Monthly Archives

May 2020

କ୍ୱାରେଣ୍ଟାଇନ ଅବଧି ବଢ଼ାଇପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ପ୍ରବାସୀ ଓଡିଆମାନଙ୍କ ଆଗମନ ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ କ୍ଷେତ୍ରରେ ପଜିଟିଭ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଥିବା ବେଳେ ୧୪ ଦିନର କ୍ୱାରେଣ୍ଟାଇନ ଯଥେଷ୍ଟ ନୁହେଁ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ
Read More...

ହାଇକୋର୍ଟ ନିର୍ଦ୍ଦେଶ : ପ୍ରଥମ ସ୍ୱାସ୍ଥ୍ୟ ପରୀକ୍ଷା ତା’ପରେ କ୍ୱାରେଣ୍ଟାଇନ

ଭୁବନେଶ୍ୱର : ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କ ଉପରେ ଗୁରୁବାର ଓଡିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏକ ଜନସ୍ୱାର୍ଥ ମାମଲାର ବିଚାର କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଓଡିଶା ଫେରିବା ପୂର୍ବରୁ ପ୍ରବାସୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପ୍ରଥମ ଜରୁରୀ
Read More...

ରବି ଫସଲ ପଞ୍ଜିକରଣ ସମୟସୀମା ଜୁଲାଇ ୩୦କୁ ବୃଦ୍ଧି

ଭୁବନେଶ୍ୱର : ରବି ୨୦୧୯-୨୦ ବର୍ଷରେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀମାନଙ୍କଠାରୁ ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଉଛି । ଏଥି ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣର ସମୟସୀମାକୁ ଜୁଲାଇ ୩୦କୁ ବୃଦ୍ଧି କରାଯାଇଛି । କରୋନା ଭୂତାଣୁ ସଂକ୍ରମଣ
Read More...

ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ଦ୍ବାରା କରୋନା ସଚେତନତା ଗାଡି ଓ ହେଲପଲାଇନ ନମ୍ବର ଜାରି

ବଲାଙ୍ଗୀର ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ତରଫରୁ ଆଜି ସଚେତନତା ଗାଡିକୁ ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଶ୍ୟାମସୁନ୍ଦର ଦାଶ ଶୁଭାରମ୍ଭ କରିଛନ୍ତି I ଗାଡି କରୋନା ସଂପର୍କରେ ସଚେତନ ବାର୍ତ୍ତା ସହ ମାକ୍ସ, ପ୍ରଚାର ପତ୍ର ବଂଟନ କରିବ I ସେହିପରି ହେଲପ ଲାଇନ୍ ନମ୍ବର 98619
Read More...

ଲକ୍‌ଡାଉନରେ ଗରିବଙ୍କୁ ରନ୍ଧାଖାଦ୍ୟ ଯୋଗାଇଲେ ଡିଆରଡିଓ କର୍ମଚାରୀ

ଭୁବନେଶ୍ୱର : ବିଶ୍ୱରେ କରୋନା ମହାମାରୀ ସାଧାରଣ ଗରିବଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏହି ସମୟ ପଥଚାରୀ ଗରିବମାନେ ତାଲାବନ୍ଦୀ ଯୋଗୁଁ ଅକଥନୀୟ ଦୁଃଖ ଭୋଗୁଛନ୍ତି । ଏହାକୁ ହୃଦୟଙ୍ଗମ କରି ଡିଆରଡିଓ ସେନା କର୍ମଚାରୀମାନେ ନିଜ ଉଦ୍ୟମରେ ଅର୍ଥ ସଂଗ୍ରହ କରି ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇ
Read More...

ଶ୍ରୀଶ୍ରୀ ନିଗମାନନ୍ଦ ବିଭାଗୀୟ ଆଶ୍ରମକୁ ଅଣଦେଖା କରୁଛି ପ୍ରତ୍ନତତ୍ତ୍ୱ ବିଭାଗ

ଭୁବନେଶ୍ୱର : ଫନିକୁ ବର୍ଷଟିଏ ପୂରଣ ହେଲାଣି । ଫନିର ଉଜୁଡ଼ା କ୍ଷୟକ୍ଷତିକୁ ରାଜ୍ୟ ସରକାର ଭରଣା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ପୀଠର ବିକାଶ ପାଇଁ ସରକାର ସାହାଯ୍ୟର ହାତ ବଢ଼ାଇଲେ । ହେଲେ ଏହା ପାଖକୁ ଲାଗି ରହିଥିବା ମାଉସୀମା' ମନ୍ଦିର
Read More...

ଆଇପିଏଲ୍ ହେବା ନେଇ ମନରେବି ଚିନ୍ତା କରନ୍ତୁ ନାହିଁ: ସାମି

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣ ହେବ, ନହେବ ଏଭଳି ଦ୍ୱନ୍ଦ୍ୱରେ ଖେଳାଳି, ଆୟୋଜକ, କ୍ରୀଡ଼ାପ୍ରେମୀ ରହିଛନ୍ତି । କିନ୍ତୁ ଆଜି ଭାରତୀୟ ପେସର ମହମ୍ମଦ ସାମି ଯିଏକି ପଞ୍ଜାବ ଏକାଦଶ ପାଇଁ ଖେଳିବା ପାଇଁ ୪.୮ କୋଟିରେ କ୍ରୟ ହୋଇଛନ୍ତି
Read More...

ନଗର ଭିତରେ ପଶିଲା ମହାରାଷ୍ଟ୍ର ଟ୍ରକ : ଲୋକଙ୍କ ମନରେ ଛନକା

ସମ୍ବଲପୁର: ଗତକାଲି ସନ୍ଧ୍ୟାରେ ଏକ ଟ୍ରକ ଦୁର୍ଘଟଣା ଘଟାଇବା ପରେ ହଠାତ୍ ଆସି ସ୍ଥାନୀୟ ଡିଆଇଜି ଅଫିସର ସାମନା ଠିଆ ହୋଇଥିଲା । ଏହାର ନମ୍ବରପ୍ଲେଟ, ଏମ୍‌ଏଚ୍ ୧୫ ଜିଭି ୫୨୫୫, ଯାହାକି ବର୍ତ୍ତମାନ କରୋନା ହଟସ୍ପଟ ରୂପେ ଚର୍ଚ୍ଚିତ ମହାରାଷ୍ଟ୍ରର ହୋଇଥିବାରୁ ସ୍ଥାନୀୟ ଜନସାଧାରଣ ଆତଙ୍କିତ ହୋଇ
Read More...

ଗ୍ୟାସ୍ ଟାଙ୍କି ଲିକ୍ ହୋଇ ୨ ମୃତ

ରାଉରକେଲା : ସେକ୍ଟର-୭ ଥାନା ଅନ୍ତର୍ଗତ କବିସମ୍ରାଟ୍ ପାଲିରେ ଏକ ଅଘଟଣ ଘଟିଯାଇଛି । ଗ୍ୟାସ୍ ଟାଙ୍କି ଲିକ୍ ହୋଇ ଗୋଟିଏ ପରିବାରର ୨ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ସୋମବାର ଦିନ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହେବା ଫଳରେ ଏଥିରେ ନିଆଁ ଲାଗି ବାପା, ମା ଓ ପୁଅ ଗୁରୁତର ହୋଇଥିଲେ ।
Read More...

ପ୍ରସୂତୀ ମହିଳାଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ : ହାତ ଭିତରେ ରହିଗଲା ସାଲାଇନ୍ ଛୁଞ୍ଚି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଅଭିଯୋଗ । ପ୍ରସୂତୀ ମହିଳାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପ୍ରସୂତୀ ମହିଳାଙ୍କ ସ୍ବାମୀ । ସୂଚନା ପ୍ରକାରେ ଗତ ୫ତାରିଖ ଦିନ ଦାରିଙ୍ଗିବାଡ଼ି ନିଳକନ୍ଦର ସାହିର ସରୋଜ କୁମାର
Read More...