Monthly Archives

May 2020

ସମସ୍ୟା ବଢ଼ାଉଛି କଟକଣା କୋହଳ

ନୂଆଦିଲ୍ଲୀ :କେତେକ ଦେଶ କଠୋର ଲକ୍‌ଡାଉନ୍ କଟକଣା ପ୍ରୟୋଗ କରି କରୋନା ସଂକ୍ରମଣ ସ୍ଥିତିକୁ ବହୁମାତ୍ରାରେ ନିୟନ୍ତ୍ରଣ କରିପାରିଥିବା ବେଳେ ଭାରତରେ କିନ୍ତୁ ସ୍ଥିତି ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ଲକ୍‌ଡାଉନ୍ ନିୟମରେ ପର୍ଯ୍ୟାୟକ୍ରମିକ କୋହଳ ଯୋଗୁଁ
Read More...

ରାସ୍ତା ଓ ରେଳ ଟ୍ରାକ୍‌ରେ ଚାଲିବା ମନା

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକମାନଙ୍କର ପ୍ରତ୍ୟାବର୍ତ୍ତନ ବେଳେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ରେଳ ଟ୍ରାକ୍‌ରେ ଦୁର୍ଘଟଣା ଘଟି ଶ୍ରମିକମାନେ ମୃତାହତ ହେବା ଘଟଣା ବାରମ୍ବାର ଘଟିବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ୍ ଜାରି କରିଛନ୍ତି । ଏହି
Read More...

କାଶ୍ମୀରରେ ଏବେ ଚାଲୁ ହେବନି ୪-ଜି ନେଟ୍‌

ନୂଆଦିଲ୍ଲୀ:ନିକଟ ଭବିଷ୍ୟତରେ ଜମ୍ମୁ-କାଶ୍ମୀରେ ୪-ଜି ଇଣ୍ଟରନେଟ୍ ସେବାର ପୁନଃ ପ୍ରଚଳନ ହେବାର ସମ୍ଭାବନା ବହୁତ କମ । କାରଣ ବର୍ତ୍ତମାନ ପାଇଁ ଏହି ସେବା ପୁନଃ ଆରମ୍ଭ କରିବା ଲାଗି ସୁପ୍ରିମ୍‌କୋର୍ଟ ସୋମବାର ମନା କରିଦେଇଛନ୍ତି । ତେବେ ଭାରସାମ୍ୟ ରକ୍ଷା କରି ଏହାକୁ କିପରି ପୁଣି
Read More...

ଭୁବନେଶ୍ୱର ବିମାନବନ୍ଦର ‘ନନ୍‌ଟଚ୍‌’ ହେବା ନେଇ ନିଷ୍ପତ୍ତି

ଭୁବନେଶ୍ୱର : ସମଗ୍ର ବିଶ୍ୱରେ କରୋନାର କରାଳ ରୂପ ଉଗ୍ର ହେଉଥିବା ବେଳେ ଦେଶରେ ତଥା ଆମ ରାଜ୍ୟରେ ଏହା ଏକ ସନ୍ଦିକ୍ଷଣରେ ପହଞ୍ଚିଛି । କରୋନା ପଜିଟିଭରେ ଆମ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓଡିଶା ହଟସ୍ପଟ୍ ହେବାର ଆଶଙ୍କା ବ୍ୟକ୍ତ କରିଥିବା ବେଳେ କରୋନା ଏବେ ଓଡିଶାରେ ଲମ୍ବା ଡିଆଁ
Read More...

ଭୁବନେଶ୍ୱର ଏମ୍ସର ୪ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ପଠାଗଲା

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସର ଚାରିଜଣ ଡାକ୍ତର ତଥା କରୋନା ଯୋଦ୍ଧାଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ ପଠାଯାଇଛି । ଡାକ୍ତରଙ୍କ ସହିତ ଦୁଇ ଆଟେଣ୍ଡେଣ୍ଟଙ୍କୁ ମଧ୍ୟ କ୍ୱାରେଣ୍ଟାଇନ ନିର୍ଦ୍ଦେଶ ଦିଆଯାଇଛି । ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କ ଏହି କରୋନା ଯୋଦ୍ଧାମାନେ ଚିକିତ୍ସା
Read More...

୨୦ଦିନରେ ଦେଖା ସରିବ ମାଟ୍ରିକ ଖାତା, ଜୁଲାଇ ଶେଷ ସୁଦ୍ଧା ଫଳ

ଭୁବନେଶ୍ୱର : ଆସନ୍ତା ମଇ ୨୦ ତାରିଖଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏବଂ ୨୦ ଦିନ ମଧ୍ୟରେ ମାଟ୍ରିକ ଖାତା ମୂଲ୍ୟାୟନ ଶେଷ କରାଯାଇ ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି ସୂଚନା ଦେଇଛନ୍ତି । ମାଧ୍ୟମିକ ଶିକ୍ଷା
Read More...

ରେଲୱେ ଟିକେଟ ପାଇଁ ବୁକିଂ ଆରମ୍ଭ ହେଲା

ଭୁବନେଶ୍ୱର : ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟଙ୍କ ନିଷ୍ପତ୍ତି ଅନୁଯାୟୀ ଆଜି ଅପରାହ୍ନ ୪ଟାରୁ ଆଇଆର୍‌ସିଟିସି ସାଇଟ୍‌ରେ ଅନଲାଇନ ରେଳ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ଏହି ସମୟରେ ପୂର୍ବ ପ୍ରଚଳିତ କୌଣସି ରେଳ ଷ୍ଟେସନରେ କାଉଣ୍ଟର ଖୋଲା ରହିବ ନାହିଁ । ଯେଉଁ ଯାତ୍ରୀମାନେ ରେଳ ଯାତ୍ରା
Read More...

ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ଏଆଇଟିୟୁସି (ବୌଦ୍ଧ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ…

ବୌଦ୍ଧ: ଆଜି ଏଆଇଟିୟୁସି ବୌଦ୍ଧ ଜିଲ୍ଲା କମିଟି ପକ୍ଷରୁ ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ଜିଲ୍ଲା ସଭାପତି ସୁଧାଂଶୁ ପ୍ରଧାନ, ସଂପାଦକ ଅବକାଶ ସାହୁ, ମା ଭୈରବୀ ବସକର୍ମଚାରୀ ସଂଘ ପକ୍ଷରୁ ସାଧାରଣ ସଂପାଦକ ଦିଲ୍ଲିପ କୁମାର ସାହୁ, ପ୍ରଫୁଲ୍ଲ ନାଏକ, ପ୍ରଦୀପ କୁମାର ସାହୁ, ଅରକ୍ଷିତ
Read More...

କରୋନା ସଂକଟରେ ଅଭିନବ ବାହାଘର : ଭିଡିଓ କଲ ଜରିଆରେ ହେଲା କନ୍ୟାଦାନ

ସମ୍ବଲପୁର: କରୋନା ସଂକଟ କାଳରେ ସାମାଜିକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି ଓ ଲୋକେ ସମୟାନୁସାରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେଉଛନ୍ତି । ଏପରି ଏକ ବିଚିତ୍ର ବାହାଘର ସ୍ଥାନୀୟ ମୁଦିପଡାରେ ଲକଡାଉନର ସମସ୍ତ କଟକଣା ଓ ସାମାଜିକ ଦୂରତା ନିୟମକୁ ଅକ୍ଷରେ ଅକ୍ଷରେ ପାଳନ
Read More...

ଲକଡାଉନ କୁ ଫୁ ; ରାସ୍ତାଘାଟରେ ଭିଡ଼

ସମ୍ବଲପୁର : କରୋନା କୁ ନେଇ ଆଗାମୀ ଦିନର ଭୟାବହତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବାରେ ସରକାର ବିଫଳ ରହିଛନ୍ତି, ଏଣୁ ରାସ୍ତାଘାଟ ଓ ଦୈନନ୍ଦିନ ବଜାରରେ ଭିଡ ବଢିଚାଲିଛି । ଏହିପରି କିଛି ଦୃଶ୍ୟ ଲକଡାଉନର ତୃତୀୟ ପର୍ଯ୍ୟାୟର ଆଜି ଏଠାରେ ଦେଖିବାକୁ ମିଳିଛି । ଗତକାଲି ରବିବାର ଯୋଗୁଁ
Read More...