Monthly Archives

May 2020

ଭିମସାରଠାରେ କୋଭିଡ ଟେଷ୍ଟିଂ କ୍ଷମତା ଅବ୍ୟାହତ ରଖାଯାଉ

ସମ୍ବଲପୁର: ବହୁ ଘାତ ପ୍ରତିଘାତ ପରେ ସ୍ଥାନୀୟ ଭିମସାରରେ କୋଭିଡ ଟେଷ୍ଟିଂ କେନ୍ଦ୍ର ଆରମ୍ଭ ହୋଇପାରିଛି । ଇତିମଧ୍ୟରେ ସେଠାରେ ସ୍ଥାପିତ ଏକ ଟେଷ୍ଟିଂ ୟୁନିଟ ଠିକଭାବେ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏଥିରେ ବ୍ୟବହୃତ ମେସିନରେ କିଛି ଅସୁବିଧା ରହିଯାଇଥିବାରୁ ଏପରି ହେଉଛି ବୋଲି ସେଠାରେ
Read More...

ଯାଜପୁରରେ ପୁଣି ୨ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୫ରୁ ୧୪୭ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି। ସଂପୃକ୍ତ
Read More...

ରାଜ୍ୟରେ ପୁଣି ୨ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ଆଉ ୨ଟି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧୪୩ରୁ ୧୪୫ ଛୁଇଁଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ୱେବସାଇଟ୍‌ ମାଧ୍ୟମରୁ ଜଣାପଡିଛି । ତେବେ ମଧ୍ୟାହ୍ନରେ ଚିହ୍ନଟ ହୋଇଥିବା
Read More...

ଶସ୍ତା ହେଲା ଏଲପିଜି ସିଲିଣ୍ଡର, ଜାଣନ୍ତୁ କେତେ

ନୂଆଦିଲ୍ଲୀ : ଲଗାତାର ତୃତୀୟ ଥର ପାଇଁ ଏଲପିଜି ସିଲିଣ୍ଡର ଦର କମିଛି । ମଇ ମାସ ରେ ଏଲିପିଜି ସିଲିଣ୍ଡର ଦାମରେ ୧୬୨.୫୦ ଟଙ୍କା କମିଛି । ତେଲ ବିପଣନ କଂପାନୀମାନେ ପ୍ରତ୍ୟେକ ମାସ ଏକ ତାରିଖ ଦିନ ଏଲିପିଜି ସିଲିଣ୍ଡର ଦର ଉପରେ ସମୀକ୍ଷା କରିଥାନ୍ତି । ନୂତନ ଦର ହିସାବରେ ଦିଲ୍ଲୀରେ ୧୪.୨
Read More...

ପ୍ରଶାସନର ଦୃଷ୍ଟିପଡ଼ୁ : କରୋନା ନୁହେଁ, ମୁଣ୍ଡ ଗୁଞ୍ଜିବା ଚିନ୍ତାରେ ଜୟନ୍ତୀଙ୍କ ପରିବାର

ବଲାଙ୍ଗୀର :ସ୍ୱୀମୀ ମାନସିକ ରୋଗୀ , ଦୁଇ ଦୁଇଟି ଛୋଟ ଛୁଆ । ପରଘରେ ମୂଲ ଲାଗିଲେ ମେଣ୍ଟେ ଗୁଜୁରାଣ । ବାସସ୍ଥାନ କହିଲେ, ପଲିଥିନ୍ ଟଣା ମାଟିଘର । ଗତ ଅଗଷ୍ଟ ମାସ ବନ୍ୟା ପରେ ବିପଦ ସଙ୍କୁଳ ଘରକୁ ସଜାଡ଼ି କଷ୍ଟେମଷ୍ଟେ ରହୁଥିଲେ ସପରିବାର । ପୁଣି ପ୍ରକୃତି ସାଧିଲା ଦାଉ ଅଦିନିଆ ଝଡ଼ ପବନ ଉଡ଼ାଇ
Read More...

ଭିମସାର ମେଡିସିନ ୱାର୍ଡରେ ଜଣଙ୍କ କୋଭିଡ ଲକ୍ଷଣରୁ ଉତ୍ତେଜନା

ସମ୍ବଲପୁର: ବୁର୍ଲାସ୍ଥିତ ଭିମସାର ହସ୍ପିଟାଲର ମେଡିସିନ ୱାର୍ଡରେ ଜଣେ ରୋଗୀର କୋଭିଡ ଲକ୍ଷଣ ଦେଖାଯିବାରୁ ସେଠାରେ ସାମାନ୍ୟ ଉତ୍ତେଜନା ଦେଖାଦେଇଛି । ଏହି ୪୫ ବର୍ଷୀୟ ମହିଳା ରୋଗୀ ଜଣକ ବିଷକ୍ରିୟାରୁ ଗମ୍ଭୀର ଅବସ୍ଥାରେ ପ୍ରଥମେ ଆଶୁଚିକିତ୍ସା ପରେ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ ।
Read More...

ବୃଦ୍ଧାବସ୍ଥାରେ ବେସାହାରା : ଅବସର ନେବାର ୧୫ବର୍ଷ ପରେ ମଧ୍ୟ ମିଳିନି ପାଉଣା

ବୌଦ୍ଧ:ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଜଣେ କର୍ମଚାରୀ ଚାକିରୀରୁ ଅବସର ନେବାର ୧୫ ବର୍ଷ ପରେ ମଧ୍ୟ ଅବସର ସମୟରେ ପାଇବାକୁ ଥିବା ଆର୍ଥିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି । କେଡର ସେକ୍ରେଟାରୀ ଭାବେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କରେ ସତ୍ୟନାରାୟଣ ବେହେରା
Read More...

ବାଲେଶ୍ଵରରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଁଚିଛି। ଆକ୍ରାନ୍ତ ବ୍ୟକ୍ତି ଜଣକ ବାଲେଶ୍ଵର ଜିଲାର ଏବଂ ସେ କଲିକତା ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚୀତ କରାଯାଇଛି।
Read More...

ଚାଷୀ ମୁଣ୍ଡରେ ଚଡକ : ଉଚିତ୍ ମୂଲ୍ୟ ପାଉନି, କେମିତି ସୁଝିବ ଋଣ

ଫୁଲବାଣୀ:ରାଜ୍ୟରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢୁଥିବା ବେଳେ ରାଜ୍ୟ ସରକାର ଏହି ସଂକ୍ରମଣରୁ ବଂଚିବ କେମିତି ବଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ।ଲକଡାଉନ ଭଳି ସମସ୍ୟା ପଦକ୍ଷେପ ନେଉଛନ୍ତି କିନ୍ତୁ ଏହି ବନ୍ଦ ଫଳରେ ଚାଷୀ ନିଜ ଚାଷରୁ ହୋଉଥିବା ଅମଳ କିଭଳି ବଜାରକୁ ଆସିବ
Read More...