Monthly Archives

May 2020

ଜୁନ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ଲକଡାଉନ ମଧ୍ୟରେ ବିଭିନ୍ନ କଳ୍ପନାଜଳ୍ପନା ଭିତରେ କେନ୍ଦ୍ର ସରକାରଙ୍କ ସବୁଜ ସଂକେତ ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ରଥ କାମରେ ନିୟୋଜିତ ମହାରଣା ସେବକମାନଙ୍କର ସ୍ୱାସ୍ଥ୍ୟସେବା ଯାଞ୍ଚ ସହିତ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ରଥ କାର୍ଯ୍ୟ ନିର୍ମାଣ ହେଉଛି ।
Read More...

ଗ୍ରୀନ୍ ଜୋନରେ ବସ ଚାଲିବ କିନ୍ତୁ ୨ଗୁଣ ହେବ ଭଡା

ଭୁବନେଶ୍ୱର : ଲକଡାଉନ ୩ ନିୟମରେ କୋହଳ କରାଯିବା ସମୟରେ ଗ୍ରୀନ୍ ଜୋନରେ ବସ୍ ଚଳାଚଳ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଘରୋଇ ବସ୍ ମାଲିକ ସଂଘ ଏହାକୁ ଗ୍ରହଣ କରିନଥିଲା । ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଗ୍ରୀନ୍ ଜୋନରେ ବସ ଚଳାଇଲେ କ୍ଷତି ହେବ ବୋଲି ବସ୍ ମାଲିକ ସଂଘ
Read More...

କୃଷି ଓ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଆଣିବେ ଅଧ୍ୟାଦେଶ

ଭୁବନେଶ୍ୱର : କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଠୋସ୍ ନିଷ୍ପତ୍ତି ନେଇଛନ୍ତି । ଲକଡାଉନ ତୃତୀୟ ପର୍ଯ୍ୟାୟ ଅବଧି ଆସନ୍ତା ୧୭ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ଓ
Read More...

ଦେଶରେ ୭୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସମସ୍ତ ପ୍ରକାର ସତର୍କତା ଓ କଟକଣା ସତ୍ତ୍ୱେ ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା କ୍ଷୀପ୍ର ବେଗରେ ବଢ଼ିଚାଲିଛି । ପ୍ରତିଦିନ ଏବେ ହଜାର ହଜାର ଲୋକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୦୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ରୋଗୀ ସଂଖ୍ୟା ୭୦
Read More...

ମାଳଦ୍ୱୀପକୁ ୫୮୦ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ

ମାଳଦ୍ୱୀପ : ଅନ୍ୟ ଦେଶଗୁଡ଼ିକ ଭଳି ମାଳଦ୍ୱୀପ ମଧ୍ୟ କରୋନାର ମୁକାବିଲା କରୁଛି । ମାଳଦ୍ୱୀପ ଭାରତର ଏକ ବନ୍ଧୁ ରାଷ୍ଟ୍ର । ବର୍ତ୍ତମାନ ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ ଯୋଗୁଁ ସେହି ଦେଶରେ ଖାଦ୍ୟ ସଂକଟ ଦେଖାଦେଇଛି । ତା\'ସହିତ ବିଭିନ୍ନ ପ୍ରକାର ଔଷଧ ଓ ମେଡ଼ିକାଲ୍ ଉପକରଣର ମଧ୍ୟ ଅଭାବ
Read More...

ସୀମାରେ ସାମରିକ ହେଲିକପ୍ଟର ଉଡ଼ାଇଲା ଚୀନ୍‌

ନୂଆଦିଲ୍ଲୀ : ଭାରତର ବାରମ୍ବାର ପରାମର୍ଶ ଓ ତାଗିଦ୍ ସତ୍ତ୍ୱେ ଚୀନ୍‌ର ଆଚରଣରେ ସୁଧାର ଆସୁନି । ଏହାର ସୈନ୍ୟମାନଙ୍କ ଉତ୍ପାତ୍ତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ସୀମାନ୍ତରେ ଉତ୍ତେଜନା ବଢ଼ୁଛି । ନିକଟରେ ସିକିମ୍ ସୀମାନ୍ତରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହାତାହାତି ହୋଇଥିଲା
Read More...

ହାଡ଼ କିପରି ଭାଙ୍ଗିଲା ବଖାଣିଲେ ଚହଲ

ନୂଆଦିଲ୍ଲୀ ଲେଗ୍ ସ୍ପିନର ଜୁଜୁବେନ୍ଦ୍ର ଚହଲ ଏକ ବିଚିତ୍ର ଅନୁଭୂତି ଭିତରେ ଗତି କରୁଛନ୍ତି । ବର୍ତ୍ତମାନ ଲକ୍‌ଡାଉନ୍ ଯୋଗୁଁ ଘରେ ଆବଦ୍ଧ ହୋଇ ରହୁଛନ୍ତି । ଏହି ସମୟରେ ଆଙ୍ଗୁଠି ଓ ବଳାଗଣ୍ଠି ବ୍ୟାୟାମ କରୁଛନ୍ତି । ନିକଟରେ ଏଭଳି ବ୍ୟାୟାମ ପାଇଁ ସେ ଏକ ଓଦା ଟାୱେଲ୍ ଚିପୁଡିଥିଲେ ।
Read More...

ବାତିଲ୍ ହେଲା ମହିଳା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ କାରଣରୁ ୨୦୨୧ ମହିଳା ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟକୁ ବାତିଲ୍ କରିଦିଆଯାଇଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଏହି ନିଷ୍ପତ୍ତି ଗ୍ରହଣ କରିଛି । ଏହାଛଡ଼ା ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍‌-୨୦୨୨ର
Read More...

ବେଆଇନ କରତକଳ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ: ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମେସିନ୍ ଓ କାଠ ଜବତ

ସମ୍ବଲପୁର : ବନ ବିଭାଗର ସକ୍ରିୟତା ଫଳରେ ଆଜି ସ୍ଥାନୀୟ ଫାର୍ମରୋଡ୍ ସ୍ଥିତ ଜଲାରାମ କରତକଳ ଉପରେ ଛାପାମାରି ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାଠ କରତିବା ମେସିନ୍ ଓ ପ୍ରାୟ ୧୦୦ ଘନଫୁଟ କାଠ ଜବତ କରାଯାଇଛି । ଛାପାମାରି ବିଷୟରେ ଆଗରୁ ଖବର ପାଇଯାଇଥିବାରୁ କୌଣସି ବ୍ୟକ୍ତି ଧରାପଡ଼ି
Read More...

ବାରମ୍ବାର ସଚେତନ କଲା ପରେ ମଧ୍ୟ ରହୁନି ସାମାଜିକ ଦୂରତା

କନ୍ଧମାଳ ସାରା ଦେଶରେ କରୋନା ଭୁତାଣୁର ମହା ମୁକାବିଲା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି ହେଲେ ଏମିତି କେତେ ଜାଗାରେ ଦେଖିବାକୁ ମିଳିଛି I କେହି ନ ମାନି ମନମୁଖୀ କାର୍ଯ୍ୟ କରିଚାଲିଛନ୍ତି ଏଭଳି ଦେଖିବାକୁ ମିଳିଛି I ବେଲେଘର ଥାନାର ଓଆଇସି ସୁଶାନ୍ତ ଖମ୍ବାରୀ ଓ
Read More...