Monthly Archives

June 2020

ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଖପ୍ରାଖୋଲ : ଖପ୍ରାଖୋଲ ଥାନା ମାଟିଆଭଟା ହାଇସ୍କୁଲ ଖେଳ ପଡିଆ ନିକଟସ୍ଥ ରାସ୍ତା ର କଲଭର୍ଟ ପାଖରେ ବାଇକ୍ ଭାରସାମ୍ୟ ହରାଇ ଜଣକର ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଜଣାପଡ଼ିଛି । ବାଇକ୍ ଆରୋହୀ ଅନକାମୁରା ଗ୍ରାମ ଦଳଗଞ୍ଜନ ବରିହା ( ୨୫) ଓ ଧଅଁଲି
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଏନଏସି ଅଂଚଳର ବ୍ରହ୍ମପୁରା ନିକଟରେ ଥିବା ଭାନୁସାର ପୋଖରୀର ଅନତି ଦୂରରେ ଏକ ବମୁରଗଛରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜମକ କାଦେପଡାର ସୁନ୍ଦଯ୍ୟ ଦଲେଇ(୪୨) ବୋଲି ପୁଲିସ ପକ୍ଷରୁ ଜଣାପଡିଛି । ସଂଧ୍ୟା ସମୟରେ ଲୋକେ ଶୈଚ ହେବାକୁ
Read More...

ମାଛକୁ ଖାଦ୍ୟ ଦେଉଛି ସିମ୍ପାଞ୍ଜି, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ସିମ୍ପାଞ୍ଜି ଶାନ୍ତ ମନରେ ମାଛ ମାନଙ୍କୁ ଖାଦ୍ୟ ଦେଉଛି । ଏକ ନଦୀର କୂଳରେ ବସି ସିମ୍ପାଞ୍ଜିଟି ଅତି ସତର୍କତା ସହ ମାଛକୁ ଖାଦ୍ୟ ଦେଉଛି ଯାହା ପ୍ରଶଂସକମାନଙ୍କୁ ଆକୃଷ୍ଟ କରିଛି ।
Read More...

ପିଲାବେଳେ ଶୁଣିପାରୁନଥିଲେ, ଏବେ ଦୋକାନ ଚଳାଉଛନ୍ତି ଏହି କ୍ରିକେଟର : ଦିନେ ସଚିନଙ୍କୁ ଘାଇଲା କରୁଥିଲେ

ନୂଆଦିଲ୍ଲୀ : ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ କୁହାଯାଏ । ସେ ତାଙ୍କ ସମୟରେ ବହୁ ନାମୀଦାମୀ ବୋଲରଙ୍କୁ ସାମ୍ନା କରିଛନ୍ତି । ଅଷ୍ଟ୍ରେଲିଆ ସ୍ପିନର ସେନ ୱାର୍ଣ୍ଣଙ୍କ ସ୍ୱପ୍ନରେ ମଧ୍ୟ ସଚିନ ଆସିଥାନ୍ତି ବୋଲି ଶୁଣାଯାଏ । କିନ୍ତୁ ଜିମ୍ବାୱେର ରଏ ପ୍ରାଇସ୍ ସଚିନଙ୍କୁ ଲଗାତାର ୩ଥର
Read More...

କିଟ୍ ଗବେଷଣାଗାରରେ ନୂଆ ଟେକ୍ନୋଲୋଜି: ବିନା ସିମେଣ୍ଟରେ ନିର୍ମାଣ ହେଲା କଂକ୍ରିଟ୍ ରାସ୍ତା

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନୂତନ ନିର୍ମାଣଭିତ୍ତିକ ଟେକ୍ନୋଲୋଜି ବିକଶିତ କରିଛନ୍ତି । ପ୍ରଥମ ଥର ଲାଗି ଏହି ଟେକ୍ନୋଲୋଜି ଓଡ଼ିଶାରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି । ଜୁନ୍ ପ୍ରଥମ ସପ୍ତାହରେ କଟକ ଜିଲ୍ଲା ଅମନପଡ଼ା ଗ୍ରାମ୍ୟ ରାସ୍ତା ନିର୍ମାଣରେ ଏହି
Read More...

ରେଢାଖୋଲ ଅଞ୍ଚଳରେ ଭାଲୁ ରକ୍ତମୁଖା

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଢାଖୋଲ ଉପଖଣ୍ଡ ଅଞ୍ଚଳରେ ଏକ ମାଈଭାଲୁ ହିଂସ୍ରକ ହୋଇ ୨ ଦିନରେ ୩ଜଣଙ୍କ ପ୍ରାଣ ନେଲାଣି । ଗତକାଲି ସେଠାକାର ମାଣିଆବନ୍ଧ ଗାଁ ପାଖ ବଣରେ ଏହି ଭାଲୁଟି ଆକ୍ରମଣକରି ଜଣକୁ ମାରିଦେଇଥିଲା । ମୃତକର ପରିଚୟ ୨୨ବର୍ଷୀୟ ସୁରୁ ନାଏକ ଓ ସେ ମାଣିଆବନ୍ଧ ଗାଁର ବୋଲି
Read More...

ଏମସିଏଲ ତରଫରୁ ବିଶ୍ୱରକ୍ତଦାନ ଦିବସ ଆୟୋଜିତ

ସମ୍ବଲପୁର:ମହାନଦୀ କୋଲ ଫିଲଡସ୍ ଲିମିଟେଡ ଆନୁକୂଲ୍ୟରେ ଆଜି ଆନନ୍ଦବିହାର ଚିକିତ୍ସାଳୟରେ ବିଶ୍ୱ ରକ୍ତଦାନ ଦିବସ ଆୟୋଜିତ ହୋଇଥିଲା । ଏହି ଶିବିରରେ ଏମସିଏଲର ନିର୍ଦ୍ଦେଶକ କେଶବ ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏମସିଏଲ୍ର ମୁଖ୍ୟ
Read More...

ମନମୁଣ୍ଡା ମଣ୍ଡିରେ ଭିଜୁଛି ଶହଶହ ବସ୍ତା ରବିଧାନ

ବୌଦ୍ଧ: କଣ୍ଟାମାଳ ବ୍ଲକ ମନମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ବାସୁଦେବପାଲିସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ କରାଯାଇଥିବା ରବି ଧାନ ମଣ୍ଡିରେ ଚାଷୀଙ୍କ ଶହଶହ ବସ୍ତା ଧାନ ବର୍ଷାରେ ଭିଜୁଥିବା ଦେଖିବାକୁ ମିଳୁଛି । ଟୋକନ ପାଇ ଚାଷୀମାନେ ବିକ୍ରିପାଇଁ ମଣ୍ଡିକୁ
Read More...

ବିନା ମୁଖ୍ୟ କିରାଣୀରେ ବର୍ଷବର୍ଷ ଧରି ଚାଲିଛି ଡିଇଓ ଅଫିସ

ବୌଦ୍ଧ: ବୌଦ୍ଧଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘବର୍ଷ ହେଲା ମୁଖ୍ୟକିରାଣୀ ପଦବୀ ଖାଲି ପଡିଥିବାବେଳେ ଜନୈକ ବରିଷ୍ଠ କିରାଣୀଙ୍କୁ ଭାରପ୍ରାପ୍ତ ଦାୟିତ୍ୱରେ ରଖାଯାଇଥିବାରୁ କୌଣସି କାମ ଠିକଣା ସମୟରେ ହୋଇପାରୁନଥିବା ଅଭିଯୋଗ ହେଉଛି । ପୂର୍ବରୁ ମୁଖ୍ୟକିରାଣୀ ଥିବା ଶଙ୍କର୍ଷଣ
Read More...

ବୌଦ୍ଧରେ ଖୋଲିବ ଆଉ ୪ଟି ବିଦେଶୀ ମଦ ଦୋକାନ!

ବୌଦ୍ଧ: ବୌଦ୍ଧଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୩ଗୋଟି ଠିପିବନ୍ଦ ବିଦେଶୀ ମଦଦୋକାନ ଓ ଗୋଟିଏ ବାର୍ ଥିବାବେଳେ ସରକାର ଆଉ ୪ଗୋଟି ଠିପିବନ୍ଦ ବିଦେଶୀ ମଦଦୋକାନ ଖୋଲିବାପାଇଁ ପ୍ରସ୍ତାବ ରଖିଥିବା ସୂଚନା ମିଳିଛି । ଜିଲ୍ଲାସ୍ତରରୁ ସରକାରଙ୍କୁ ଏଭଳି ପ୍ରସ୍ତାବ ଦିଆଯାଇ ସରକାରଙ୍କ ଅନୁମୋଦନ ପାଇଁ
Read More...