Monthly Archives

June 2020

ବୌଦ୍ଧରେ ଆଉ 3 ପ୍ରବାସୀ ଶ୍ରମିକ କରୋନା ଆକ୍ରାନ୍ତ

ବୌଦ୍ଧ - ବୌଦ୍ଧ ଜିଲ୍ଲାରେ ଆଉ 3 ଜଣ ପ୍ରବାସୀ ଶ୍ରମିକଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ଆଜି ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି l ହରଭଙ୍ଗା ବ୍ଲକ୍ ବନ୍ଧାପଥର ଗ୍ରାମ ପଂଚାୟତର କ୍ବାରେଣ୍ଟାଇନ୍ ସେଣ୍ଟର୍ ରେ ଥିବା 3 ପ୍ରବାସୀ ଶ୍ରମିକଙ୍କ ନିକଟରେ କରୋନା ପଜିଟିଭ ଆସିବା ପରେ
Read More...

ଓଡିଶା ଛୁଇଁଲା ମୌସୁମୀ : ରାଜ୍ୟର ଅଧିକ ସ୍ଥାନରେ ବର୍ଷା ଆରମ୍ଭ

ଭୁବନେଶ୍ୱର : ଶେଷରେ ପୂର୍ବ ଆକଳନ ଅନୁଯାୟୀ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଛି । ଭାରତୀୟ ପାଣିପାଗ ବିଭଗ ପକ୍ଷରୁ ଏ ନେଇ ତାଜା ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଆଜି ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଭାରତୀୟ ପାଣିପାଗ ବିଭାଗ ଜୁନ୍
Read More...

ଡିଏଲ୍ ଓ ଏଲ୍‌ଏଲ୍ ବୁକିଂ ବାତିଲ୍‌

ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂକୁ ବାତିଲ କରିଛନ୍ତି । ଡ୍ରାଇଭର ଓ ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୧୮ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଅବଧି ସରୁଥିଲେ ସ୍ଲଟ କାଏମ୍ ରହିବ । ପରିବହନ ବିଭାଗର ସାରଥୀ
Read More...

ରଜ ପାଇଁ କର୍ଫ୍ୟୁ ହେଲେ କୋହଳ

ଭୁବନେଶ୍ୱର : ଓଡିଶାର ଗଣପର୍ବ ରଜ ଉତ୍ସବ ଆଉ ଦୁଇଦିନ ବାକି ଅଛି । ଏହାକୁ ଦେଖି ସ୍ୱତନ୍ତ୍ର ରିଲିଫ କମିଶନର ଆସନ୍ତାକାଲି ୧୨ ତାରିଖ ସଂଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ କର୍ଫ୍ୟୁ ଲାଗିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରବିବାର ପହିଲା ରଜ ଥିବା ବେଳେ ଶନିବାର ଓ ରବିବାର
Read More...

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ସାବିତ୍ରୀ ରଥ

କଟକ : ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ସାବିତ୍ରୀ ରଥ ଶପଥ ଗ୍ରହଣ କରିଛନ୍ତି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ ଶ୍ରୀମତି ରଥଙ୍କୁ ପ୍ରଶାସନିକ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଓଡିଶା ହାଇକୋର୍ଟ ପରିସରରେ ନିରାଡମ୍ବର ଭାବେ ଆୟୋଜିତ ଉତ୍ସବରେ କୋଭିଡ
Read More...

କରୋନା ସଙ୍କଟରୁ ଅନେକ ଶିକ୍ଷା ମିଳିଛି

ବେଙ୍ଗାଲୁର : କରୋନା ଭାଇରସ ସଂକ୍ରମଣ ସଂକଟରୁ ଆମକୁ ଅନେକ ଶିକ୍ଷା ମିଳିଛି । ସଂକଟକୁ କିପରି ସୁଯୋଗରେ ପରିଣତ କରାଯାଇପାରିବ ତାହା ଏହି ପରିସ୍ଥିତି ଆମକୁ ଶିଖାଇଛି । ଦେଶର ନାଗରିକମାନେ ମଧ୍ୟ ସମସ୍ୟାକୁ ସୁଯୋଗରେ ପରିଣତ କରିବା ଲାଗି ପ୍ରତିଜ୍ଞାବଦ୍ଧ ଥିବା ଲକ୍ଷ୍ୟ କରାଯାଉଛି । ଏହି
Read More...

ସଂରକ୍ଷଣ ମୌଳିକ ଅଧିକାର ନୁହେଁ

ନୂଆଦିଲ୍ଲୀ : ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ଗୁରୁବାର ଏକ ଅତି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସଂରକ୍ଷଣ ଏକ ମୌଳିକ ବା ଜନ୍ମସିଦ୍ଧ ଅଧିକାର ନୁହେଁ । ସଂରକ୍ଷଣକୁ ନେଇ ଯେଭଳି ଅବଧାରଣା କରାଯାଉଛି, ତାହା ଠିକ୍ ନୁହେଁ ବୋଲି କୋର୍ଟ କହିଛନ୍ତି । ତାମିଲନାଡୁରେ ମେଡ଼ିକାଲ
Read More...

ଆଶୁତୋଷ ମିଶ୍ର ଓଡିଶୀ କଣ୍ଠ ସଙ୍ଗୀତ ପ୍ରତିଯୋଗିତାରେ ପୁରସ୍କୃତ

ଗତ 29 ତାରିଖ ଠାରୁ 5 ତାରିଖ ପର୍ଯ୍ୟନ୍ତ"ଆଳାପ" ସଙ୍ଗୀତ ଅନୁଷ୍ଠାନ ଭୁବନେଶ୍ୱର ଦ୍ଵାରା ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସ୍ତରୀୟ ଓଡିଶୀ ରାଗ କଣ୍ଠ ସଙ୍ଗୀତ 2020 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପ୍ରତିଯୋଗିତାରେ ସ୍ଥାନୀୟ ଯୁବ କଣ୍ଠଶିଳ୍ପୀ ତଥା ଗୁରୁ ରଘୁନାଥ
Read More...

ଘରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ : ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅଂଚଳରୁ ୧ କ୍ୱିଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ପୁଲିସ ଜବତ କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଆମ୍ବଝରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଟଳିପଡା ଗ୍ରାମର ଉମେଶ ନାୟକଙ୍କ ଘରେ କିଛି ଗଞ୍ଜେଇ ବାହାରକୁ ଚାଲାଣ ପାଇଁ ଗଚ୍ଛିତ ଥିବା ଖବର
Read More...

ଖୁବ୍‌ଶୀଘ୍ର ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ !

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପ୍ରଶଂସକ ଶୀଘ୍ର ନିଜ ପସନ୍ଦର ଖେଳାଳିଙ୍କୁ ପୁଣି ଥରେ ପଡିଆରେ ଖେଳୁଥିବା ଦେଖିବାକୁ ପାଇବେ । ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ଦଳ ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ କରିବ । ଏହି ଗସ୍ତରେ ଦଳ ସୀମିତ ଓଭର ଶୃଙ୍ଖଳା ଖେଳିବ । ସଂପ୍ରତି କରୋନା ଭାଇରସ୍ କାରଣରୁ
Read More...