Monthly Archives

June 2020

ଗଜପତିରେ ପୁଣି ୫୭ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ଗଜପତିରେ ୫୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୨୯ ଜଣ ତାମିଲନାଡୁ ଫେରନ୍ତା ହୋଇଥିବା ବେଳେ ୪ ଜଣ ଆନ୍ଧ୍ର ପ୍ରଦେଶରୁ,୧୦ ଜଣ ତେଲେଙ୍ଗାନାରୁ, ୬ ଜଣ ମହାରାଷ୍ଟ୍ରରୁ ,ଜଣେ ଗୁଜରାଟରୁ,ଜଣେ କର୍ଣ୍ଣାଟକ, ଜଣେ
Read More...

ବୀର ସହିଦ ଚନ୍ଦ୍ରକାନ୍ତଙ୍କ ପାଇଁ କାନ୍ଦୁଛି କନ୍ଧମାଳ

କନ୍ଧମାଳ : ଚାଇନା ସୀମାନ୍ତ ଲଦାଖର ଗୋଲୀୱାନା ଠାରେ ଲାଗି ରହିଥିବା ବିବାଦକୁ ନେଇ ହୋଇଥିବା ଭାରତୀୟ ସେନା ଓ ଚାଇନା ସେନାଙ୍କ ମୁହାଁମୁହିଁରେ ୨୦ଯବାନ ସହିଦ ହୋଇଥିବା ବେଳେ ଓଡ଼ିଶାରୁ ୨ ଯବାନ ସହିଦ ହୋଇଛନ୍ତି ।୨ ଯବାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦଡିଙ୍ଗିଆ ପଞ୍ଚାୟତ
Read More...

ପହଞ୍ଚି ପାରୁନି ସରକାରୀ ସହାୟତା

ଫୁଲବାଣୀ: ସହାୟତା ଦେବା ତ ବହୁ ଦୂରର କଥା ଶୁଣିବା ପାଇଁ ମଧ୍ୟ ତାଙ୍କୁ ସାତ ସପନ ଲାଗୁଛି । ତଥାପି ଗରିବ ନିରୀହ ମହିଳା ମାନେ ନିଜ ଜୀବନ କୁ ବଞ୍ଚେଇବା ପାଇଁ ମୂଲ ମଜୁରିକରି କିଛି ଅର୍ଥ ଉପାର୍ଜନ କରି ପରିବାର ଓ ନିଜର ପେଟ ପାଇଁ ଖାଦ୍ୟ ଯୋଗାଡ଼ କରନ୍ତି । ଅନେକ କ୍ଷେତ୍ରରେ ମହିଳା ମାନେ
Read More...

ବୌଦ୍ଧରେ ଏବର୍ଷ ରଥଯାତ୍ରା ବନ୍ଦ, କେବଳ ଠାକୁରଙ୍କ ନୀତିକାନ୍ତି ପାଳନ

ବୌଦ୍ଧ:ଚଳିତବର୍ଷ ବୌଦ୍ଧରେ ରଥଯାତ୍ରା ପାଳନକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଲାଗିରହିଥିଲା ଆଜି ତାର ଯବନିକା ପଡିଛି । ରଥଯାତ୍ରା ଆୟୋଜନ ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମନା କରିଦେଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାପାଳ ଏହା କହିଛନ୍ତି । କେବଳ
Read More...

ହାଇକୋର୍ଟଙ୍କ ସର୍ତ୍ତ : ମୁଣ୍ଡିପଦର ଗ୍ରାମର ଷଣ୍ଢେଶ୍ୱର ଲଗାଇବେ ଶହେଚାରା

ବୌଦ୍ଧ: ଏକ ମାମଲାରେ ଅଭିଯୁକ୍ତ ଥିବା ବୌଦ୍ଧବ୍ଲକ ବାଉଁଶୁଣୀ ଥାନା ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମର ଜନୈକ ଯୁବକଙ୍କୁ ଜାମିନ ମଞ୍ଜୁରକରି ଏକ ଅଭିନବ ସର୍ତ୍ତ ରଖିଛନ୍ତି ମାନ୍ୟବର ଓଡିଶା ହାଇକୋର୍ଟ । ଜାମିନରେ ଯିବାପରେ ଅଭିଯୁକ୍ତ ନିଜ ଗ୍ରାମରେ ୧୦୦ଟି ଚାରା ରୋପଣ କରିବାକୁ ବିଚାରପତି ଜଷ୍ଟିସ
Read More...

ଦନ୍ତା ହାତୀର ମୃତଦେହ ଉଦ୍ଧାର

ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ଅଧିନ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତାହାତୀ ର ମୃତଦେହ ବନ ବିଭାଗ ଉଦ୍ଧାର କରିଛି | ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ହାତୀ ଦାନ୍ତ ପାଇଁ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି l ହାତୀ ଶରୀରର ବିଭିନ୍ନ ସ୍ଥାନରେ ଗୁଳିର କ୍ଷତ
Read More...

ରାଜ୍ୟରେ ପୁଣି ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୪୩୩୮ରେ ପହଞ୍ଚିଲା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଆଜି ୧୭୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍
Read More...

ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତିରେ ୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ତାମିଲନାଡୁ ଫେରନ୍ତା, ୩ ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା ଅଟନ୍ତି ଜଣେ ତେଲେଙ୍ଗାନାରୁ ଫେରନ୍ତା ଅଟନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ଅସ୍ଥାୟୀ
Read More...

ହୀରାକୁଦ ଜଳଭଣ୍ଡାରରେ ବର୍ଷାଜଳ ପ୍ରବେଶ ଆରମ୍ଭ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଆଜି ପ୍ରଥମକରି ବର୍ଷା ଜଳ ପ୍ରବେଶ ରେକର୍ଡ କରାଯାଇଛି । ଗତ ୨୪ଘଣ୍ଟା ରେ ଏହାର ଜଳସ୍ତରରେ ୦.୪୮ଫୁଟ ବୃଦ୍ଧି ହୋଇଛି । ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୦୮.୨୯ଫୁଟ ରେକର୍ଡ କରାଯାଇଛି ଓ ୨୪ଘଣ୍ଟା ପୂର୍ବେ ଏହା ୬୦୭.୮୧ଫୁଟ ରହିଥିଲା । ଏବିଷୟରେ
Read More...

କରୋନା ପ୍ରତିକାର ପାଇଁ ଜନସଚେତନତା ଅଭିଯାନ

ସମ୍ବଲପୁର: କରୋନା ପ୍ରତିକାର ପାଇଁ ସ୍ଥାନୀୟ କ୍ଷେତରାଜପୁର ଅଞ୍ଚଳରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ଆରୋଗ୍ୟ ସମିତି, ଆଶା, ଅଙ୍ଗନୱାଡି ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ନେଇ ସ୍ୱଚ୍ଛତା, ହାତ ଧୋଇବା ୬ ପ୍ରଣାଳୀ ବିଷୟରେ କୌଶଳଜ୍ଞାନ ପ୍ରଦାନ
Read More...