Monthly Archives

May 2020

ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ହେଲାଣି 50ହଜାର ନିକଟତର

ନୂଆଦିଲ୍ଲୀ : ମଇ ମାସ ଆରମ୍ଭ ହେଉଣୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଦ୍ରୁତଗତିରେ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ସକାଳେ ଜାରି କରାଯାଇଥିବା ରିପୋର୍ଟ ମୁତାବକ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୫୦ହଜାରରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ସଂକ୍ରମିତଙ୍କ
Read More...

ପାରଳା ପୋଲିସ ପକ୍ଷରୁ କୋରନାକୁ ନେଇ ସଚେତନତା ଓ ମାସ୍କ ବଣ୍ଟନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଜାର ଛକ ନିକଟରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସହରର ଜନସାଧାରଣ ମାନଙ୍କୁ ସଚେତନତା କରିବା ସହ ମାସ୍କ ବଣ୍ଟନ କରିଛନ୍ତି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ଲୋକଙ୍କୁ ମାସ୍କ ପିନ୍ଧାଇ
Read More...

ପାରଳାଖେମୁଣ୍ଡି ପୋଲିସକୁ ବନ୍ଦାପନା ଓ ସ୍ୱାଗତ ସମ୍ବର୍ଦ୍ଧନା କଲେ ଜନସାଧାରଣ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲା ପୋଲିସ ସହରରେ ପେଟ୍ରୋଲିଙ୍ଗ ସମୟରେ ସହରବାସୀ ପୋଲିସ କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ବନ୍ଦାପନା କରିଥିଲେ।କୋର ନା ଯୋଗୁଁ ପୋଲିସ ଦିନରାତି ଜନସାଧାରଣ ଙ୍କୁ ସୁରକ୍ଷା ଓ ସଚେତନତା କରୁଥିବାରୁ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ
Read More...

ବୌଦ୍ଧ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ

ବୌଦ୍ଧ : ଗତ ରାତି ପ୍ରାୟ ୧୧ ଘଣ୍ଟା ସମୟରେ କାଳବୈଶାଖୀ ଯୋଗୁଁ ପ୍ରବଳ ଝଡ ତୋଫାନ ହୋଇଥିବାରୁ ବୌଦ୍ଧ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଚାଳଛପର ଉଡିଯିବା ସହିତ ଟାଇଲ ଓ ଆଜବେଷ୍ଟସମାନ ଭାଙ୍ଗିଯାଇଛି । ଅନେକ ସ୍ଥାନରେ ବଡବଜ ଗଛ ମାନ ଉପୁଡି ପଡିବା ଓ ଡାଳ ଛିଣ୍ଡି ଯାଇଥିବା
Read More...

ଭାରସାମ୍ୟ ହରାଇ ଗଛକୁ ପିଟିଲା ମିନି କଣ୍ଟେନର : ଡ୍ରାଇଭର ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ପନ୍ଦରମାଇଲ୍ ନିକଟରେ ମିନି କଣ୍ଟେନର ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ବ୍ରହ୍ମପୁର ରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ପନ୍ଦର ମାଇଲ୍ ନିକଟରେ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇଛି
Read More...

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ଛୁଇଁଲା, ପଜିଟିଭ୍ ସଂଖ୍ୟା ୧୭୭ ହେଲା

ଭୁବନେଶ୍ୱର : ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଆଜି ୨କୁ ଛୁଇଁଛି । ଆଜି ଭୁବନେଶ୍ୱର ମଧୁସୂଦନନଗର ଅଂଚଳର ଆକ୍ରାନ୍ତ(୭୭)ଙ୍କ ମୃତ୍ୟୁ ଘଟିଛି । ପୂର୍ବରୁ ମଧ୍ୟ ଭୁବନେଶ୍ୱରର ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଆଜି ମୃତ୍ୟୁବରଣ କରିଥିବା ପଜିଟିଭ୍ ବ୍ୟକ୍ତିଜଣକ କିମ୍ସରେ ଚିକିତ୍ସିତ
Read More...

ଆମ୍ବୁଲାନ୍ସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବୌଦ୍ଧ : ଗତ ରାତିରେ ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ମାର୍ଦ୍ଦିଙ୍ଗ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡର ଡ୍ରେନ୍ ମଧ୍ୟକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଓଡି-୩୩ କ୍ୟୁ ୭୨୭୭ ନମ୍ବରର ଏହି ଘରୋଇ ଆମ୍ବୁଲାନ୍ସଟି ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳର ଜଣେ ରୋଗୀଙ୍କୁ ଛାଡି
Read More...

ଗ୍ରାଉଣ୍ଡରେ ବରିଷ୍ଠ ପଦାଧିକାରୀ, ରିପୋର୍ଟକୁ ଅପେକ୍ଷା

ବଲାଙ୍ଗୀର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ବରିଷ୍ଠ ଅଧିକାରୀଙ୍କ ଟିମ୍ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରିଛନ୍ତି I 2 ଯୁବକ ସଂକ୍ରମଣ ପରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି I ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ନାହିଁ ତଥାପି ଅଧିକାରୀଙ୍କୁ ସତର୍କ
Read More...

ସଂକ୍ରମଣ ବଢ଼ୁଥିବା ବେଳେ କେନ୍ଦ୍ରର ଅଜବ ନିଷ୍ପତ୍ତି: ବିଦେଶରୁ ଆସିବେ ୧୫ ହଜାର ଭାରତୀୟ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣର ପ୍ରକୋପ ଉଗ୍ରରୂପ ନେଉଥିବା ବେଳେ କେନ୍ଦ୍ର ସରକାର ବିଦେଶରେ ଥିବା ଭାରତୀୟମାନଙ୍କୁ ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି । ୬୪ଟି ବିମାନ ଯୋଗେ ବିଦେଶରୁ ୧୪,୮୦୦ ଭାରତୀୟଙ୍କୁ ଫେରାଇ ଅଣାଯିବ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ କେତେକ ମହଲରେ
Read More...

ହେଲ୍ପ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଚେତନତା

ଗଜପତି ଜିଲ୍ଲାର ହେଲ୍ପ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ସଂପାଦକ ଲିଙ୍ଗରାଜ ପାଣିଗ୍ରାହୀ କୋରନାକୁ ନେଇ ଲୋକଙ୍କୁ ସଚେତନତା କରାଉଛନ୍ତି।ସାମାଜିକ ଦୂରତା ରକ୍ଷା କରିବା ମାସ୍କ ପିନ୍ଧିବା, ବାରମ୍ବାର ସାବୁନ ବା ସାନିଟାଇଜରରେ ହାତ ଧୋଇବାକୁ କହୁଛନ୍ତି।ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ୱୟଂ
Read More...