Monthly Archives

June 2020

ସମ୍ବଲପୁର ଜିଲ୍ଲାରେ ଆଜି ୫ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଆଜି ୫ଟା ନୂଆ ପଜିଟିଭ ମାମଲା ସହିତ ମୋଟ ସଂଖ୍ୟା ୨୩ରେ ପହଞ୍ଚିଲା । ଇତିମଧ୍ୟରେ ୧୮ଜଣ ସୁସ୍ଥହୋଇ ଘରକୁ ଫେରିବା ସହିତ ଆଉ ୭ଜଣ ଚିକିତ୍ସାରେ ରହିଛନ୍ତି । ଆଜିର ୫ଟି ନୂଆ ମାମଲା ମଧ୍ୟରୁ ଜଣେ ୨୧ବର୍ଷୀୟା ମହିଳା ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ହୋମ
Read More...

ଗଜପତିରେ ପୁଣି ୫ଟି କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା

ପାରଳାଖେମୁଣ୍ଡି: ଗଜପତିରେ ପୁଣି ୫ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ମହାରାଷ୍ଟ୍ର ଫେରନ୍ତା ଥିବା ବେଳେ, ଜଣେ ଆନ୍ଧ୍ର ପ୍ରଦେଶରୁ ଫେରନ୍ତା ଅଟନ୍ତି । ସେମାନେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ
Read More...

ଗଜପତି ଜିଲ୍ଲାପାଳଙ୍କ “ସଂପୂର୍ଣ୍ଣ ମାସ୍କ ଗ୍ରାମ’ ପରିଦର୍ଶନ

କରୋନାରୁ ନିଜକୁ ଦୂରେଇବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ହୋଇଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଏହାକୁ ଜିଲ୍ଲାର ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଏକ ଯୋଜନା କରିଛନ୍ତି । ଯାହାର ନାମ ସଂପୂର୍ଣ୍ଣ ମାସ୍କ ଗ୍ରାମ ଅଭିଯାନ । ଜିଲ୍ଲାପାଳଙ୍କ ନେତୃତ୍ୱରେ ଓଡ଼ିଶା ଜୀବିକା ମିଶନ ଏବଂ ମିଶନ
Read More...

ଜେମାର ପରିବାର କୁ ସହାୟତାର ହାତ ବଢାଇଲା ସମର୍ପିତ ଓଡିଶା

କିଛିଦିନ ତଳେ ଗଣମାଧ୍ୟମ ରେ ବାପା ମା ଛେଉଣ୍ଡ ଜେମା ଛତର ବିଷୟରେ ଖବର ପ୍ରକାଶ ପାଇଥିଲା। କିପରି ଚିଙ୍ଗୁଡ଼ି କମ୍ପାନୀ ରେ କାମ କରି ସେ ନିଜେ ଓ ତାର ଦୁଇ ଭାଇଙ୍କୁ ଅଳ୍ପ କିଛି ଟଙ୍କା ପାରିଶ୍ରମିକ ରେ ଚଳାଉଥିଲା।ପେଟରେ ତାର ଟ୍ୟୁମର ଥିଲା, ଏବଂ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ
Read More...

ଗ୍ରାମର ସବୁ ନଳକୂଅ ଅଚଳ, ପାଣି ପାଇଁ ଲୋକେ ଡହଳବିକଳ

ବୌଦ୍ଧ,: ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ବରଗୋଚ୍ଛା ପଞ୍ଚାୟତ ଅନ୍ତର୍ଗତ ମଲ୍ଲିକପଡା ଗ୍ରାମରେ ସପ୍ତାହେ ହେଲା ସମସ୍ତ ନଳକୂଅ ଅଚଳ ହୋଇଯାଇଥିବା ସୂଚନା ମିଳିଛି । ମଲ୍ଲିକପଡାର ବହିରାସାହି, ହରିଜନପଡା ଓ କନ୍ଧପଡାରେ ଗୋଟିଏ ଲେଖାଏଁ ମୋଟ ୩ଗୋଟି ନଳକୂଅ ରହିଛି । ଗତ ସପ୍ତାହେ ହେଲା ଗୋଟିଏ ପରେ
Read More...

ଟ୍ରାନ୍ସଫର୍ମର ବୋଝେଇ ଟ୍ରକ ଦୁର୍ଘଟଣା

ବୌଦ୍ଧ: ଗତ ବିଳମ୍ବିତ ରାତ୍ରୀରେ ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଥାନା ସାହାଜପାଲ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତ୍ରୀରେ ଗୋଟିଏ ୧୧୦୯ ଟ୍ରକ ବିଦ୍ୟୁତ ଟ୍ରାନ୍ସଫର୍ମର ବୋଝେଇ କରି
Read More...

ଦୋଷୀ ବୁଲୁଛି କିନ୍ତୁ ମୁଲିଆମାନେ ଜେଲ୍ ଗଲେ

ବୌଦ୍ଧ: ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ୭ଖଣ୍ଡ ଜଙ୍ଗଲରୁ ବିଦ୍ୟୁତ ବିଭାଗ ଠିକାସଂସ୍ଥା ଦ୍ୱାରା ମୂଲ୍ୟବାନ ୨୩୭ଟି ଗଛକଟା ମାମଲାରେ ବନବିଭାଗ ଅଜବ ନିଷ୍ପତ୍ତି ନେଇଛି । ଠିକାସଂସ୍ଥାର ଅଧିକାରୀ କିମ୍ବା ବିଦ୍ୟୁତ ବିଭାଗ କର୍ମକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ଗଛକଟା
Read More...

କରୋନା ମହାମାରୀ ସମୟରେ ମହା ଦୁର୍ନୀତିର ତଦନ୍ତ ପାଇଁ କଂଗ୍ରେସ ପକ୍ଷରୁ ଦାବିପତ୍ର

ଫୁଲବାଣୀ:କରୋନା ମହାମାରୀ ସମୟରେ ରାଜ୍ୟ ସରକାର ଔଷଧ ନିଗମର କୋଟି କୋଟି ଟଙ୍କାର ମାସ୍କ କ୍ରୟର ମହା ଦୁର୍ନୀତି ହୋଇଥିବାରୁ ବିରୋଧ କରି ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବହିଷ୍କାର ଓ ମାସ୍କ ଦୁର୍ନୀତିର ନିରପେକ୍ଷ ତଦନ୍ତ ପାଇଁ କନ୍ଧମାଳ
Read More...

ସାମାଜିକ ଦୂରତା ଆଉ ମାନୁ ନାହାନ୍ତି ଲୋକେ

ଫୁଲବାଣୀ:ସ୍ଥାନୀୟ ଫୁଲବାଣୀ ଜଗନ୍ନାଥ ମାର୍କେଟ ଠାରେ ଅବସ୍ଥିତ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଗରେ ପ୍ରବଳ ଭିଡ଼ ଜମୁଛି ସେଠି କେହିହେଲେ ସାମାଜିକ ଦୂରତା ମାନୁନାହାନ୍ତି ।ଏଥି ପ୍ରତି ବେଙ୍କ କର୍ମଚାରୀ ଦେଖି ନଦେଖିଲା ପରି ରହିଯାଉଛନ୍ତି।ମୁଖ୍ୟ ରାସ୍ତାରେ ଏତେ ମାତ୍ରାରେ ଗାଡି ରହୁଛି ଯେ
Read More...

ରାଜ୍ୟରେ ପୁଣି ୧୧୨ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ପୁଣି ୧୧୨ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୮୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...