Monthly Archives

May 2020

ଗୁଡ୍ ସିଫେଡ୍ ମିଶନ୍ ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ମାଣିକେଶ୍ଵର ଗ୍ରାମ ପଞ୍ଚାୟତରେ ଅସହାୟ ଲୋକଙ୍କୁ ଗୁଡ୍ ସିଫେଡ୍ ମିଶନ୍ ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି ବଣ୍ଟନ କାର୍ଯ୍ୟ କ୍ରମରେ ରାଇକିଆ ଥାନାଧିକାରୀ ଅଲେଖ ଗରଡିଆ ଯୋଗ ଦେଇ କରୋନା ମହାମାରୀ କୁ ମୁକାବିଲା
Read More...

ସ୍ପେଶାଲ ଟ୍ରେନ ସଞ୍ଚାଳନରେ ଆଞ୍ଚଳିକ ବିଷମତାର ଅଭିଯୋଗ

ସମ୍ବଲପୁର:ଆଜିଠାରୁ ସମଗ୍ର ଦେଶରେ ଜନସାଧାରଣଙ୍କ ପାଇଁ ୧୫ ଯୋଡି ସ୍ପେଶାଲ ଟ୍ରେନସେବା ଆରମ୍ଭ ହେଉଛି ଓ ଏଥିରେ ଓଡିଶାକୁ ଏକମାତ୍ର ଟ୍ରେନ ମିଳିଛି ଯାହାକି ଦିଲ୍ଲୀରୁ ଭୁବନେଶ୍ୱର ଆସିବ ଓ ପୁଣି ସେଠାକୁ ଫେରିଯିବ । ଏହାଦ୍ୱାରା ଅନେକ ଲୋକଙ୍କ ନିଜସ୍ୱ ଖର୍ଚ୍ଚରେ ଘରବାହୁଡା ସମ୍ଭବ ହେବ ବୋଲି
Read More...

ଗଜପତି ଏସପିଙ୍କ ନୂତନ ପ୍ରୟାସ : ପଥପ୍ରାନ୍ତ ନାଟକ ଦ୍ୱାରା କରୋନା ସଚେତନତା

ନାଟକ ଦ୍ୱାରା କରୋନାର ଭୟାଭୟତା ନେଇ ନାଟକୀୟ ଢଙ୍ଗିରେ ଲୋକଙ୍କୁ ଗଜପତି ଏସପି ସାରା ଶର୍ମା ସଚେତନ କରିବା ପାଇଁ ବର୍ତ୍ତମାନ ଅନ୍ୟ ଏକ ନୁତନ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ପଥପ୍ରାନ୍ତ ନାଟକ ସାଧାରଣଙ୍କୁ ବେଶ ଆକୃଷ୍ଟ କରିଥିବା ବେଳେ ଗଜପତି ଏସପି ଏହି ପ୍ରୟାସ ନେଇ ପାରଳା ସାଧାରଣଙ୍କ
Read More...

ହାଇଦ୍ରାବାଦରେ ଫସିରହିଛନ୍ତି ବୌଦ୍ଧ ଓ ରେଢାଖୋଲର ଶ୍ରମିକ, ଉଦ୍ଧାର ପାଇଁ ଦାବି

ବୌଦ୍ଧ:ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦର ବଇନପାଲି ଗୌରୀନଗର ଅଞ୍ଚଳକୁ ୟୁନିଭର୍ସାଲ ଟେଣ୍ଟ ହାଉସରେ କାମ କରିବାପାଇଁ ଯାଇଥିବା ବୌଦ୍ଧସହର ଓ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳର ୧୧ଜଣ ଶ୍ରମିକ ଫସିରହିଛନ୍ତି । ଲକଡାଉନ ଯୋଗୁଁ ବସ୍‌୍ ଓ ରେଳସେବା ବନ୍ଦ ରହିଥିବାରୁ ଘରକୁ ଫେରିବାପାଇଁ
Read More...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କରୋନା ଯୋଦ୍ଧାଙ୍କ ସହାୟତା

ବୌଦ୍ଧ: କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟବିଭାଗ କର୍ମଚାରୀମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ । ନିଜ ଜୀବନକୁ ବିପନ୍ନକରି ପରିବାରକୁ ପଛରେ ପକାଇ ସେମାନେ ଦେଉଛନ୍ତି ସେବା । ସେଥିପାଇଁ ସେମାନଙ୍କୁ ସରକାର କରୋନା ଯୋଦ୍ଧାର ଆଖ୍ୟା ଦେଇଛନ୍ତି । ଏଭଳି କ୍ଷେତ୍ରରେ ବୌଦ୍ଧ କରୋନା ଯୋଦ୍ଧାମାନେ
Read More...

ପାରାଦ୍ୱୀପ ୟୁନିଟ୍ ଟ୍ରଷ୍ଟ ପକ୍ଷରୁ ନିରାଶ୍ରୟଙ୍କୁ ସହାୟତା ପ୍ରଦାନ

ପାରାଦ୍ୱୀପ : ପାରାଦ୍ୱୀପ ୟୁନିଟ ଟ୍ରଷ୍ଟ ନିଜକୁ କରୋନା ଯୁଦ୍ଧରେ ସାମିଲ କରିପାରିଛି । କରୋନା ଭୂତାଣୁ ସଂକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟରେ ଆର୍ଥିକ ସଂକଟ ଦେଖାଯାଇଛି । ସେହିପରି କରୋନା ଭାଇରସକୁ ପ୍ରତିହତ କରିବା
Read More...

ନଳକୂଅ ପାଣିରୁ ବାହାରୁଛି ଜିଆ

ବୌଦ୍ଧ: ବୌଦ୍ଧବ୍ଲକ ଅନ୍ତର୍ଗତ ବହିରା ଗ୍ରାମପଞ୍ଚାୟତର ବଡଝାରକଟା ଗ୍ରାମରେ ଥିବା ଏକ ନଳକୂଅରୁ ପାଣି ସଙ୍ଗରେ ଜୀବିତ ଜିଆ ବାହାରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ରୋଷେଇ ଓ ପିଇବାପାଣି ସଂଗ୍ରହକରି ମହିଳାମାନେ ଗରା ଓ ବାଲଟିରେ ଆଣିଥିବା ପାଣିରେ ଜିଆ
Read More...

ଜଗତି ଗ୍ରାମକୁ ୧୩ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କଲେ ଜିଲ୍ଲାପାଳ

ବୌଦ୍ଧ/ଜହ୍ନାପଙ୍କ:ବୌଦ୍ଧଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଜଗତି ସଙ୍ଗରୋଧ କେନ୍ଦ୍ରରେ ୩ଜଣ କରୋନା ପଜିଟିଭ ପରେ ଅଞ୍ଚଳର ଲୋକେ ଆଶଙ୍କାରେ ଥିବାବେଳେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପହଞ୍ଚ ସଙ୍ଗରୋଧ କେନ୍ଦ୍ରର ତଦାରଖ କରିବାସହିତ ଭୟଭୀତ ନହେବାପାଇଁ ଅଞ୍ଚଳବାସୀଙ୍କୁ ପରାମର୍ଶ
Read More...

କରୋନା ନାମରେ ଅନ୍ୟରୋଗୀ ଅବହେଳିତ ଅଭିଯୋଗ

ବୌଦ୍ଧ: ମାର୍ଚ୍ଚ ୨୪ ତାରିଖରୁ କରୋନା ପାଇଁ ଲକଡାଉନ ହୋଇଥିବାରୁ ସାଧାରଣତଃ ବିଭିନ୍ନ ରୋଗରେ ପୀଡିତ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କରୋନା ସଂକ୍ରମଣ ଭୟରେ ଲୋକେ ଡାକ୍ତରଖାନା ନଆସିବାକୁ ପ୍ରଶାସନର ନିଷ୍ପତ୍ତି ଅନେକ ରୋଗୀ ହଇରାଣ ହେଉଛନ୍ତି । ସରକାର ଯଦିଓ
Read More...

କଣ୍ଟେନମେଣ୍ଟ ଜୋନ ଅଂଚଳର ଚାଷୀ ଚିନ୍ତିତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଆଜି ଯାଏ ମିଳିଥିବା ଜିଲ୍ଲାର ସମସ୍ତ 1541ରିପୋର୍ଟ ନିଗେଟିଭ I ଏପରିକି ଲିଖିରିଆ ଠାରେ ଗତ 1ମେରେ ଦୁଇ ଜଣ ଯୁବକଙ୍କ ରିପୋର୍ଟ ପୋଜିଟିଭ ଜଣାଯିବା ପରେ ଗୁଡଭେଲା, ଦେଓଗା ଓ ତୁଷାରା ର କଣ୍ଟେନମେଣ୍ଟ ଜୋନ ଅଂଚଳର 700ରୁ ହସ୍ତଗତ
Read More...