Monthly Archives

June 2020

କନ୍ଧମାଳ ଜିଲ୍ଲାର ଗର୍ବ ଓ ଗୌରବ ସୁଶ୍ରୀ ସାଇ ପ୍ରଣିତା ମହାନ୍ତି

ଫୁଲବାଣୀ:  ଜିଲ୍ଲା ପାଇଁ ଗର୍ବ ଓ ଗୌରବ ହାସଲ କଲେ ସୁଶ୍ରୀ ସାଇ ପ୍ରଣୀତା ମହାନ୍ତି । ନିଜର ସ୍ବପ୍ନକୁ ସାର୍ଥକ କରି ଆଜି କନ୍ଧମାଳ ଜିଲ୍ଲାର ପ୍ରଥମ ମହିଳା ଫ୍ଲାଇଂ ଅଫିସର ହୋଇଛନ୍ତି ସେ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନଦିଖଣ୍ଡି ସାହିରେ ବସବାସ କରୁଥିବା ଶଙ୍କର ଚରଣ ମହାନ୍ତି ଓ ମାତା
Read More...

ରଥଯାତ୍ରା ପ୍ରସଙ୍ଗ: ଆସନ୍ତାକାଲିି ସୁପ୍ରିମକୋର୍ଟରେ ହେବ ଶୁଣାଣି

ଭୁବନେଶ୍ୱର : ରଥଯାତ୍ରା ପ୍ରସଙ୍ଗ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ । ନିକଟରେ ସୁପ୍ରିମକୋର୍ଟ ତାଙ୍କର ଏକ ରାୟରେ ଚଳିତ ବର୍ଷର ରଥଯାତ୍ରା ବନ୍ଦ ନିଷ୍ପତ୍ତି ନେଇଥିଲେ । ଏହାପରେ ଏହି ରାୟର ପୁର୍ନବିଚାର ଲାଗି କୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଛି । ତାହାର ଶୁଣାଣି
Read More...

ସୂର୍ଯ୍ୟପରାଗ: ଓଡ଼ିଶାରେ ଆଂଶିକ ଦୃଶ୍ୟମାନ

ଭୁବନେଶ୍ୱର : ଆଜି ସମଗ୍ର ବିଶ୍ୱରେ ବିଭିନ୍ନ ସ୍ଥାନରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି । ବିଭିନ୍ନ ସ୍ଥାନରେ ଏହାର ସ୍ଥିତି ଭିନ୍ନଭିନ୍ନ ଥିଲା । ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟମାନ ହୋଇଥିଲା । ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ୫୫ ସେକେଣ୍ଡରେ ଏହି ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୨ଟା ୯ ମିନିଟ୍
Read More...

ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ସେନାକୁ ମିଳିଲା ସମ୍ପୂର୍ଣ୍ଣ ସ୍ୱାଧୀନତା

ନୂଆଦିଲ୍ଲୀ : ସୀମାରେ ଚୀନ୍ର ଉତ୍ପାତ୍ତ ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଆଖି ଆଗରେ ରଖି ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରାଯାଇଛି । କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ଏହି ବୈଠକରେ ତିନିବାହିନୀର ମୁଖ୍ୟ ଓ ସିଡିଏସ୍ ବିପିନ୍ ରାୱତଙ୍କ
Read More...

ଗଜପତିରେ ପୁଣି ୪୭ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି:ଗଜପତିରେ ପୁଣି ୪୭ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୪୪ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଦୁଇଟି ଏକ୍ଟିଭ ସର୍ଭିଲେନ୍ସରୁ ଦୁଇଟି ଗ୍ରାମରୁ ଜଣେ ଲେଖାଁଏ ଚିହ୍ନଟ
Read More...

ସ୍ବେଚ୍ଛାସେବୀଙ୍କୁ ଶ୍ରଦ୍ଧାଞ୍ଜଳୀ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବାସୀ ସେବା ସମିତି ତାଲିମ୍ କେନ୍ଦ୍ରରେ ସ୍ୱର୍ଗତ ସ୍ୱେଚ୍ଛାସେବୀ ଜମଜ ପରିଛାଙ୍କୁ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯିବା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ସଂଘ ପକ୍ଷରୁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି ସଂଘ
Read More...

ଗଜପତି ଜିଲ୍ଲାରେ ନୂତନ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ନୂତନ ମୂଖ୍ୟ ଚିକିତ୍ସାଅଧିକାରୀ ଭାବେ ଡ. ପ୍ରଦୀପ କୁମାର ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏଥିପୂର୍ବରୁ ମୂଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ବର୍ତ୍ତମାନ ପଦୋନ୍ନତି ହେବାରୁ ସେ ସିଡିଏମଓ ରୂପେ
Read More...

ସୁବର୍ଣ୍ଣପୁର : ପୁଣି ଆଉ ୪କରୋନା ରୋଗୀ ସଙ୍କ୍ରମିତ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ପୁଣି ନୂଆ ୪ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଚିହ୍ନଟଙ୍କ ମଧ୍ୟରୁ ୧ଜଣ ସ୍ୱାସ୍ଥ୍ୟ କର୍ମୀ ଓ ୨ଜଣ ଆଶାଦିଦି ଥିବାବେଳେ ଜଣେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ମିଳିଥିବା ସୂଚନା
Read More...

ଗ୍ରାମାଞ୍ଚଳ ସୁରକ୍ଷା ସମିତି କନ୍ଧମାଳର ପକ୍ଷରୁ ସହୀଦ ଚନ୍ଦ୍ରକାନ୍ତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ: ଚୀନ ର ବିବାଦୀୟ ସୀମା ଲଦାଖର ଗଲୱାନ ଘାଟିରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ୨୦ଜଣ ଭାରତୀୟ ଯବାନ ସହୀଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଥିଲେ ଦୁଇଜଣ ବୀର ଓଡ଼ିଆ ପୁଅ ଅଛନ୍ତି । ସେମାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ଜିଲ୍ଲା
Read More...

ସମ୍ବଲପୁରରେ ଆଉ ଦୁଇଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଜି ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହେବା ସହ ମୋଟ ସଂଖ୍ୟା ୨୫ ରେ ପହିଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୬ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ଅଉ ୯ଜଣଙ୍କ ଚିକିତ୍ସା ଚାଲିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଆଜିକାର ଦୁଇଟି ଯାକ କରୋନା
Read More...