Monthly Archives

May 2020

ଘୋଡାଗାଡି ଶିବ ମନ୍ଦିରର ଦଧିନଉତି ଉଡିଗଲା, ଭକ୍ତଙ୍କ ମନରେ ନାନାଦି ଆଶଙ୍କା

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ କନ୍ଧପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୋଡାଗାଡି ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ମନ୍ଦିରର ଦଧିନଉତି ଗତକାଲି ରାତି ଘ.୧୧.୪୦ ମି.ରେ ହୋଇଥିବା ଝଡବାତ୍ୟାରେ ଉଡିଯାଇଛି । ବାତ୍ୟାର ତୀବ୍ରତା ଏତେ ଥିଲା ଯେ ମନ୍ଦିର ଚୂଡାରେ ଥିବା କଳସ,
Read More...

ଜଗତସିଂହପୁର ଜିଲ୍ଲାକୁ ଛୁଇଁଲା କରୋନା, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଲା

ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୪ଜଣ ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ ଜଣେ କେନ୍ଦ୍ରାପଡା ଜିଲ୍ଲାର । ଏହା ଜଗତସିଂହପୁର ଜିଲ୍ଲାରେ ପ୍ରଥମ ଘଟଣା । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।
Read More...

ସେନାକୁ ବଡ଼ ସଫଳତା: କୁଖ୍ୟାତ ସନ୍ତ୍ରାସବାଦୀ ନାଇକୁ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ସନ୍ତ୍ରାସବାଦ ବିରୋଧୀ ଲଢ଼େଇରେ ସେନାକୁ ଏକ ବଡ଼ ସଫଳତା ମିଳିଛି । ଆଜି ହୋଇଥିବା ଏନ୍‌କାଉଣ୍ଟରରେ ହିଜବୁଲ୍ ମୁଜାହିଦ୍ଦିନ୍ ସନ୍ତ୍ରାସବାଦୀ ଗୋଷ୍ଠୀର କୁଖ୍ୟାତ ଆତଙ୍କବାଦୀ ତଥା ଜଣେ ଅତି ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରିଆଜ୍ ନାଇକୁ ନିହତ ହୋଇଛି । ତା'ସହିତ ତା'ର ଆଉ
Read More...

ଏକ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଫେରିଲେ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଭାଗରେ ଲକ୍‌ଡାଉନ୍ ଯୋଗୁଁ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ନିଜ ଅଞ୍ଚଳକୁ ନେବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିଛନ୍ତି । ଏହି ସ୍ୱତନ୍ତ୍ର ଟ୍ରେନ୍ ଇତିମଧ୍ୟରେ ଚଳାଚଳ ଆରମ୍ଭ କରିଛି ଏବଂ ଶ୍ରମିକମାନେ ନିଜ ରାଜ୍ୟକୁ
Read More...

କେରାଣ୍ଡି ପଞ୍ଚାୟତରେ ହିତାଧିକାରୀଙ୍କୁ 3 ମାସର ଚାଉଳ ବଣ୍ଟନ

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ର କେରାଣ୍ଡି ପଞ୍ଚାୟତ ରେ ହିତାଧିକାରୀ ମାନଙ୍କୁ 3 ମାସର ଚାଉଳ ବଣ୍ଟନ କରାଯାଇଛି ଏବଂ ତା ସାଙ୍ଗକୁ 1000 ଟଙ୍କା ମଧ୍ୟ ପ୍ରଦାନ କରାଯାଇ ଥିବା ର ଜଣାପଡିଛି।ହିତାଧିକାରୀ ମାନେ ସାମାଜିକ ଦୂରତା ରକ୍ଷା କରି ଯୋଗାଣ ସହାୟକ,ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ
Read More...

ପଶ୍ଚିମଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାଷ ଚୌହାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର : ପଶ୍ଚିମଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା ସୁବାଷ ଚୌହାନ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି । ଏଣୁ ତାଙ୍କୁ ଗତକାଲି ମଧ୍ୟରାତ୍ରରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ
Read More...

ଯାଜପୁରରୁ ପୁଣି ପଜିଟିଭ୍ : ୧୩ଟି ଗାଁ କଣ୍ଟେନମେଣ୍ଟ ଜୋନରେ ରହିଲା

ଭୁବନେଶ୍ୱର : ପୁଣି ଯାଜପୁରରୁ କୋରନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏହାର ୧୩ଟି ଗାଁକୁ ୧୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଏହି ଜିଲ୍ଲାର ରସୁଲପୁର ବ୍ଲକର ୧୩ଟି ଗାଁକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଥିବାରୁ କୋଭିଡ-୧୯ର ଲକଡାଉନ ନିୟମକୁ ଅତ୍ୟନ୍ତ
Read More...

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା : ରିସ୍କ ନେବାକୁ କେହି ରାଜି ନୁହଁନ୍ତି

ଭୁବନେଶ୍ୱର : ଅକ୍ଷୟ ତୃତୀୟଠାରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ତେବେ ଆଜି ମଧ୍ୟ ନୃସିଂହ ଚତୁର୍ଦ୍ଦଶୀରେ ରଥ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଇତି ମଧ୍ୟରେ ଦୁଇଥର ପରିଚାଳନା କମିଟି ବସିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଶ୍ରୀମନ୍ଦିର ପ୍ରଶାସନ,
Read More...

ଜୁଲାଇ ୨୪ରୁ ଯୁକ୍ତତିନି ଫାଇନାଲ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର : ବିଶ୍ୱ କରୋନା ମହାମାରୀ ପାଇଁ ହଲଚଲ ହୋଇଯାଇଥିବା ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ନେଇଛି । ଏହି କ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ସମସ୍ତ ଦ୍ୱନ୍ଦ୍ୱ ଦୂର କରି ଛାତ୍ରଛାତ୍ରୀମାନଙ୍କୁ ନୂଆ ବାର୍ତ୍ତା ଦେଇଛନ୍ତି
Read More...

ଡ୍ରାଇଭର ସାଜିଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ

ବୌଦ୍ଧ : ତେଲେଙ୍ଗାନା ରାଜ୍ୟ ସିକନ୍ଦରାବାଦରୁ ବୌଦ୍ଧକୁ ଫେରୁଥିବା ୧୨ଜଣ ଶ୍ରମିକଙ୍କୁ ବରଗଡ ଜିଲ୍ଲା ସୋହେଲା ଲୁହୁରାଚଟି ଆନ୍ତଃରାଜ୍ୟ ସୀମାରୁ ଉଦ୍ଧାର କରି ମନ୍ତ୍ରୀ ସୁଶାନ୍ତି ସିଂ ନିଜେ ଗାଡି ଚଳାଇ ବୌଦ୍ଧରେ ଛାଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ସାଜିଛି । ମିଳିଥିବା ସୂଚନା ଅନୁଯାୟୀ
Read More...