Monthly Archives

May 2020

ଚାପ ସମ୍ଭାଳିବାରେ ରୋହିତ ଓସ୍ତାଦ: ଲକ୍ଷ୍ମଣ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟରେ ବର୍ତ୍ତମାନ ସମୟରେ ରୋହିତ ଶର୍ମା ଜଣେ ଅନ୍ୟତମ ସବୁଠୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ । ଚାପ ମୂଳକ ସ୍ଥିତିରେ ଖେଳକୁ କିପରି ସାମ୍ନା କରାଯାଇପାରିବ ସେ କୌଶଳ ତାଙ୍କୁ ଭଲ ଭାବରେ ଜଣା । ତାଙ୍କର ଏହି କ୍ଷମତା ଓ ଦକ୍ଷତା ତାଙ୍କୁ ଜଣେ ସଫଳ କ୍ରିକେଟର ଓ
Read More...

ଟେଷ୍ଟ ପ୍ରତ୍ୟାବର୍ତ୍ତନ ମୋ ପାଇଁ ଏତେ ସହଜ ନୁହେଁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସୁଇଂ ଭେଟେରାନ୍ ଭୁବନେଶ୍ୱର କୁମାର ଏବେ ଟେଷ୍ଟ ପ୍ରତ୍ୟାବର୍ତ୍ତନ ପାଇଁ ଖୁବ୍ ବ୍ୟାକୁଳ । ତେବେ ଏହା ତାଙ୍କ ପାଇଁ ଏତେ ସହଜ ହେବନାହିଁ ବୋଲି ସେ ନିଜେ ସ୍ୱୀକାର କରିଛନ୍ତି । ମିରଟର ଏହି ଯୁବ ବୋଲର ଶେଷଥର ପାଇଁ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷ
Read More...

ବିଶ୍ୱକପ୍ ୨୦୧୧ କଥା ମନେ ପକାଇଲେ ସାଙ୍ଗାକାରା

କଲମ୍ବୋ, : ଏବେ ଲକ୍‌ଡାଉନ୍ ସମୟରେ ଶ୍ରୀଲଙ୍କାର ପୂର୍ବତନ ସ୍କିପର କୁମାର ସାଙ୍ଗାକାରା ପୁରୁଣା କଥା ମନେ ପକାଉଛନ୍ତି । ଯେକୌଣସି ସୋଶିଆଲ୍ ମିଡ଼ିଆ କିମ୍ବା ୱେବ୍ ସାକ୍ଷାତକାର ଅବସରରେ ସେ ବିଗତ ଦିନର କେତେକ କୌତୁହଳପ୍ରଦ ଓ ରୋମାଞ୍ଚକର ଘଟଣା ସମ୍ପର୍କରେ ଏଭଳି ତଥ୍ୟ ରଖୁଛନ୍ତି, ଯାହା ବେଶ୍
Read More...

ସାମାଜିକ ସଂଗଠନ ସମର୍ପିତ ଓଡିଶା ର କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କରୋନା…

ଆଜି ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ଠାରେ ସାମାଜିକ ସଂଗଠନ ସମର୍ପିତ ଓଡିଶା ଓ କମିଶନରେଟ ପୋଲିସ ପକ୍ଷରୁ ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ଉକ୍ତ ଶିବିର ରୁ ରକ୍ତ ସଂଗୃହୀତ
Read More...

ସମ୍ବଲପୁରରେ ଆଜି ଆଉ ଜଣେ କରୋନା ରୋଗୀ ଚିହ୍ନଟ

ସମ୍ବଲପୁର:ଆଜି ଏକ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ସହିତ ସମ୍ବଲପୁର ଜିଲ୍ଲାର ସଂଖ୍ୟା ୮ରେ ପହଞ୍ଚିଲା । ଇତିମଧ୍ୟରେ ଜଣେ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଜିଲ୍ଲାରେ ସକ୍ରିୟ ପଜିଟିଭଙ୍କ ସଂଖ୍ୟା ୭ ରହିଛି । ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ଜଣେ ୨୦
Read More...

ଏଏନଏମଙ୍କ ଅସ୍ୱାଭାବିକ ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ କବରାପାଲି ସବସେଣ୍ଟର ଏଏନଏମ ଜ୍ୟୋସ୍ନା ମହନ୍ତ (୫୫) ଙ୍କ ଗତକାଲି ତାଙ୍କ ବାସଭବନରେ ମୃତ୍ୟୁ ଘଟିଛି । ସକାଳୁ ଘରର ବାହାର ଲାଇଟ ଜଳୁଥିବା ଓ ଘରକବାଟ ଅନେକ ବେଳ ଯାଏଁ ନଖୋଲିବାରୁ ଆଖପାଖ ପଡୋଶୀ ଶଙ୍କିତ ହୋଇ ତାଙ୍କୁ ଡାକିଥିଲେ । ଏହାର କୌଣସି
Read More...

ପଶ୍ଚିମ ଓଡିଶାରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ୱିଶତକ ପାରହେଲା : ପ୍ରଥମ ଶତକ ପାଇଁ ୫୦ଦିନ ହେଲେ ଦ୍ୱିତୀୟ ଶତକ ପାଇଁ…

ସମ୍ବଲପୁର: ସମଗ୍ର ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପଶ୍ଚିମ ଓଡିଶାର ସ୍ଥିତି ଭଲ ଅଛି ହେଲେ ଏଠାରେ କରୋନା ମାତ୍ର ୫୫ ଦିନରେ ଦ୍ୱିଶତକ ପାର୍‌କରିଛି । ଏହାଠାରୁ ବଡ ଚିନ୍ତାର ବିଷୟ ହେଉଛି ଏଠାରେ ଆରୋଗ୍ୟ ହାର ଯଥେଷ୍ଟ କମ୍ ରହିଛି । ଗତକାଲି ସନ୍ଧ୍ୟା ସୁଦ୍ଧା ସଂପୂର୍ଣ୍ଣ ପଶ୍ଚିମାଞ୍ଚଳରେ
Read More...

ଧାନ ବିହନ ଚଢାଦରରେ ବିକ୍ରି ହେଉଥିବା ବେଳେ ବିଭାଗ କର୍ତ୍ତୃପକ୍ଷ ନିଦାଵିଷ୍ଣୁ ପାଲଟିଛି

ଗଜପତି ଜିଲ୍ଲାରେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ରିହାତି ଦରରେ ଧାନବିହନ ଡିଲର ସମବାୟ ସମିତି ଜରିଆରେ ବିକ୍ରି କରାଯାଉଛି।ସରକାର ଚାଷୀଙ୍କ ସକାଶେ ବିଭିନ୍ନ କିସମର ବିହନ ଯୋଗାଉ ଥିବା ବେଳେ ଚାଷୀ ସରକାରଙ୍କ ଧାର୍ଯ୍ୟ ଦର ଠାରୁ ବସ୍ତା ପିଛା10 ରୁ 20 ଟଙ୍କା ଅଧିକା ନେଉଥିବା ଅଭିଯୋଗ ହେଉଛି
Read More...

ପଥପ୍ରାନ୍ତ ନାଟକ ଜରିଆରେ ସାଇବର କ୍ରାଇମ ଉପରେ ସଚେତନତା କରାଇଲା ଗଜପତି ପୋଲିସ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜ ନହର ସମ୍ମୁଖରେ ଏକ ପଥପ୍ରାନ୍ତ ସଚେତନତା ନାଟକ ସାଇବର ଅପରାଧ ଉପରେ କରାଯାଇଥିଲା।ଏହି ସଚେତନତା କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ପ୍ରତକ୍ଷ ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ଦିନକୁ ଦିନ ସାଇବର ଅପରାଧ
Read More...

ଜୀବିତଙ୍କୁ ସରକାରୀ ନଥିପତ୍ରରେ ମୃତ ଦର୍ଶାଯାଇଥିବା ଅଭିଯୋଗ

ବୌଦ୍ଧ:ସରକାରଙ୍କ ବିଭିନ୍ନ ଯୋଜନାର କିଭଳି ରୂପାୟନ କରାଯାଉଛି ତାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲାରେ । କାଳିଆ ଯୋଜନାର ହିତାଧିକାରୀ ତାଲିକାରୁ ବଞ୍ଚିତ ହୋଇଥିବା କଣ୍ଟାମାଳ ବ୍ଲକ ବିଳାସପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାକ୍ଷସକୁଟି ଗ୍ରାମର କଳାବତୀ ସନ୍ୟାସୀ ଜୀବିତ ଥିବା
Read More...