Monthly Archives

May 2020

ସୌରଭ ଗାଙ୍ଗୁଲିଙ୍କୁ ହୁସେନ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ : ଇଂଲଣ୍ଡର ପୂର୍ବତନ ସ୍କିପର ନାସିର୍ ହୁସେନ୍ ଏକ ସାକ୍ଷାତକାର ଅବସରରେ ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି । ଭାରତକୁ ଏକ ସୁଦୃଢ଼ ଓ ଦକ୍ଷ ଦଳରେ ପରିଣତ କରିବା ପଛରେ ଯେଉଁମାନଙ୍କର ନିଷ୍ଠାପର ଅବଦାନ
Read More...

ଟେଷ୍ଟ କ୍ରିକେଟ୍‌କୁ ନେଇ ଚାପେଲ୍ କହିଲେ ଏପରି କଥା

ଣ୍ଡୀଗଡ଼ : ବିଶ୍ୱ କ୍ରିକେଟ୍ ବିଶେଷତଃ ଟେଷ୍ଟ ଫର୍ମାଟ ଯଦି ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି, ତାହା କେବଳ ଭାରତ ପାଇଁ । କ୍ରିକେଟରେ ଭାରତ ତଥା ବିସିସିଆଇ ଯେଭଳି ଅର୍ଥ ଖର୍ଚ୍ଚ କରୁଛି ଅନ୍ୟ କୌଣସି କ୍ରିକେଟ୍ ଦେଶ ସେହିଭଳି ଭାବରେ ବିନିଯୋଗ କରୁନାହାନ୍ତି । ଭାରତ ପାଖରେ ପ୍ରଚୁର ପଇସା ଅଛି ।
Read More...

୨୦ ଲକ୍ଷ କୋଟି ଟଙ୍କା ଆସିବ କେଉଁଠୁ : ନିରଞ୍ଜନ

ଭୁବନେଶ୍ୱର : ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍ ମାଧ୍ୟମରେ କହିଛନ୍ତି ଯେ ଗତକାଲି ପ୍ରଧାନମନ୍ତ୍ରୀ ମହାଶୟ ଆତ୍ମନିର୍ଭର ଭାରତ ଉପରେ ବହୁ ସମୟ ଧରି ପ୍ରବଚନ ଦେଲେ । ଉକ୍ତ ପ୍ରବଚନ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ ୫ ମିନିଟ୍‌ରେ
Read More...

ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜଙ୍କ ତରଫରୁ ମାସ୍କ ଓ ରାସନ ସାମଗ୍ରୀ ବଣ୍ଟନ

ଗଜପତି ଜିଲ୍ଲା ବିଜେଡି ଯୁବ ସଭାପତି ଏସ ଲିଙ୍ଗରାଜଙ୍କ ତରଫରୁ ଗୋଶାଣୀ ବ୍ଲକର ଖରସଣ୍ଡ।ପଞ୍ଚାୟତ, ମଧୁସୂଦନପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ରାସନ ସାମଗ୍ରୀ ଓ ମାସ୍କ ବଣ୍ଟନ କରାଯାଇଛି।ସମଗ୍ର ଦେଶରେ କରୋନା ଭାୟରସର ସଂକ୍ରମଣ ପ୍ରତିରୋଧ କରିବା ନିମନ୍ତେ ଲକ ଡାଉ ନ କରାଯାଇଛି। ଦେଢ଼
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କରୋନା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଆଉ ୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ୮ ଜଣ ଥିବା ବେଳେ ବାଲେଶ୍ୱରର ୯ଜଣ, ଭଦ୍ରକର ୪ ଜଣ, ଗଂଜାମ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ
Read More...

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସରକାରୀ ଅନୁଦାନକୁ ଅପେକ୍ଷା

ସମ୍ବଲପୁର : ସମ୍ବଲପୁରରେ ପ୍ରତିବର୍ଷ ପାରମ୍ପରିକ ରୂପେ ଅନୁଷ୍ଠିତ ମହାଦେବ ଶିବ ଓ ଜଗତଜନନୀ ପାର୍ବତୀଙ୍କ ବିବାହ ଉତ୍ସବକୁ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ରୂପେ ପାଳନ କରାଯାଏ, ଯାହାକି ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଏକ ମୁଖ୍ୟ ଆକର୍ଷଣ ହୋଇ ରହିଛି ଓ ବିଶ୍ୱର ସବୁଠାରୁ ବଡ଼ କାର୍ନିଭାଲ୍ ରୂପେ
Read More...

ପିଇଓଙ୍କୁ କୈଫୟତ ତଲବ କଲେ ବିଡିଓ

ବୌଦ୍ଧ: କରୋନା କାର୍ଯ୍ୟରେ ଅବହେଳା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଅନୁପସ୍ଥିତ ଆଦି ଅଭିଯୋଗ ବୀରନରସିଂହପୁର ସରପଞ୍ଚ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ଆଣିବାପରେ ଆଜି ହରଭଙ୍ଗା ବିଡିଓ ଶରତ ଚନ୍ଦ୍ର ବାଗ ନିର୍ବାହୀ ଅଧିକାରୀ ଶ୍ରୀମତୀ ନମିତା ସାହୁଙ୍କୁ କୈଫୟତ ତଲବ କରିଛନ୍ତି ।
Read More...

ରେଳଜମି ଅଧିଗ୍ରହଣ କାମରେ ଆସିଥିବା କର୍ମଚାରୀଙ୍କୁ ଗ୍ରାମରୁ ଘଉଡାଇଦେଲେ ଲୋକେ

ବୌଦ୍ଧ:ବୌଦ୍ଧ-ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥ ପାଇଁ ଜମି ଅଧିଗ୍ରହଣ କାମରେ ଗ୍ରାମକୁ ଆସିଥିବା କିଛି କର୍ମଚାରୀଙ୍କୁ କ୍ଷତିଗ୍ରସ୍ତ ପ୍ରଜାମାନେ ଗ୍ରାମରୁ ଘଉଡାଇ ଦେଇଥିବା ଭଳି ଘଟଣା ଘଟିଛି କଣ୍ଟାମାଳ ତହସିଲ ବିଚଣାପାଟି ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଗ୍ରାମପଞ୍ଚାୟତର
Read More...

ବୌଦ୍ଧର ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ହେଲପଲାଇନ ନମ୍ବର

ବୌଦ୍ଧ :ଅନ୍ୟରାଜ୍ୟରେ ଲକଡାଉନ ସମୟରେ ଅଟକି ରହିଥିବା ଶ୍ରମିକମାନଙ୍କ ପାଇଁ ଜିଲ୍ଲାପ୍ରଶାସନ ଏକ ହେଲପ ଲାଇନ ନମ୍ବର ଜାରିକରିଛି । ଯେଉଁ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବାକୁ ଚାହୁଁଛନ୍ତି ସେମାନେ ବୌଦ୍ଧଜିଲ୍ଲା ପାଇଁ କୋଭିଡ-୧୯ର ନୋଡାଲ ଅଫିସର ତଥା ସହକାରୀ ଜିଲ୍ଲାପାଳ ଅବନୀକାନ୍ତ
Read More...

ବାହାର ରାଜ୍ୟର ପଦଯାତ୍ରୀ ଶ୍ରମିକଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ : କ୍ୱାରେଣ୍ଟାଇନ କେନ୍ଦ୍ରକୁ ଗଲେ ୧୦ଜଣ ଓ…

ସମ୍ବଲପୁର: ପଡୋଶୀ ଛତିଶଗଡରୁ ଚାଲିଚାଲି ପଶ୍ଚିମବଙ୍ଗ ଯାଉଥିବା ୧୨ଜଣ ଶ୍ରମିକଙ୍କ ମଧ୍ୟରୁ ୧୦ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଅଟକ ରଖାଯାଇଛି ଓ ୨ଜଣ ଫେରାର ହୋଇଯାଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ୭ଦିନ ପୂର୍ବେ ଛତିଶଗଡର ରାଜଧାନୀ ରାୟପୁରରୁ ବାହାରି ଚାଲିଚାଲି ପଶ୍ଚିମବଙ୍ଗର ପୂର୍ବ
Read More...