Monthly Archives

June 2020

ଆଉ ଜଣେ ପଜିଟିଭ ଚିହ୍ନଟ ସହିତ ସମ୍ବଲପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଛୁଇଁଲା

ସମ୍ବଲପୁର :ଆଜି ଆଉଜଣେ ୩୨ବର୍ଷୀୟ ପୁରୁଷ ପଜିଟିଭ ଚିହ୍ନଟ ହେବା ସହିତ ସମ୍ବଲପୁର ଜିଲ୍ଲାରେ ମୋଟ ସଂଖ୍ୟା୨୪ରେ ପହଞ୍ଚିଛି । ଏହି ଜଣକ ଦିଲ୍ଲୀରୁ ଏଠାକୁ ଆସିବା ପରଠାରୁ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ତାଙ୍କୁ ଅନୁଧ୍ୟାନ ପାଇଁ ରଖାଯାଇଥିଲା ଓ ସ୍ୱାବ ପରୀକ୍ଷାରେ ପଜିଟିଭ ବାହାରିବାରୁ
Read More...

ବୌଦ୍ଧ: ଡାକ୍ତରଙ୍କ ରିପୋର୍ଟ ନେଗେଟିଭ ଆସିବାପରେ ଲୋକେ ଆଶ୍ୱସ୍ତ

ବୌଦ୍ଧ : ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଖମାରସାହିର କରୋନା ଆକ୍ରାନ୍ତକୁ ଚିକିତ୍ସା କରିଥିବା ଡାକ୍ତରଙ୍କ ସ୍ୱାବ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବାପରେ ତାଙ୍କଠାରେ ଚିକିତ୍ସିତ ହୋଇଥିବା ରୋଗୀମାନେ ଆଶ୍ୱସ୍ତ ଲାଭ କରିଛନ୍ତି । ଡାକ୍ତରଙ୍କୁ ପ୍ରାୟ ସପ୍ତାହେ ହେଲା ହୋମ
Read More...

ବେଦାନ୍ତ ଦ୍ୱାରା ଏହାର କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନିତ : କୋଭିଡ ରିଲିଫ ପ୍ରୟାସରେ ସେମାନଙ୍କର ଅବଦାନ ପାଇଁ ୨୨ଟି…

ଭୁବନେଶ୍ୱର : ଦେଶର ୭ଟି ସ୍ଥାନରେ କରୋନା ମୁକାବିଲା ପରିପ୍ରେକ୍ଷୀରେ ଉନ୍ନତମାନର ପଦକ୍ଷେପ ନେଇଥିବା କୋଭିଡ ଯୋଦ୍ଧାମାନଙ୍କୁ ସ୍ୱୀକୃତି ଏବଂ ଉତ୍ସାହିତ କରିବା ପାଇଁ ବେଦାନ୍ତ ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲ, ବେଦାନ୍ତ କେୟାର୍ସ ନାମ୍ନୀ ଏକ ଡିଜିଟାଲ ପଦକ୍ଷେପ ନେଇଛନ୍ତି । ବେଦାନ୍ତର
Read More...

କୋଭିଡ଼ ଯୋଦ୍ଧାଙ୍କୁ ବେଦାନ୍ତ ପକ୍ଷରୁ ସମ୍ମାନ

ଭୁବନେଶ୍ୱର : ବେଦାନ୍ତ କେୟାରସ ଓ ପ୍ରଥମ ଇ-ଟାଉନହଲ ପକ୍ଷରୁ ଗୋଷ୍ଠୀ ସହଯୋଗରେ କଂପାନୀ ସହ ୭ଟି ସ୍ଥାନରେ ସହଭାଗିତା କରିଥିବା କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ କାର୍ଯ୍ୟ ପ୍ରତି ସ୍ୱୀକୃତି ଜଣାଇବା ଉଦ୍ଦେଶ୍ୟରେ ବେଦାନ୍ତ ଚେୟାରମ୍ୟାନଙ୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି
Read More...

ରାଜ୍ୟରେ ପୁଣି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା ୪୦୫୫କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଆଉ ୧୪୬କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୫୫ରେ ପହଞ୍ଚିିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା
Read More...

ବୌଦ୍ଧ ଜିଲ୍ଲାରେ ପଙ୍ଗପାଳ !

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପଙ୍ଗପାଳ ମାନେ ପହଞ୍ଚି ଯାଇଥିବା ନେଇ ଜନସାଧାରଣରେ ଆଲୋଚନା ହେଉଛି । ସାମାଜିକ ଗଣମାଧ୍ୟମରେ ପଙ୍ଗପାଳମାନଙ୍କ ଫଟୋ ଭାଇରାଲ୍ ହେଉଛି । ବଡ଼ ବଡ଼ ଦଳରେ ନ ଆସି ବିକ୍ଷିପ୍ତ ଭାବରେ ଛୋଟ ଛୋଟ ଦଳରେ ଆସି ଅନେକ ସ୍ଥାନରେ ପହଞ୍ଚି ଥିବା ଶୁଣିବାକୁ ମିଳେ । କୃଷି ବିଭାଗ
Read More...

ବୌଦ୍ଧରେ ରଥଯାତ୍ରା ହେବ ତ ! ଆଶା ଓ ଆଶଙ୍କା ମଧ୍ୟରେ ରଥ ମରାମତି ଆରମ୍ଭ

ବୌଦ୍ଧ:- ପ୍ରାଚୀନ ଗଡଜାତ ରାଜ୍ୟ ବୌଦ୍ଧର ରାଜଧାନୀ ବୌଦ୍ଧ ସହରରେ ୪ଶହ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରାଜୁଡା ସମୟରୁ ରଥଯାତ୍ରା ଅନୁଷ୍ଠିତ ହୋଇଆସିଛି । ଦେଶ ସ୍ୱାଧୀନତା ପରେ ସରକାରଙ୍କ ପ୍ରତ୍ୟକ୍ଷ ପରିଚାଳିତ ବୌଦ୍ଧସହର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଚଳିତବର୍ଷ
Read More...

ବନ୍ଦେ ଉତ୍କଳ ଜନନୀକୁ ବିରୋଧ

ବୌଦ୍ଧ: ବନ୍ଦେ ଉତ୍କଳ ଜନନୀକୁ ପ୍ରାଦେଶିକ ସଙ୍ଗୀତ ଭାବରେ କ୍ୟାବିନେଟରେ ମଞ୍ଜୁରୀ ମିଳିବାପରେ ସାରା ପଶ୍ଚିମ ଓଡିଶାରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳୁଛି । ସେହି କ୍ରମରେ କୋଶଲ ରାଜ୍ୟ ସମନ୍ୱୟ ସମିତି ବୌଦ୍ଧଜିଲ୍ଲା ପକ୍ଷରୁ ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଗତକାଲି ମନମୁଣ୍ଡା
Read More...

ବିଶ୍ବ ରକ୍ତଦାନ ଦିବସ ଅବସରରେ ରକ୍ତଦାନ ଶିବିର

ବିଶ୍ବ ରକ୍ତଦାନ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାତା ସଙ୍ଘ ସୁବର୍ଣପୁର ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତରଫରୁ ଆୟୋଜିତ ଏହି ଶିବିରରେ ପ୍ରାୟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ତା ସହ ଜିଲ୍ଲାରେ ରକ୍ତଦାନ ପରି ମହତ
Read More...

କଳିଙ୍ଗା ଘାଟିରେ ଡକାୟତି ଘଟଣାରେ ତିନିଜଣ ଡକାୟତ ଗିରଫ

ବାଲିଗୁଡ଼ା: କଳିଙ୍ଗା ଘାଟିରେ ଡକାୟତି ଘଟଣାରେ ତିନିଜଣ ଡକାୟତଙ୍କୁ ଗିରଫ କଲା ଜି.ଉଦୟଗିରି ପୋଲିସ୍ । ସେମାନଙ୍କ ନିକଟରୁ ନଗଦ ୫୦୦୦ଟଙ୍କା ସହ ୫ଟି ମୋବାଇଲ୍, ଦୁଇଟି ମୋଟରସାଇକେଲ,ଖଣ୍ଡା,କାତି ଓ ଲାଠି ଜବତ କରିଛି ପୋଲିସ୍ । ଗିରଫ ସମସ୍ତ ଡକାୟତ ଜି.ଉଦୟଗିରି ଥାନା କଳିଙ୍ଗା ଗ୍ରାମ ଅଞ୍ଚଳର
Read More...