Monthly Archives

June 2020

ବିନା ପରୀକ୍ଷାରେ ଦଶମ ଶ୍ରେଣୀର ସବୁ ଛାତ୍ରଛାତ୍ରୀ ପାସ୍‌

ଚେନ୍ନାଇ : କରୋନା ସଂକ୍ରମଣ ଯୋଗୁଁ ନାନା ସମସ୍ୟା ସୃଷ୍ଟି ହୋଇଥିବା ବେଳେ କେତେକ ଭଲ ଘଟଣା ମଧ୍ୟ ଘଟୁଛି । କରୋନା ଯୋଗୁଁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାର ଏଭଳି କେତେକ ନିଷ୍ପତ୍ତି ନେଉଛନ୍ତି ଯାହା ଲୋକଙ୍କୁ ଉପକୃତ କରାଉଛି । ତା\'ମଧ୍ୟରୁ ପିଲାଙ୍କ ପରୀକ୍ଷା ସଂକ୍ରାନ୍ତ ନିଷ୍ପତ୍ତି
Read More...

ରସାତଳକୁ ଚାଲିଯିବ ଦେଶର ଅର୍ଥନୀତି

ନୂଆଦିଲ୍ଲୀ: ଆମେରିକାକୁ କରୋନା ଭାଇରସ ଯେପରି ତଳିତଳାନ୍ତ କରିଛି ଭାରତକୁ ମଧ୍ୟ ସେହିଭଳି ଦଶା ଭୋଗିବାକୁ ପଡିବ । ଏହାର ଅର୍ଥନୀତି ଆଗାମୀ ଦିନରେ ରସାତଳକୁ ଚାଲିଯିବ । ଆର୍ଥିକ ସ୍ଥିତି ଏତେ ଖରାପ ହୋଇପଡିବ, ଯାହାକୁ ସ୍ୱାଭାବିକ କରିବା ଲାଗି ବହୁ ବର୍ଷ ଲାଗିଯିବ । ଏଭଳି ସତର୍କବାଣୀ ତଥା
Read More...

ଟି-୨୦ ବିଶ୍ୱକପ୍ ନେଇ ଅବିଳମ୍ବେ ନିଷ୍ପତ୍ତି ନିଆଯାଉ : ବିସିସିଆଇ

ମୁମ୍ବାଇ : କରୋନା ଭାଇରସ ସଂକ୍ରମଣ ଯୋଗୁଁ ଟି-୨୦ ବିଶ୍ୱକପ୍ ହେବାନେଇ ଅନିଶ୍ଚିତତା ଲାଗିରହିଛି । ଏହାକୁ ନେଇ ବିସିସିଆଇ ବ୍ୟସ୍ତ ଓ କ୍ଷୁବ୍ଧ ହୋଇଛି । କାରଣ ଆଇସିସି ନିଷ୍ପତ୍ତି ନେବାରେ ବିଳମ୍ବ କରୁଛି । ବିଳମ୍ବ ଯୋଗୁଁ ଅଂଶଗ୍ରହଣକାରୀ ଦେଶଗୁଡିକର କ୍ରିକେଟ ବୋର୍ଡଙ୍କ ମୁଣ୍ଡବିନ୍ଧା ମଧ୍ୟ
Read More...

ଘରୋଇ ବସ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସମ୍ବଲପୁର:କୋଭିଡ-୧୯ ଯୋଗୁଁ ଗତ ମାର୍ଚ୍ଚ ୨୫ ତାରିଖରୁ ସମଗ୍ର ଦେଶ ଲକଡ଼ାଉନରେ ରହିଛି । ଲକଡାଉନ ଦ୍ୱାରା ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି ରେ ସମାଜର ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି । ବିମାନ ସେବା ଓ ରେଳ ସେବା ଭଳି ସମସ୍ତ ସରକାରୀ ଓ ଘରୋଇ ବସସେବା ମଧ୍ୟ ବନ୍ଦ ରହିଛି ।
Read More...

ପାଣି ପାଇପ୍ ପାଇଁ ଗାତ ଖୋଳା ଯୋଗୁଁ ଅଟକିଲା ଆମ୍ବୁଲାନ୍ସ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ବୃହତ ପାନୀୟ ଜଳ ପ୍ରକଳ୍ପର ପାଇପ୍ ପୋତା ପାଇଁ ଏଲ୍ ଏଣ୍ଡ ଟି ଠିକା ନେଇଥିବା ବେଳେ ରାସ୍ତାବାଟ ଖୋଳି ପକାଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୁଏ । ଏହି କଂପାନୀର ହରକତ ଯୋଗୁଁ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ।
Read More...

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

ବୌଦ୍ଧ:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଚାରିଛକ-ଫୁଲବାଣୀ ଜାତୀୟ ରାଜପଥରେ ଗେଟାମୁଣ୍ଡା ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଏକ କାର୍ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ପିବି୦୩ଏୱାଇ୨୦୧୮ ନମ୍ବର ବିଶିଷ୍ଟ ଏକ କାର୍ ଚାରିଛକ ନିକଟରୁ ପ୍ରାୟ ୩କି.ମି ଦୂରରେ
Read More...

ଅଭିଯୋଗ ଆଣିଲେ ଯୁବତୀ : ସ୍ୱଧାର କେନ୍ଦ୍ରର ଅବ୍ୟବସ୍ଥା ସୁଧୁରିବ କେବେ ?

ବୌଦ୍ଧ:- ବୌଦ୍ଧସହର ଉପକଣ୍ଠ ସରସରା ଗ୍ରାମ ପଞ୍ଚାୟତର ନାରାୟଣପୁର ଗ୍ରାମରେ ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ୱାଶ୍ରୋ ଏକ ସୁଧାର କେନ୍ଦ୍ର ଦୀର୍ଘବର୍ଷ ହେଲା ଚଳାଇଛି । ଅସହାୟ ନିର୍ଯ୍ୟାତିତା ମହିଳାମାନଙ୍କୁ ପ୍ରଶାସନ, ପୋଲିସ ଓ ଅଦାଲତ ନିର୍ଦ୍ଦେଶରେ ଏଠାରେ ସାମୟିକ ଭାବରେ
Read More...

ପଟିଦିଅଁରେ ପୂଜା ପାଇଲେ ତିନି ଠାକୁର

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପଟିଦିଅଁ ରେ ତିନିଠାକୁର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସକାଳେ ଓ ସନ୍ଧ୍ୟାରେ ଠାକୁରଙ୍କ ନୀତିକାନ୍ତି ପୂଜା ଓ ସନ୍ଧ୍ୟା ଆଳତୀ ଦର୍ଶନ ସକାଶେ ସାମାଜିକ ଦୂରତା ରକ୍ଷା କରି ଭକ୍ତ ଠାକୁର ଦର୍ଶନ କରୁଛନ୍ତି। କୋଭିଡ଼
Read More...

ଅସହାୟ ଛାତ୍ରୀଙ୍କୁ ସାହାଯ୍ୟର ହାତ ବଢାଇଲା “ଟିମ୍ ପ୍ରକାଶ ‘

ଜେମାଛତର,୧୫ ବର୍ଷର ଆଦିବାସୀ ବାପାମାଆ ଛେଉଣ୍ଡ ଝିଅଟିଏ ମଞ୍ଚେଶ୍ଵର୍ ଝରଣା ବସ୍ତିରେ ରୁହେ। ସାଙ୍ଗରେ ୧୦ ଓ ୧୨ ବର୍ଷର ଦୁଇ ଭାଇ। ରୋଜଗାର କହିଲେ ଜେମା ଚିଙ୍ଗୁଡ଼ି କମ୍ପାନୀରେ କାମକରି ୨୦୦୦ଟଙ୍କାରେ ତିନି ଜଣ ବଞ୍ଚନ୍ତି। ଜେମା ମାଟ୍ରିକ ପରୀକ୍ଷା ଦେଇଛି। ସାନଭାଇ ମାନେ ପାଠ ପଢୁଛନ୍ତି।
Read More...

ପାରଳାଖେମୁଣ୍ଡିରେ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ସକାଶେ ଚଳିତବର୍ଷ ରଥ କାର୍ଯ୍ୟ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ୱଳ୍ପସଂଖ୍ୟକ କାରୀଗରଙ୍କୁ ଧରି ରଥ ନିର୍ମାଣ ଚାଲିଥିଲା । ତେବେ ଚଳିତ ବର୍ଷ ତିନୋଟି ରଥ ବଦଳରେ ଗୋଟିଏ ରଥ ନିର୍ମାଣ କରାଯାଇଛି।ଗୋଟିଏ ରଥରେ ତିନି
Read More...