Monthly Archives

May 2020

୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରହିପାରେ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଖେଳାଯିବା ନେଇ ଅନିଶ୍ଚିତତା ଆହୁରି ବଢ଼ିଛି । ଏବର୍ଷ କିମ୍ବା ଆସନ୍ତା ବର୍ଷ ମଧ୍ୟ ବିଶ୍ୱକପ୍ ହୋଇପାରିବ ନାହିଁ । ଏପରିକି ୨୦୨୨ ପର୍ଯ୍ୟନ୍ତ ଏହା ସ୍ଥଗିତ ରହିବାର ଅଧିକ ସମ୍ଭାବନା ରହିଛି । ଆଜି ଏଭଳି ଏକ ସୂଚନା ମିଳିଛି । ତେବେ ଯଦି ଏହା
Read More...

ଅଖ୍‌ତରଙ୍କ ବୋଲିଂ ବେଳେ ସଚିନ୍‌ଙ୍କ ପ୍ରତିକ୍ରିୟା ବଖାଣିଲେ ଆସିଫ୍‌

କରାଚୀ : ପାକିସ୍ତାନର ପୂର୍ବତନ ପେସର ମହମ୍ମଦ ଆସିଫ୍ ଏବେ ଏଭଳି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆସିଫ୍ କହିଛନ୍ତି ଯେ, ସୋହେବ ଅଖତର ବୋଲିଂ କଲାବେଳେ ସଚିନ୍ ତେନ୍ଦୁଲକର ଆଖି ବୁଜି ଦେଉଥିଲେ । ଏପରିକି ଏକଦା ଅଖ୍‌ତର ସଚିନଙ୍କୁ ବ୍ୟାଟିଂ କରିବା ଲାଗି
Read More...

ବିନା ପାର୍ଟିରେ ଜନ୍ମଦିନ ପାଳିଲେ ଶାସ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଅନ୍ୟତମ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତଥା ବର୍ତ୍ତମାନର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ବୁଧବାର ୫୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତେବେ ଲକ୍‌ଡାଉନ୍ ଯୋଗୁଁ କୌଣସି ପାର୍ଟି କିମ୍ବା ସେହିଭଳି ଉତ୍ସବ ଦେଖିବାକୁ ମିଳିନାହିଁ । ସୋଶିଆଲ୍ ମିଡ଼ିଆ ଜରିଆରେ
Read More...

ବାଇକ ଦୁର୍ଘଟଣା, ଜଣେ ଗୁରୁତର

ବୌଦ୍ଧ:ଗତକାଲି ବିଳମ୍ବିତ ରାତ୍ରୀରେ ପୁରୁଣାକଟକ-ଧଳପୁର ରାସ୍ତାର ଖଣ୍ଡହତା ନାଳ ପୋଲ ନିକଟରେ ଏକ ବାଇକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ ଠିକାସଂସ୍ଥାର ହାଇୱା ଚଳାଉଥିବା ହରଭଙ୍ଗା ବ୍ଲକ ଲୁଣିବାହାଲ ଗ୍ରାମ ପଞ୍ଚାୟତ ମଧୁସୂଦନପୁର
Read More...

ନିମ୍ନମାନର ଖାଦ୍ୟ ଅଭିଯୋଗରେ ପ୍ରବାସୀ ଶ୍ରମିକଙ୍କ ଧର୍ମଘଟ

ବୌଦ୍ଧ: ନିମ୍ନମାନର ଖାଦ୍ୟ ଓ ସେବା ଯୋଗାଇ ଦେବାରେ ବହିରା ସଙ୍ଗରୋଧ କେନ୍ଦ୍ର ସବୁବେଳେ ଚର୍ଚ୍ଚାରେ ରହିଆସିଛି । ପ୍ରତ୍ୟେକଦିନ ନିମ୍ନମାନର ଜଳଖିଆ ଓ ଭୋଜନ ଦିଆଯାଉଥିବାର ଅଭିଯୋଗକରି ବହିରା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରର ୫୪ଜଣ ଅନ୍ତେବାସୀ ଧର୍ମଘଟ କରିଛନ୍ତି
Read More...

ସ୍ୱଚ୍ଛସାଥୀ ଓ ସଫେଇ କର୍ମଚାରୀ ସମ୍ମାନିତ

ସମ୍ବଲପୁର: କୋଭିଡ-୧୯ ପାଇଁ ଉପୁଜିଥିବା ସାଂପ୍ରତିକ ପରିସ୍ଥିତି ପାଇଁ ସମଗ୍ର ଦେଶ ଲକଡାଉନରେ ରହିଛି । ଘରେ ରହିବା, ସାମାଜିକ ଦୂରତା ନିର୍ବାହ କରିବା ଓ ସ୍ୱଚ୍ଛତା ହିଁ ଏହି କରୋନା ଭୂତାଣୁ ସଂକ୍ରମଣକୁ ରୋକିବାର ଏକମାତ୍ର ଉପାୟ । କିନ୍ତୁ ଏଭଳି ସମୟରେ ମଧ୍ୟ ନିଜ ଜୀବନକୁ ବାଜିଲଗାଇ ସମାଜ
Read More...

କନ୍ୟା ପାର୍ବତୀଙ୍କ ଅଭିଷେକ ଓ ଗଣଶନ ଶେଷ : ଆଜି ରାତି ଶିବ-ପାର୍ବତୀଙ୍କ ବିବାହପରେ ଦେବ ଦଂପତ୍ତିଙ୍କ ଘରବାହୁଡା

ସମ୍ବଲପୁର: ଶୀତଳଷଷ୍ଠୀ ରୂପେ ମୁଖ୍ୟତଃ ପରିଚିତ ଅଲୌକିକ ଶିବବିବାହ ଉପଲକ୍ଷେ ଗତକାଲି ଦିନତମାମ ସମସ୍ତ ମନ୍ଦିରମାନଙ୍କୁ ଯାଇ ପ୍ରଭୁଙ୍କ ଅନୁଚର ଭାବେ ହନୁମାନ ଯେତେ ଦେବାଦେବୀ ଅଛନ୍ତି ସମସ୍ତଙ୍କୁ ନିମନ୍ତ୍ରଣ ଦେଇ ଆସିଛନ୍ତି ଯାହାକି ପତରପେଣ୍ଡି ରୂପେ ପରିଚିତ । ଆଜି ସକାଳୁ ଗଣ୍ଠାଳଫିଟା
Read More...

ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ରରେ ଅବ୍ୟବସ୍ଥା !

ବୌଦ୍ଧ: ଜିଲ୍ଲାରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଯୋଗୀନ୍ଦ୍ରଦେବ ହାଇସ୍କୁଲରେ ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଏଠାରେ ୭୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ମୂଲ୍ୟାୟନରେ ନିଯୁକ୍ତ ହୋଇଛନ୍ତି । ଗତକାଲି ଖାତା ଦେଖାର ପ୍ରଥମ ଦିନରେ ମୂଲ୍ୟାୟନ କେନ୍ଦ୍ରରେ ବ୍ୟାପକ
Read More...

ଟ୍ରକ୍‌-କାର୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ବୌଦ୍ଧ: ଆଜି ରାତି ପ୍ରାୟ ୧ଘଣ୍ଟା ସମୟରେ ଜାତୀୟ ରାଜପଥ ୫୭ର ମନମୁଣ୍ଡା ଥାନା ଦହ୍ୟା ନିକଟରେ ଟ୍ରକ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ମନମୁଣ୍ଡା ପଟରୁ ବୌଦ୍ଧ ଅଭିମୁଖେ ଆସୁଥିବା ଏକ
Read More...

ବିନା ସ୍ୱାବ ପରୀକ୍ଷାରେ ଘରକୁ ପ୍ରବାସୀଙ୍କୁ ଛଡାଯାଉଥିବାରୁ ଲୋକେ ଆତଙ୍କିତ

ବୌଦ୍ଧ : ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ପ୍ରଥମେ ୧୪ଦିନ, ତାପରେ ୨୧ଦିନ, ପୁଣି ୧୪ଦିନ ଓ ଏବେ ୭ଦିନ ହେବାପରେ କ୍ୱାରେଣ୍ଟାଇନରୁ ଘରକୁ ପଠାଇ ଦେଉଥିବାରୁ ଲୋକେ କରୋନା ସଂକ୍ରମଣର ଆଶଙ୍କାକରି ଆତଙ୍କିତ ହୋଇପଡୁଛନ୍ତି । ସରକାର ତଥା ପ୍ରଶାସନର ଥରକୁ ଗୋଟିଏ ଗୋଟିଏ ନିୟମ ବାହାରୁଥିବାରୁ
Read More...