Monthly Archives

May 2020

ରାଜ୍ୟର ପ୍ରଥମ ବସ୍‌ଭାବେ ବୌଦ୍ଧ ଆସିଥିଲା ମିନାର ବସ୍‌‌

ବୌଦ୍ଧ:ରାଜ୍ୟସରକାରଙ୍କ ପରିବହନ ବିଭାଗ ଓ ରାଜ୍ୟବସ୍ ମାଲିକ ସଂଘର ବୁଝାମଣା ପରେ ଗୁରୁବାର ସକାଳୁ କିଛି ଘରୋଇ ବସ୍ ସେମାନଙ୍କର ରୁଟ୍‌ରେ ଯାତ୍ରା ଆରମ୍ଭ କରିଥିଲେ । କାଲି ସକାଳୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ପ୍ରଥମ ବସ୍ ଭାବରେ ମିନାର ବୌଦ୍ଧ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।
Read More...

ବୌଦ୍ଧରେ କୁଆପଥର ବର୍ଷା, ବ୍ୟାପକ କ୍ଷୟକ୍ଷତି

ବୌଦ୍ଧ : ଆଜି ସଂଧ୍ୟା ପ୍ରାୟ ୬ଘଣ୍ଟା ସମୟରେ ବୌଦ୍ଧ ବ୍ଲକ ଅଂଚଳରେ କୁଆପଥର ବୃଷ୍ଟି ଓ ଜୋରରେ ପବନ ବହିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଅନେକ ସ୍ଥାନରେ ବଡବଡ ଆକାରର କୁଆପଥ ପଡିବା ଯୋଗୁଁ ଆଜବେଷ୍ଟସ, ଟାଇଲ ଓ ଖପର ଛାତ ଗୁଡିକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା
Read More...

ଦୁଇଟି ପୃଥକ୍ ଦୁର୍ଘଟଣାରେ ୨ଗୁରୁତର

ବୌଦ୍ଧ : ଆଜି ସଂଧ୍ୟାରେ ଜାତୀୟ ରାଜପଥ ନଂ-୫୭ର ସାହାଜପାଲ ଓ ତେଲିବନ୍ଧ ଛକଠାରେ ଦୁଇଟି ପୃଥକ୍ ଦୁର୍ଘଟଣା ଘଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟ ଦୁର୍ଘଟଣା ଘଟାଇଥିବା ଗାଡି ଦୁଇଟି ମଧ୍ୟ ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିିଛି । ମିଳିଥିବା ସୂଚନା ଅନୁସାରେ ସଂଧ୍ୟା ପ୍ରାୟ
Read More...

ତାମିଲନାଡୁରେ ଓଡିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ବୌଦ୍ଧ : ପଶ୍ଚିମଓଡିଶାର ବୌଦ୍ଧ, ସୋନପୁର ଓ ଆଠମଲ୍ଲିକ ଅଂଚଳରୁ ସୁଦୁର ତାମିଲନାଡୁ ରାଜ୍ୟକୁ କାମ କରିବାକୁ ଯାଇଥିବା ୧୮ଜଣ ଶ୍‌ରମିକଙ୍କୁ ଏକ ସୂତାକଳର ମାଲିକ ନିର୍ଯାତନା ଦେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଶ୍ରମିକମାନେ ଭାଇରାଲ କରିଥିବା ଭିଡିଓ ଅନୁଯାୟୀ
Read More...

ମେ ୩୦ରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ନବୀନ ଆହ୍ୱାନ

ଭୁବନେଶ୍ୱର : କରୋନା ଯୁଦ୍ଧରେ ଯେଉଁମାନେ ସଫଳ ହୋଇଛନ୍ତି, ସେମାନଙ୍କୁ ସଫଳତାର ଶ୍ରେୟ ଦେବାକୁ ପଡିବ । ଏହା କହିଛନ୍ତି କରୋନା ଯୁଦ୍ଧର ମୁଖ୍ୟ ସେନାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଆସନ୍ତା ମଇ ୩୦ ତାରିଖ ସଂଧ୍ୟା ସାଢେ ୫ଟାରେ ଆମେ ସମସ୍ତେ
Read More...

ଆଉ ୭୫ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଯେତେ ପରିମାଣରେ ବିଗିଡି ଯାଉଛି ତାହା ଏକ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ପ୍ରତିଦିନ କିଛି ନା କିଛି କରୋନା ରୋଗୀ ସୁସ୍ଥ ହେଉଥିବାର ଖବର ଆସୁଥିବାରୁ ଏହା ମଧ୍ୟ ଅନେକ ପରିମାଣରେ ଭୟକୁ ଦୂରେଇ ଦେଉଛି । ଏହାରି ଭିତରେ ଆଜି ପୁଣି ଏକ
Read More...

ରାମଗଡ ପୋକ୍ସରେ ରବିଧାନ କିଣା ଆରମ୍ଭ

ବୌଦ୍ଧ: ଆଜି ହରଭଙ୍ଗା ବ୍ଲକ ରାମଗଡ ସେବା ସମବାୟ ସମିତିରେ ରବିଧାନ ମଣ୍ଡି ଆରମ୍ଭ କରାଯାଇଛି । ସକାଳେ ଆବଶ୍ୟକ ପୂଜାର୍ଚ୍ଚନା ପରେ ରବିଧାନ କ୍ରୟ ଆରମ୍ଭ ହୋଇଥିଲା । ଧାନ କିଣିବା ପାଇଁ ମଣ୍ଡିକୁ ରାଣୀସତୀ ରାଇସ୍ ମିଲ୍ ଓ ମାଁ ପେଡି ଇଣ୍ଡଷ୍ଟ୍ରୀର ଦୁଇଟି ଟ୍ରକ୍ ଆସିଥିଲା । ପ୍ରଥମ
Read More...

ଅନଲାଇନରେ ଉଚ୍ଚଶିକ୍ଷା କାର୍ଯ୍ୟକ୍ରମ ଉଦଘାଟିତ : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଭିନବ ପ୍ରଚେଷ୍ଟା

ସମ୍ବଲପୁର: କରୋନା ସଙ୍କଟ ଓ ଲକଡାଉନ ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷାକୁ ଆଗେଇ ନେବାପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ଏକ ଅଭିନବ ପ୍ରଚେଷ୍ଟା ସହିତ ଅନଲାଇନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଯେଉଁଥିରେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଶୋଧ ବିଦ୍ୱାନମାନେ ସାମିଲ ହୋଇଥିଲେ । ଏହି
Read More...

ସୀମାକୁ ଅଧିକ ସୈନ୍ୟ ପଠାଇଲା ଭାରତ

ନୂଆଦିଲ୍ଲୀ: ସୀମାରେ ଦେଖାଦେଇଥିବା ଉତ୍ତେଜନା ଦୂର କରିବା ଲାଗି ଚୀନ୍ ଓ ଭାରତ ମଧ୍ୟରେ ଏକାଧିକବାର ଆଲୋଚନା ହୋଇଯାଇଛି । ତେବେ ଏହିସବୁ ଆଲୋଚନାରୁ କୌଣସି ସୁଫଳ ମିଳିନାହିଁ । ଚୀନ୍ ସୈନ୍ୟମାନଙ୍କ ଉତ୍ପାତ୍ତ ଜାରି ରହିଥିବାରୁ ଭାରତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ
Read More...

ପହିଲା ସୁଦ୍ଧା କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୧ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ । ଭାରତୀୟ ପାଣିପାଗ ବିଭାଗ ଆଜି ଏହି ସୂଚନା ଦେଇଛି । ବିଭାଗ କହିଛି ଯେ, ମଇ ୩୧ ତାରିଖ ଆଡ଼କୁ ଦକ୍ଷିଣପୂର୍ବ ଓ ଏହାର ଆଖପାଖ ପୂର୍ବ ଆରବ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା
Read More...