Monthly Archives

May 2020

ବାଉଁଶୁଣୀ ବସଷ୍ଟାଣ୍ଡ ନିକଟରେ ଅଳିଆ ଗଦା

ବୌଦ୍ଧ:ବୌଦ୍ଧବ୍ଲକ ବାଉଁଶୁଣୀ ଛକ ବସଷ୍ଟାଣ୍ଡ ନିକଟରେ କୁଢକୁଢ ଆବର୍ଜନା ଗଦାଇ ପରିବେଶକୁ ଦୂଷିତ କରାଯାଉଥିବା ଅଭିଯୋଗ ହୋଇଛି । ବାଉଁଶୁଣୀ ବଜାରରୁ ବାହାରୁଥିବା ପରିତ୍ୟକ୍ତ ସାମଗ୍ରୀଗୁଡିକୁ ଆଣି ଗ୍ରାମପଞ୍ଚାୟତର ସଫେଇ କର୍ମଚାରୀମାନେ ଏଠାରେ ପକାଉଥିବାରୁ ଏଠାରେ ଆବର୍ଜନାର ପାହାଡ ସୃଷ୍ଟି
Read More...

ମର୍ଜାକୁଦ ମହାନଦୀ ପୋଲ କଂକ୍ରିଟ ଢଳେଇ ବେଳେ ମଧ୍ୟ ରହୁନାହାନ୍ତି ଯନ୍ତ୍ରୀ !

ବୌଦ୍ଧ:ବୌଦ୍ଧଜିଲ୍ଲାରେ ତୃତୀୟ ପୋଲ ବୌଦ୍ଧ ସହରରୁ ମର୍ଜାକୁଦକୁ ନିର୍ମାଣାଧୀନ ରହିଛି । ଏହି ପୋଲ ନିର୍ମାଣ ହେଲେ ମହାନଦୀ ମଝିରେ ଥିବା ବୌଦ୍ଧ ଏନଏସି ଅନ୍ତର୍ଗତ ମର୍ଜାକୁଦର ୨ଟି ୱାର୍ଡର ଜନସାଧାରଣ ବୌଦ୍ଧର ମୁଖ୍ୟସହର ସହ ଯୋଡି ହୋଇପାରିବେ । ସେଥିପାଇଁ ଉକ୍ତ ପୋଲକୁ ନେଇ ବୌଦ୍ଧ ସହରବାସୀ
Read More...

ବରଗଡରେ ଆଉ ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଆଜି ପୁଣି ବରଗଡ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ଜିଲ୍ଲାରେ ପଜିଟିଭ ସଂଖ୍ୟାକୁ ୨କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ଜଣକ ବରଗଡ ଜିଲ୍ଲା ବରପାଲି ଅଂଚଳ ବୋଲି ଜଣାପଡିଛି । ଏହି ୪୦ ବର୍ଷିୟ ବ୍ୟକ୍ତି ଜଣକ ମୁମ୍ବାଇ ଫେରି କ୍ୱାରେଣ୍ଟାଇନରେ ଥିଲେ ବୋଲି
Read More...

ରାଜ୍ୟରେ ଆଉ ୬୭ ନୂଆ ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୧୬୬୦କୁ ବୃଦ୍ଧି

ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୫ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨ଜଣ ସ୍ଥାନୀୟ ବ୍ୟକ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୱେବସାଇଟ ଜରିଆରେ ସୂଚନା ଦେଇଛି । ଚିହ୍ନଟଙ୍କ ମଧ୍ୟରୁ
Read More...

ବୌଦ୍ଧ ବିଜେପି ନେତୃବୃନ୍ଦଙ୍କ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ : ବିଶ୍ୱ କରୋନା ମହାମାରୀରେ ଜୀବନକୁ ଉତ୍ସର୍ଗ କରି ନିଜର ଦାୟିତ୍ୱ ନିର୍ବାହ କରୁଥିବା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କରୋନା ଯୋଦ୍ଧାମାନଙ୍କୁ ବୌଦ୍ଧ ବିଜେପି ନେତୃବୃନ୍ଦଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବିଜେପି ଯୁବନେତା ଇଂ.ରାକେଶ ତ୍ରିପାଠୀଙ୍କ
Read More...

ସାଂସଦ ଡ. ସାମନ୍ତଙ୍କ ବୌଦ୍ଧ ଜିଲ୍ଲାଗସ୍ତ, କୋଭିଡ-୧୯ର କଲେ ସମୀକ୍ଷା

ବୌଦ୍ଧ : କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ଅପରାହ୍ନରେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କୋଭିଡ-୧୯ର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି । ବୌଦ୍ଧ ସର୍କିଟ ହାଉସଠାରେ ଅନୁଷ୍ଠିତ ବୈଠକରେ ସାଂସଦ ପାଣ୍ଠିରୁ କୋଭିଡ-୧୯ ମୁକାବିଲା ଓ ଭିତ୍ତିଭୂମି
Read More...

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା “ଟିମ୍ ପ୍ରକାଶ ତ୍ରିପାଠୀ’

ଭୁବନେଶ୍ୱର : ଆଜି ଟିମ୍ ପ୍ରକାଶ ତ୍ରିପାଠୀ ତରଫରୁ କରୋନା ଯୁଦ୍ଧର ଅନ୍ୟତମ ସାରଥୀ, ଭିଏସଏସ୍‌ନଗର ବିଏମସି ହସ୍ପିଟାଲର ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଓ ସମସ୍ତ କର୍ମଚାରୀମାନଙ୍କୁ ଫୁଲ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରିବା ସହିତ ପ୍ରଭୁ ଜଗନ୍ନାଥଙ୍କ ପଟଚିତ୍ର ଦେଇ ସମ୍ମାନିତ କରାଯାଇଛି ।
Read More...

ବାଲିଗୁଡ଼ାରେ ପାନୀୟ ଜଳର ଉତ୍କଟ ସମସ୍ୟା : ଲୋ ଭୋଲଟେଜ୍ ଯୋଗୁଁ କଲବଲ ଅଞ୍ଚଳବାସୀ

ବାଲିଗୁଡ଼ା: ଗୋଟିଏ ପଟେ ମହାମାରୀ କରୋନା କୁ ନେଇ ସାରା ବିଶ୍ବ ଚିନ୍ତିତ । ଅତ୍ୟାବଶ୍ୟକ ସାମଗ୍ରୀ ଜନସାଧାରଣଙ୍କୁ ଯୋଗାଇଦେବାକୁ ସରକାର ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସରକାରୀ ବାବୁ ମାନଙ୍କ ମନମୁଖୀ କାମ ଯୋଗୁଁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ
Read More...

ପୁରୀ ଶ୍ରୀମନ୍ଦିର ଓ ଏକାମ୍ରର ଐତିହ୍ୟ କାର୍ଯ୍ୟ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ମହାମାରୀ ପରିପ୍ରେକ୍ଷୀରେ ସାଧାରଣ ଜୀବନ ଅସ୍ୱାଭାବିକ ହେବା ତଥା ଲକଡାଉନ ଯୋଗୁଁ ଅଟକୀ ରହିଥିବା ପୁରୀ ଶ୍ରୀମନ୍ଦିରର ଐତିହ୍ୟ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବଂ ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ
Read More...

ଆସନ୍ତାକାଲିଠାରୁ ଚାଲିବ ଘରୋଇ ବସ୍‌

ଭୁବନେଶ୍ୱର : ଆସନ୍ତାକାଲିଠାରୁ ସମସ୍ତ ରାଜ୍ୟରେ ଘରୋଇ ବସ ଚଳାଚଳ କରିବ । ରାଜ୍ୟ ଘରୋଇ ବସ୍ ମହାସଂଘର ସାଧାରଣ ପରିଷଦ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲିଠୁ ୧୪ହଜାର ଘରୋଇ ବସ୍ ଚଳାଚଳ ପାଇଁ ପ୍ରସ୍ତୁତ ହେବେ । ତେବେ ଦୀର୍ଘ ୨ ମାସ ଧରି ଯାତ୍ରୀବାହୀ ବସଗୁଡିକ ଅଫରୋଡ
Read More...