Monthly Archives

June 2020

ଭି.ଏସ୍.ଏସ୍ ନଗରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କୋଭିଡ-୧୯ ବର୍ତ୍ତମାନ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି l ଏହି ମୁହୂର୍ତ୍ତରେ ସାଧାରଣ ଲୋକଙ୍କର ଜୀବନ ବଞ୍ଚଇବାକୁ କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ କରୋନାର ମୁକାବିଲା ପାଇଁ ଆଗେଇ ଆସିଛନ୍ତି l ଯେଉଁ ମାନଙ୍କୁ ସମଗ୍ର ବିଶ୍ୱ ଆଜି କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ
Read More...

କିସ୍‍ ରେ ଆରମ୍ଭ ହେଲା ଇ-ଲର୍ଣ୍ଣିଂ କ୍ଲାସ୍‍ : ୩୦ ହଜାର ପିଲାଙ୍କ ଘରେ ପହଞ୍ଚିଲା ଶିକ୍ଷାଦାନ

ଭୁବନେଶ୍ୱର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍(କିିସ୍‍) ଉଦ୍ୟମରେ ଏବଂ କଳିଙ୍ଗ ଟିଭି ପ୍ରୟାସରେ କିସ୍‍ ଇ-ଲର୍ଣ୍ଣିଂ କ୍ଲାସ କାର୍ଯ୍ୟକ୍ରମ ବୁଧବାର କିସ୍‍ରେ ଉଦ୍‍ଘାଟିତ ହୋଇଯାଇଛି । କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ
Read More...

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପାଟଣାଗଡ଼ ଡିଏଫ୍‌ଓ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ କେନ୍ଦୁପତ୍ର ବିଭାଗର ଡିଏଫଓ ପ୍ରଣବ ମହାନ୍ତି ଓ ଡେପୁଟି ରେଞ୍ଜର ଅଫିସ୍ ଓ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ କରିଥିଲେ । ଡିଏଫ୍‌ଓ ପ୍ରଣବ ମହାନ୍ତି ରେଞ୍ଜର ଜଗନ୍ନାଥ ଦାସଙ୍କୁ ୧ ଲକ୍ଷ ୬୭ହଜାର ଟଙ୍କା ପିସି ମାଗିଥିଲେ । ଡେପୁଟି ରେଞ୍ଜର ଚିତ୍ତରଞ୍ଜନ
Read More...

ଜଙ୍ଗଲ ଉପରେ ଅଧିକାରକୁ ନେଇ ଦୁଇସାହି ମଧ୍ୟରେ ବିବାଦ

ବୌଦ୍ଧ: ବନବିଭାଗର ବୌଦ୍ଧ ରେଞ୍ଜ ବଘିଆପଡା ସେକସନ ଅନ୍ତର୍ଗତ ଏରେଡା ଗ୍ରାମରେ ଥିବା ଗୌଡଦେଇ ଜଙ୍ଗଲ ଉପରେ ଅଧିକାରକୁ ନେଇ ଗ୍ରାମର ଦୁଇସାହି ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି । ବୌଦ୍ଧବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତର ଏକ ୱାର୍ଡ ହେଉଛି ଏରେଡା । ତଳ ଏରେଡା ଓ ଉପର ଏରେଡା ନାମରେ ଗ୍ରାମର
Read More...

ଗଜପତିରେ ପୁଣି ୧୧ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।୧୦ ଜଣ ମହାରାଷ୍ଟ୍ରରୁ ଓ ଜଣେ ତାମିଲନାଡୁ ଫେରନ୍ତା ଅଟନ୍ତି । ସେମାନେ ସମସ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସେଠାରୁ ସେମାନଙ୍କର ସ୍ୱାବ
Read More...

ମୁଖ୍ୟରାସ୍ତା ପାଲଟିଛି କୃତ୍ରିମ ହ୍ରଦ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଫାୟାର ଷ୍ଟେସନ ଛକଠାରୁ ଫରେଷ୍ଟ ଗେଟ ଛକ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମ ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରି ନାହିଁ । ଯାହାଫଳରେ ଜନସାଧାରଣ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୌସୁମୀ ଆଗମନ ପୂର୍ବରୁ
Read More...

ଗାଁକୁ ପଶିଲା କରୋନା, ସଟ୍‌ଡାଉନ ହେଲା ଆକ୍ରାନ୍ତଙ୍କ ଗାଁ

ବୌଦ୍ଧ:ବୌଦ୍ଧଜିଲ୍ଲାରେ ପୂର୍ବରୁ ବାହାରିଥିବା ୩୪ଗୋଟି କରୋନା ପଜିଟିଭ କେବଳ ସଙ୍ଗରୋଧ କେନ୍ଦ୍ରରୁ ହିଁ ହୋଇଥିଲା । ପ୍ରବାସୀ ଶ୍ରମିକ ହିଁ ହୋଇଥିଲେ ଆକ୍ରାନ୍ତ । ଏବେ ପ୍ରଶାସନ ଓ ଜନସାଧାରଣଙ୍କ ଚିନ୍ତା ବଢାଇଛି ୩୫ ନମ୍ବର ପଜିଟିଭ । ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତର ଏହି ୪୫ ବର୍ଷୀୟା
Read More...

ଇଞ୍ଜିନିୟରିଂ ଛାତ୍ରଙ୍କ ନିଆରା ପ୍ରୟାସ ପ୍ରଶାସନ ଶୁଣିଲାନି ! ଗାଁ ଲୋକଙ୍କୁ ନେଇ ତିଆରି କଲେ କାଠ ପୋଲ

ବାଲିଗୁଡ଼ା: ଗାଁ କୁ ନଥିଲା ରାସ୍ତା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲାନି ପ୍ରଶାସନ । ଶେଷରେ ଗାଁ ର ଜଣେ ଆଦିବାସୀ ଯୁବକ ସିଭିଲ୍ ଇଞ୍ଜିନିୟର ଛାତ୍ରଙ୍କ ବୁଦ୍ଧି ବଳରେ ଗାଁ ଲୋକେ ତିଆରି କରିଛନ୍ତି କାଠ ପୋଲ ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କନ୍ଧମାଳ ଜିଲ୍ଲା କୁ.ନୂଆଗାଁ
Read More...

ରାଜ୍ୟରେ ପୁଣି ୧୧୦ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ରାଜ୍ୟରେ ପୁଣି ୧୧୦ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୦ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ପ୍ରଖ୍ୟାତ ନ୍ୟୁରୋ ସର୍ଜନ ସନାତନ ରଥଙ୍କ ପରଲୋକ

କଟକ:ଦେଶର ସୁନାମଧନ୍ୟ ପ୍ରଖ୍ୟାତ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା । ପ୍ରଫେସର ଡା. ରଥ କଟକ ତୁଳସୀପୁରସ୍ଥିତ କନିକାଛକ ନିଜ ବାସଭବନରେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ । ଆଜି ସକାଳ ୧୦ଟା ସମୟରେ ତାଙ୍କୁ
Read More...