Monthly Archives

June 2020

ନଦୀ ମଝିରେ ଘର….

ବୌଦ୍ଧ: ମହାନଦୀ ମଝିରେ ଥିବା ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମର୍ଜାକୁଦର ୨ଟି ୱାର୍ଡରେ ଲୋକେ ଜଳକଷ୍ଟ ଭୋଗୁଥିବା ଦେଖିବାକୁ ମିଳିଛି । ଉଭୟ ୱାର୍ଡରେ ୧୫ଶହରୁ ଅଧିକ ଲୋକ ବାସକରନ୍ତି । ଖାଇବା ପିଇବା ପାଇଁ ମର୍ଜାକୁଦ ଅଧିବାସୀମାନେ ସିଧାସଳଖ ମହାନଦୀ ଉପରେ ହିଁ ନିର୍ଭର
Read More...

ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ

ଟିଟିଲାଗଡ: ଦ୍ରୁତଗତିରେ ଆସୁଥିବା ଏକ ଡିଜେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଏନ୍ ଏଚ୍‌-୨୬ କୁସୁମଖାଲ ନିକଟରେ ରାସ୍ତାରୁ ଓଲ୍ଲାଇ ଏକ ଗଛରେ ପିଟିହୋଇଥିଲା । ଘଟଣାସ୍ଥଳରେ ଚାଳକ ଅନଗୁଳ ଜିଲ୍ଲା କଳାମାଣ୍ଡିଆ ନିବାସୀ ବସନ୍ତ ମାଝୀଙ୍କ ମୃତ୍ୟୁ ହୋଇଥିଲା । ସଇତଲା ଥାନାଧିକାରୀ ଦୁର୍ଘଟଣା ସ୍ଥଳରେ
Read More...

ଦୈନିକ ସଂକ୍ରମଣ ଲଗାତାର ୧୧ ହଜାର ଟପୁଛି

ନୂଆଦିଲ୍ଲୀ : ଭାରତରେ ସଂକ୍ରମଣ ସ୍ଥିତି ଇଟାଲୀ, ବ୍ରାଜିଲ୍‌, ସ୍ପେନ୍‌, ଫ୍ରାନ୍ସ, ଇରାନ୍ ଭଳି କେତେକ ରାଷ୍ଟ୍ରଙ୍କ ତୁଳନାରେ ଅଧିକ ଉଦ୍‌ବେଗଜନକ ହେଉଛି । ଏବେ ଲଗାତାର ଭାବେ ଦିନକର ସଂକ୍ରମଣ ୧୧ ହଜାର ଉପରେ ରହୁଛି । ଯାହାକୁ ନେଇ ସରକାରଙ୍କ ଚିନ୍ତା ବହୁଗୁଣିତ ହୋଇଛି । ଗତ ୨୪ ଘଣ୍ଟା
Read More...

ପାକିସ୍ତାନରେ ଦୁଇ ଭାରତୀୟ ଉଚ୍ଚ ଆୟୋଗ ଅଧିକାରୀ ନିଖୋଜ

ନୂଆଦିଲ୍ଲୀ : ପାକିସ୍ତାନ ସ୍ଥିତ ଭାରତୀୟ ହାଇକମିଶନ ଅଫିସର ଦୁଇଜଣ ବରିଷ୍ଠ ଅଧିକାରୀ ହଠାତ୍ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କ ନିଖୋଜ ସଂପର୍କରେ ଜଣାପଡ଼ିବା ପରେ ଦୁଇ ଦେଶର ରାଜନୈତିକ ସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ଘଟଣାକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ
Read More...

ରକ୍ତଦାନ ଶିବିର ଅନୁଷ୍ଠିତ : ୨୦ ୟୁନିଟ ରକ୍ତ ସଂଗ୍ରହ

ପାରଳାଖେମୁଣ୍ଡି : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ରକ୍ତଦାନ ଭଣ୍ଡାରରେ ରବିବାର ଗଜପତି ଜିଲ୍ଲା ରକ୍ତଦାତା ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ରକ୍ତଦାତା ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏହି
Read More...

ସିଣ୍ଡିବୁରକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କଲେ ଏସପି ସାରା ଶର୍ମା

ପାରଳାଖେମୁଣ୍ଡି :ସବୁବେଳେ କିଛି ନୂତନ କାମ କରି ଚର୍ଚ୍ଚାରେ ରୁହନ୍ତି ଗଜପତି ଏସପି ସାରା ଶର୍ମା କେତେବେଳେ ଭୋକିଲାକୁ ଖାଦ୍ୟ ଦେଇ ତ କେତେବେଳେ ମହିଳାଙ୍କ ସୁରକ୍ଷା ପାଇଁ ସି ଟିମ ଗଠନ କରି । ହେଲେ ସେ ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଭୁବୁନି ପଞ୍ଚାୟତର ପାହାଡିଆ ଏକ ଆଦିବାସୀ ଅଧ୍ୟୁଷିତ
Read More...

ସୁବର୍ଣ୍ଣପୁର ଜିଲ୍ଲା : କରୋନାମୁକ୍ତର ୨୪ଘଣ୍ଟା ପରେ ପୁଣି ୨ଆକ୍ରାନ୍ତ

ସୋନପୁର : ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ୨୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବାର ୨୪ଘଣ୍ଟା ପରେ ପୁଣି ୨ଜଣ ଙ୍କ ଆକ୍ରାନ୍ତ ଖବର ଜନସାଧାରଣ ରେ ନୈରାଶ୍ୟ ଖେଳେଇଦେଇଛି । ଆଜି ପର୍ଯ୍ୟନ୍ତ ଜିଲ୍ଲାର ବୀରମହାରାଜପୁର ବ୍ଲକ କରୋନା ମୁକ୍ତ ଥିବାବେଳେ ଗତକାଲି ର ଆକ୍ରାନ୍ତ ଲିଷ୍ଟରେ ଜଣେ
Read More...

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ସଂଯୁକ୍ତା ନାୟକଙ୍କୁ ନିଯୁ୍‌କ୍ତି, ବିଭିନ୍ନ ମହଲରେ ସ୍ୱାଗତ

ବୌଦ୍ଧ : ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ପଦାଧିକାରୀ ଓ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଛି । ଏଥିରେ ବୌଦ୍ଧ ଜିଲ୍ଲାରୁ ବୌଦ୍ଧଗଡ ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକଙ୍କ ନୂତନ ଭାବେ ରାଜ୍ୟ
Read More...

୩ ନମ୍ବରରେ ବ୍ୟାଟିଂ କରିଥିଲେ ଅନେକ ରେକଡର଼୍ କରିପାରିଥାନ୍ତେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଜଗତର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ମହେନ୍ଦ୍ର ସିଂହ ଧୋନୀ ଜଣେ । ସେ ନିଜର ଚତୁରତା ଓ ଦକ୍ଷତା ନେଇ ସବୁବେଳେ ପ୍ରଶଂସାର ପାତ୍ର ହୋଇଥାନ୍ତି । ଧୋନୀଙ୍କ ଅଧିନାୟକତ୍ୱ ସମୟରେ ଭାରତ ଟେଷ୍ଟରେ ୧ ନମ୍ବର, ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ(୨୦୦୭), ଦିନିକିଆ
Read More...

ଦେବନଗରୀ ଲିପିରେ ସମ୍ବଲପୁରୀ ପତ୍ରିକା ଭାରତୀ ଉନ୍ମୋଚିତ, ପଶ୍ଚିମାଞ୍ଚଳ ଏକତା ମଞ୍ଚର ଏକ ଭିନ୍ନ ଉଦ୍ୟମ

ସମ୍ବଲପୁର : ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରପ୍ରସାର ଦିଗରେ ୨୦୧୬ ମସିହାରୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପଶ୍ଚିମାଞ୍ଚଳ ଏକତା ମଞ୍ଚ ପୁଣି ଏକ ନୂଆ ଉଦ୍ୟମ କରିଛି । ସମ୍ବଲପୁରୀ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାପାଇଁ ଆନ୍ଦୋଳନ ଚାଲିଛି । ତେବେ ଓଡିଆ
Read More...