Monthly Archives

June 2020

ପାଇପ ବୋଝେଇ 2 ଟ୍ରଲର ମଧ୍ୟରେ ଧକ୍କା, ରାସ୍ତା ଜାମ୍

ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ 57 ର ବlଉଁଶୁଣି କଲେଜ୍ ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ପ୍ଲାଷ୍ଟିକ ପାଇପ ନେଇ ଆସୁଥିବା ଦୁଇଟି ଟ୍ରଲର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ ଅଂଚଳରୁ ଖୁଣ୍ଟବନ୍ଧ ନିକଟରେ ନିର୍ମାଣାଧିନ ମେଗା
Read More...

କୋଭିଡ୍ କେୟାର ସେଣ୍ଟର୍ ରେ ଯୁବକଙ୍କ ଆତ୍ମହତ୍ୟା

ବାଲିଗୁଡ଼ା: କୋଭିଡ୍ କେୟାର ସେଣ୍ଟର୍ ରେ ଯୁବକଙ୍କ ଆତ୍ମହତ୍ୟା । ରାଜ୍ୟରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଡ଼ଗାଁ ଆଶ୍ରମ ବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ କୋଭିଡ୍ କେୟାର ସେଣ୍ଟର୍ ରେ ଆଜି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ
Read More...

ଭିଏସ୍ଏସ୍ ନଗରରେ ଶହୀଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି

ଭାରତ ଚୀନ ସୀମା ଅନ୍ତର୍ଗତ ଗଲୱାନ ଘାଟିରେ ଶହୀଦ ହୋଇଥିବା l ବୀରଜବାନଙ୍କ ପାଇଁ ଭି, ଏସ୍, ଏସ୍ ନଗରରେ ଜୟ ମା ' ୟୁଥ୍ କ୍ଲବ୍ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ପ୍ରଭୁଜୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଅନୁଷ୍ଠିତ ହୋଉଛି l ଏଥିରେ ବୀର ଜବାନଙ୍କ ଗାଥାକୁ ସ୍ମୃତିଚାରଣ କରି ନିରବ
Read More...

ବୌଦ୍ଧ : ଆଜି ପାଳିତ ହେଲା ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ଦେଲେ ଶ୍ରୀ ଜୀଉ

ବୌଦ୍ଧ - ବୌଦ୍ଧ ସହର ବିରାଜିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରୋତ୍ସବ ଆଜି ଅଣସର ଘରେ ଅନୁଷ୍ଠିତ ହୋଇ ଯାଇଛି l ଆସନ୍ତା କାଲି ସୂର୍ଯ୍ୟପରାଗ ପଡୁଥିବାରୁ ଓ ଆଜି ରାତିରୁ ଦେବନୀତି ନିଷେଧ ରହୁଥିବାରୁ ଆଜି ସକାଳ ପ୍ରାୟ 10 ଘଣ୍ଟା ସମୟରେ ଠାକୁରଙ୍କର ଚିତ୍ରକର ସତ୍ୟ ନାରାୟଣ ମହାରଣା
Read More...

ସହୀଦ ବୀର ସେନାଙ୍କୁ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର, ପୂର୍ବ ଲଦାଖର ଭାରତ-ଚୀନ ସୀମାନ୍ତ ଗଲୱାନ ଉପତ୍ୟକା ଅଞ୍ଚଳରେ ଦେଶ ପାଇଁ ପ୍ରାଣ ବଳି ଦେଇଥିବା ୨୦ଜଣ ବୀର ସୈନିକଙ୍କୁ ବିଜୁ ଜନତା ଦଳର ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ଶାନ୍ତିନଗର ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ମହମବତୀ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି |
Read More...

ପ୍ରୋ ଦୀପକ ବେହେରାଙ୍କୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳପତି ନିୟୁକ୍ତ

ବର୍ତ୍ତମାନ ପଦ ସହିତ ଏହା ତାଙ୍କର ଅତିରିକ୍ତ ଦାୟିତ୍ୱ ସମ୍ବଲପୁର, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରୋ ଦୀପକ କୁମାର ବେହେରାଙ୍କୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିୟୁକ୍ତ କରାଯାଇଛି । ଗତକାଲି ଓଡିଶା ରାଜ୍ଯପାଳ ଓ ରାଜ୍ୟର ସମସ୍ତ ସରକାରୀ
Read More...

ପାଲଝାର ଫାର୍ମ ଦୁର୍ନୀତି – ନାବାଳିକା, ବୟସ୍କ ଓ ଜିଲ୍ଲାବାହାର ଶ୍ରମିକଙ୍କ ନାମରେ ମଷ୍ଟରରୋଲ !

ବୌଦ୍ଧ,୨୦/୬(ହୀ.ପ୍ର)- ବୌଦ୍ଧଜିଲ୍ଲା କୃଷିବିଭାଗ ଦ୍ୱାରା ପରିଚାଳିତ ପାଲଝାର କୃଷି ଫାର୍ମରେ ବର୍ଷବର୍ଷ ଧରି ଚାଲିଥିବା କୋଟିକୋଟି ଟଙ୍କାର ଦୁର୍ନୀତିର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଏହି ଫାର୍ମରେ କୃଷିବିଭାଗର ୩ଜଣ ସ୍ଥାୟୀ ଶ୍ରମିକ ଥିବାବେଳେ ଧାନଚାଷ ସମୟରେ ଅନ୍ୟାନ୍ୟ
Read More...

ସ୍ୱାମୀକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଲା ସ୍ତ୍ରୀଙ୍କ ପ୍ରେତାତ୍ମା !

ବୌଦ୍ଧ,୨୦/୬(ହୀ.ପ୍ର)- ବିଜ୍ଞାନ ଯୁଗରେ ଭୂତପ୍ରେତକୁ ଲୋକମାନେ ବିଶ୍ୱାସ କରୁନଥିବାବେଳେ ଏବେବି ପ୍ରେତାତ୍ମା ଥିବା କିଛି ଲୋକଙ୍କ ଧାରଣା ରହିଛି । ବୌଦ୍ଧଜିଲ୍ଲା ମନମୁଣ୍ଡା ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଏକ ଆତ୍ମହତ୍ୟାକୁ ନେଇ ପ୍ରେତାତ୍ମାର କାଣ୍ଡ ସଂପର୍କରେ ଚର୍ଚ୍ଚା ଖୁବ୍
Read More...

ବୌଦ୍ଧ : ମହାନଦୀରୁ ମିଳିଲା ବିରାଟକାୟ ବୁଦ ମାଛ

ବୌଦ୍ଧ - ଆଜି ସକାଳେ ବୌଦ୍ଧ ବଜାରକୁ ବିକ୍ରୀ ପାଇଁ ଆସିଥିବା ପ୍ରାୟ 70 କିଲୋଗ୍ରାମ ଓଜନର ଏକ ବିରାଟକାୟ ଜୀଅନ୍ତା ବୁଦ ମାଛ ଦେଖିବାକୁ ଲୋକମାଙ୍କର ଗହଳି ହୋଇଥିଲା | ମାଛ ମାରିବା ପାଇଁ ଟଣା ଯାଇଥିବା ଜାଲରେ ବୌଦ୍ଧ ନିକଟ ମହାନଦୀରୁ ମିଳିଥିବା ଜଣା ପଡିଛି l ବୁଦ ମାଛ ଏକ ବିରଳ
Read More...

ସହୀଦ ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା

ଟିମ୍ ପ୍ରକାଶ ତ୍ରିପାଠୀ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ଭାରତର ଦିବଂଗତ ସହୀଦ ଯବାନ ମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଭିଏସସନଗର୍ ପ୍ରଭୂଜୀ ଈଂଲିସ୍ ମିଡିୟମ୍ ସ୍କୁଲ୍ ନିକଟରେ ଅନୁଷ୍ଠିତ ହୋଇଛି। ଏହି ସଭାରେ ଡଃ ପ୍ରକାଶ ତ୍ରିପାଠୀ ଓ ଈଂ ଶିବ ପ୍ରସାଦ ମିଶ୍ର ଯବାନ ମାନଙ୍କ
Read More...