Monthly Archives

June 2020

୮ବର୍ଷ ହେଲା କାମକରି ମନରେଗା ମଜୁରି ପାଇନାହାନ୍ତି ଶ୍ରମିକ

ବୌଦ୍ଧ: ଗ୍ରାମାଞ୍ଚଳର ଗରିବ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିପାଇଁ କେନ୍ଦ୍ରସରକାର ମନରେଗା ଯୋଜନା କରିଛନ୍ତି ମାତ୍ର ୮ବର୍ଷ ହେଲା ଶ୍ରମିକ କାମକରି ଆଜିଯାଏଁ ମଜୁରୀ ମିଳିନଥିବା ଭଳି ଏକ ଘଟଣା ଏବେ ଲୋକଲୋଚନକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ବଘିଆପଡା
Read More...

ଭି.ଏସ୍.ଏସ୍ ନଗରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭିଏସସନଗରସ୍ଥିତ ମା' ତାରିଣୀ ମନ୍ଦିର ପରିସରରେ ଯୁବ ନେତା ଡଃ ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ୱାର୍ଡ଼ ନମ୍ବର ୧୧ ଓ ୧୭ ରେ କୋବିଦ୍-୧୯ ସମୟରେ କାମକରୁଥିବା ସମସ୍ତ ୨୦ ଜଣ ସ୍ଵଚ୍ଛାଗ୍ରହି ଓ ସ୍ୱଚ୍ଛସାଥୀମାନଙ୍କୁ ଟିମ୍ #ପ୍ରକାଶତ୍ରିପାଠୀ ଓ #ଜୟମା ୟୁଥ୍_କ୍ଲବ୍ ତରଫରୁ ମାନପତ୍ର ,
Read More...

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ ଓ ବିଏମସି କର୍ମଚାରୀଙ୍କୁ ମାସ୍କ ସହିତ ବସ୍ତ୍ର ବଣ୍ଟନ

ଭୁବନେଶ୍ୱର : କରୋନା ମୁକାବିଲା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ପରିବାରର ମୋହମାୟା ଛାଡି ଯେଉଁମାନେ ଜନସାଧାରଣଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି ସେମାନେ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା ବୋଲି ରାଜ୍ୟ ସାଧାରଣ ସମ୍ପାଦିକା (ମହିଳା ବିଜୁ ଜନତା ଦଳ ଓଡ଼ିଶା)ର ସୁଜାତା ଜେନା
Read More...

ରେକର୍ଡ : ରାଜ୍ୟରେ ଦିନକରେ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । ଶନିବାର ଦିନ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୯୨ ଜଣ ଥିବା ବେଳେ ଗଞ୍ଜାମ
Read More...

ଭାରତରେ ସ୍ଥିତି ଅଣାୟତ୍ତ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଭୟଙ୍କର ଭାବେ ବଢ଼ିବାରେ ଲାଗିଛି । ଭାରତର ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଚିନ୍ତାର କାରଣ ହୋଇଛି । ପ୍ରଭାବିତ ଦେଶ ତାଲିକାରେ ଭାରତ ଏବେ ଚତୁର୍ଥ ସ୍ଥାନରେ ରହିଛି । ୱାଲ୍ଡୋମିଟର ତଥ୍ୟରୁ ଏହା ଜଣାପଡ଼ିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା
Read More...

ସ୍ୱାସ୍ଥ୍ୟକର୍ମୀ ସଂକ୍ରମଣ ନେଇ ସୁପ୍ରିମ୍‌କୋର୍ଟଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟକର୍ମୀମାନେ ଆକ୍ରାନ୍ତ ହେଉଥିବାରୁ ତାହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ସମଗ୍ର ଦେଶରେ ଶତାଧିକ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଛନ୍ତି । ସୁପ୍ରିମ୍‌କୋର୍ଟ ଏଥିନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ।
Read More...

ଶେଷ ହୋଇନି କରୋନା ଯୁଦ୍ଧ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲକଡାଉନ ସମୟରେ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକମାନେ ଓଡିଶା ଦେଇ ଯାତାୟତ କରୁଥିବା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିରୋ ୱାକିଂ ଓଡିଶା ପୋଲିସି ନୀତି କାର୍ଯ୍ୟକାରୀ ପୁଲିସ ଯେଉଁଭଳି ଭାବରେ କରିଥିଲା ତାହା ଅତ୍ୟନ୍ତ ପ୍ରଶଂସନୀୟ । ଉତ୍ତମ ସମନ୍ୱୟ ରଖି ମାନବୀୟ ସେବା ପୁଲିସ
Read More...

ସମବାୟ ଉପ ସହକାରୀ ନିବନ୍ଧକଙ୍କୁ ବିଦାୟ ସମ୍ବର୍ଦ୍ଧନା

ବୌଦ୍ଧ: ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, ବୌଦ୍ଧଙ୍କ କାର୍ଯ୍ୟାଳୟର ଉପ ସହକାରୀ ନିବନ୍ଧକ ପାଣୁଚରଣ ସାହୁଙ୍କୁ ଗତକାଲି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ସାହୁଙ୍କ ସୋନପୁର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିବାରୁ ବୌଦ୍ଧ ଜିଲ୍ଲାର ସମସ୍ତ ପୋକ୍ସର ସଂପାଦକମାନେ ଓ
Read More...

ଭାରତର ଜିମ୍ବାୱେ ଗସ୍ତ ବାତିଲ୍‌

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଯୋଗୁଁ ଭାରତର ଜିମ୍ବାୱେ ଗସ୍ତକୁ ବିସିସିଆଇ ବାତିଲ୍ କରିଛି । ଆଜି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । କରୋନା ସଂକ୍ରମଣ ପାଇଁ କ୍ରିକେଟରମାନଙ୍କର ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ମଧ୍ୟ ଅନୁମତି ମିଳିନାହିଁ । ଶ୍ରୀଲଙ୍କା କ୍ରିକେଟ୍ ଦିନକ
Read More...

ରାଜ୍ୟପାଳଙ୍କୁ ପଶ୍ଚିମାଞ୍ଚଳ ଏକତାମଞ୍ଚର ଦାବିପତ୍ର : ରାଜ୍ୟରେ ମାସ୍କକିଣା ଓ ଭିମସାରରେ ଏମଆରଆଇ ମିଥ୍ୟାବିଲ…

ସମ୍ବଲପୁର:ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ ହୋଇଥିବା ଦୁଇଟି ମହାଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ଦାବି କଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ । ମାସ୍କକିଣା ଦୁର୍ନୀତିର ପର୍ଦ୍ଦାଫାସ ହେବାର ଏତିକି ଦିନ ପରେ ମଧ୍ୟ ସରକାର ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରାଯାଇଛି । ଭିମସାରରେ ଏମଆରଆଇର ମିଥ୍ୟା
Read More...