି । ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଟ୍ରକ
Read More...

୧୦ଫୁଟ ଲମ୍ବର ଅଜଗର ଉଦ୍ଧାର

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବାଞ୍ଜିଝାଲ ଗ୍ରାମ ବସଷ୍ଟାଣ୍ଡ ପାଖରେ ଥିବା ପତ୍ରା ଜଙ୍ଗଲରେ ଏକ ଅଜଗର ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହି ଗ୍ରାମର ଜଗ ବରିହା ଆଜି ସକାଳେ କେନ୍ଦୁପତ୍ର ତୋଳୁଥିବା ବେଳେ ଏହା ଦେଖିଥିଲେ । ଜଗ ଅଜଗରକୁ ଉଦ୍ଧାର କରି ମୁଖ୍ୟ ରାସ୍ତାକୁ
Read More...

ସ୍କୁଟି-ଟ୍ରକ ମୁହାଁମୁହିଁ ଧକ୍କା, 2ମୃତ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ 57 ନମ୍ବର ଜାତୀୟ ରାଜପଥ ଖମ୍ବେଶ୍ବରୀପାଲି କୁକୁରାଯୋର ନିକଟରେ ସ୍କୁଟି ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ମାନଙ୍କର ପରିଚୟ ମିଳିପାରିନାହିଁ ।ଆଜି ସକାଳୁ ଦୁଇ ଜଣ ଏକ ସ୍କୁଟିରେ ବଲାଙ୍ଗିର
Read More...

ବିନା ଗୋଡ଼ରେ ନବଜାତ ସନ୍ତାନ ଜନ୍ମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶୁଡ୍ର।ଗ୍ରାମ ପଞ୍ଚାୟ ର ଟିକରବ।ଜୁ ଗ୍ରାମର ସାନନ୍ତି ମଲ୍ଲିକ ପ୍ରସବ ନିମନ୍ତେ ଭର୍ତ୍ତି ହୋଇଥିଲେ। ତାଙ୍କର ପୁତ୍ର ସନ୍ତାନ ଟିଏ ଜନ୍ମ ହେଲା। ପୁଅ ଟି ଦେଖିବାକୁ ଅତି ସୁନ୍ଦର୍ ଗୋଲଗୋଲ କିନ୍ତୁ ଦୁଃଖର
Read More...