Monthly Archives

June 2020

ରାଜ୍ୟରେ ରେକର୍ଡ ସଂଖ୍ୟାକ ୩୦୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଉ ୩୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧୬୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍
Read More...

ବିିବାହ, ବ୍ରତ ଅନୁମତି ପ୍ରସଙ୍ଗ : ଲୋକଙ୍କୁ ବାଧୁଛି ରେଡକ୍ରସ ପାଇଁ ଆଦାୟ ଚାନ୍ଦା

ବୌଦ୍ଧ: ସରକାରଙ୍କ କୋଭିଡ-୧୯ ନିୟମ ଅନୁଯାୟୀ କୌଣସି ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ପାଇଁ କଟକଣା ରହିଛି । ଲୋକଙ୍କ ଆବଶ୍ୟକତାକୁ ବିଚାରକରି ୫୦ଜଣ ଲୋକ ମଧ୍ୟରେ ବିବାହ, ବ୍ରତ ଆଦି କରିବା ପାଇଁ ସରକାର ସଂଶୋଧିତ ନିୟମରେ ଟିକିଏ କୋହଳ କରିଛନ୍ତି । ଏଥିପାଇଁ
Read More...

ସାପ କାମୁଡାରେ ଜଣେ ମୃତ

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ଯୋଗିନ୍ଦ୍ରପୁର ଗ୍ରାମ ପଂଚାୟତର ଶାନ୍ତିପାଲି ଗ୍ରାମରେ ବିଷଧର ସାପ କାମୁଡାରେ ଜଣେ ବ୍ୟକ୍ତି ମୃତ୍ୟ ବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଶାନ୍ତି ପାଲି ଗ୍ରାମର ବିଭୀଷଣ ବଘାର (55 ବର୍ଷ )ଗତ ରାତିରେ ନିଜ ଘରେ ଖାଇପିଇ ଶୋଇଥିଲେ
Read More...

ଭିମସାରରେ କରୋନା ସଂକ୍ରମଣ ଆଶଙ୍କା

ସମ୍ବଲପୁର : ସମଗ୍ର ପଶ୍ଚିମ ଓଡ଼ିଶାରେ ଏକମାତ୍ର ଉଚ୍ଚ ଚିକିତ୍ସା ଓ ରେଫରେଲ ସେଣ୍ଟର ରୂପେ ପରିଚିତ ଭିମସାରରେ ଆଉଥରେ କରୋନା ସଂକ୍ରମଣ ଆଶଙ୍କା ଦେଖାଯାଇଛି । ଏହାର ପଲମ୍ୟୁନାରୀ ମେଡିସିନ ବିଭାଗରେ ଗତକାଲି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହାର ପୂର୍ବ ଦିନ ହୃଦରୋଗ ବିଭାଗ ରେ
Read More...

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ କାର୍ଯ୍ୟକ୍ରମ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ
Read More...

ବିଜେଡି ଯୁବ ସଭାପତିଙ୍କ ଦ୍ୱାରା ମାସ୍କ ଓ ସାନିଟାଇଜର ବଣ୍ଟନ

ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜୁ ଆଜି ଗୋଶାଣୀ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟକୁ ଯାଇ ଗୋଶାଣୀ ବିଡିଓ ଓ ତାଙ୍କ କାର୍ଯ୍ୟରତ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଛନ୍ତି । ସେହିଭଳି ଗୁରାଣ୍ଡି ଥାନାକୁ ଯାଇ ଥାନା ଅଧିକାରୀ ଓ
Read More...

ଜିଲ୍ଲା ଓକିଲ ସଂଘ ତରଫରୁ ସହିଦମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ:ଆଜି ଜିଲ୍ଲା ଓକିଲ ସଂଘ ଫୁଲବାଣୀ, କନ୍ଧମାଳ ପକ୍ଷରୁ କୋର୍ଟ ଆଗରେ ଗତ୧୫ତାରିଖ ରାତିରେ ପୂର୍ବ ଲାଦାଖ ସୀମା ଗଲୱାନ ଉପତ୍ୟକା ରେ ଚାଇନା ସୈନିକଙ୍କ ଆକ୍ରମଣରେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ସହିଦ ହୋଇଥିବା ବୀର ସନ୍ତାନ ମାନଙ୍କୁ ଦୀପ ଜଳାଇ ଅଶ୍ରୁଳ
Read More...

ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳୀ

ବାଲିଗୁଡ଼ା: ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଦକ୍ଷିଣାଞ୍ଚଳ ପକ୍ଷରୁ ବାଲିଗୁଡ଼ା ଗାନ୍ଧୀ ଛକଠାରେ ଚିନ୍ ସଙ୍ଘର୍ଷ ରେ ଦେଶପାଇଁ ବଳୀଦାନ ଦେଇଥିବା ୨୦ଜଣ ସହିଦ୍ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । କ୍ୟାଣ୍ଡେଲ୍ ଶୋଭାଯାତ୍ରା ସହ ବାଲିଗୁଡା ଗାନ୍ଧୀ ଛକଠାରେ ସହିଦ୍ ଙ୍କ ଉଦ୍ଦେଶ୍ୟରେ
Read More...

କାନ୍ଥ ଭୁଶୁଡ଼ି 5 ଛେଳି ମୃତ

ବୌଦ୍ଧ - ଆଜି ଭୋର ପ୍ରାୟ 4 ଘଣ୍ଟା ସମୟରେ ବଘିଆପଡା ଗ୍ରାମ ପଂଚାୟତର ଭୁକ୍ତାପଡା ଗ୍ରାମରେ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ 5 ଗୋଟି ଛେଳି ମରି ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଭୁକ୍ତାପଡା ଗ୍ରାମର ଦୁଇ ଭାଇ ସୁଦର୍ଶନ କନ୍ହର ଓ ନବଘନ କନ୍ହରଙ୍କ କୁଠିରେ ଛେଳି ମାନେ
Read More...

କେବେ ସୁଧୁରିଲା ନାହିଁ ବହିରା – ତେନ୍ତୁଲିପାଲି ରାସ୍ତା

ବୌଦ୍ଧ - ବୌଦ୍ଧ ବ୍ଲକ୍ ବହିରା ଗ୍ରାମ ପଂଚାୟତର ବହିରା ଏମ. ଇ. ସ୍କୁଲ ଠାରୁ ପୁରୁଣା ବହିରା ଦେଇ ତେନ୍ତୁଳି ପାଲି ଗ୍ରାମକୁ ଯାଇଥିବା ରାସ୍ତାରେ ଟିକିଏ ବର୍ଷା ହେଲେ ଯିବା ଆସିବା କରିବା କଷ୍ଟକର ହୋଇଥାଏ | ପ୍ରତିବର୍ଷ ବ୍ଲକ୍ ଓ ଗ୍ରାମ ପଂଚାୟତ ତରଫରୁ ଲକ୍ଷ ଲକ୍ଷ ଟଂକାର କାମ କରାଯାଉଥିଲେ
Read More...