Monthly Archives

June 2020

ରାଜ୍ୟରେ ପୁଣି ୧୩୮ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ପୁଣି ୧୩୮ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୯୪ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ଟ୍ରକ୍ ପଛରେ ପିଟିଲା ଅଟୋ, ଡ୍ରାଇଭର ଗୁରୁତର

ବୌଦ୍ଧ : ଆଜି ଅପରାହ୍ନ ପ୍ରାୟ ୫.୩୦ ମିନିଟ ସମୟରେ ଜାତୀୟ ରାଜପଥ ନଂ ୫୭ର ପୁରୁଣାକଟକ ଥାନା ଦିଗସିରା ବୁଲାଣି ନିକଟରେ ଟ୍ରକକୁ ପଛରୁ ଧକ୍କା ଦେଇ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀବାହୀ ଅଟୋଟି ବୌଦ୍ଧରୁ କନ୍ଧମାଳ ଜିଲ୍ଲା ସୁଡ୍ରୁକୁମ୍ପା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।
Read More...

ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଫୁଲବାଣୀ:ଫୁଲବାଣୀ ଟାଉନ ଥାନାରେ ନୁତନ ଥାନା ଅଧିକାରୀ ଭାବେ ଶ୍ରୀ ସୁଶାନ୍ତ କୁମାର ସେଠୀ ଶନିବାର ଦିନ ଦାୟିତ୍ୱ ବହନ କରିଛନ୍ତି।ଏହା ପୂର୍ବରୁ ସେ କଣ୍ଟାମାଳ ଥାନା ରୁ କନ୍ଧମାଳ ଜିଲ୍ଲାକୁ ବଦଳି ହୋଇ ଆସି କିଛିଦିନ ହେଲା ଜିଲ୍ଲା ପୁଲିସ ହେଡ କ୍ୱାଟରରେ ଥିଲେ।ଶନିବାର ଦାୟିତ୍ୱ ଗ୍ରହଣ ପରେ
Read More...

ସୀମା ବିବାଦ: ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଓ ଚୀନ୍ ରାଜି

ନୂଆଦିଲ୍ଲୀ : ଲଦାଖ୍ ଓ ସିକିମ୍‌ର ଡୋକଲାମ୍‌ରେ ସୀମାରେ କେତେକ କାର୍ଯ୍ୟକଳାପକୁ ନେଇ ଦେଖାଦେଇଥିବା ବିବାଦର ଆଶୁ ସମାଧାନ ପାଇଁ ଉଭୟ ଚୀନ୍ ଓ ଭାରତ ରାଜି ହୋଇଛନ୍ତି । ଆଜି ଦୁଇ ଦେଶର ବରିଷ୍ଠ ସେନାଧିକାରୀଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିଲା । ଆଲୋଚନାରେ ହୋଇଥିବା ନିଷ୍ପତ୍ତି ସଂପର୍କରେ
Read More...

ଦେଶରେ ଶିକ୍ଷାନୁଷ୍ଠାନ ଖୋଲିଲା ବେଳକୁ ଅଗଷ୍ଟ ହୋଇଯିବ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ସାରା ଦେଶରେ ସ୍କୁଲ, କଲେଜ୍ ଆଦି ବନ୍ଦ ରହିଛି । ଏଗୁଡ଼ିକ କେବେ ଖୋଲିବ, ତାହା ନିର୍ଦ୍ଦିଷ୍ଟ ହୋଇନାହିଁ । ପୂର୍ବରୁ ଜୁଲାଇ ମାସରେ ଖୋଲିବ ବୋଲି କୁହାଯାଉଥିଲେ ମଧ୍ୟ ତାହା ସମ୍ଭବ ନୁହେଁ ବୋଲି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ
Read More...

ବ୍ରିଟେନ୍‌କୁ ଅତିକ୍ରମ କରିବା ସ୍ଥିତିରେ ଭାରତ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୨ ଲକ୍ଷ ୪୭ ହଜାର ୬୭୮କୁ ବୃଦ୍ଧି ପାଇଛି । ଏଥିସହ ବିଶ୍ୱ କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛି । ସଂକ୍ରମଣ ଯେଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଅଳ୍ପ କିଛିଦିନ ମଧ୍ୟରେ ଏହା ବ୍ରିଟେନ୍ ଓ
Read More...

ସର୍ବାଧିକ ୧୭୮ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ ୧୭୮ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୧୮୯୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ
Read More...

କ୍ୟାବିନେଟ ବୈଠକ : “ବନ୍ଦେ ଉତ୍କଳ ଜନନୀ…’କୁ ରାଜ୍ୟ ସଂଗୀତ ମାନ୍ୟତା

ଭୁବନେଶ୍ୱର : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଅନ୍ନବଦ୍ୟ ସୃଷ୍ଟି "ବନ୍ଦେ ଉତ୍କଳ ଜନନୀ…' ସଂଗୀତକୁ ରାଜ୍ୟ କ୍ୟାବିନେଟ୍ ଆଜି ରାଜ୍ୟ ସଂଗୀତ ଭାବେ ସରକାରୀ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରୁ
Read More...

କୋହଲିଙ୍କ ସହ ଖେଳି ନିଜକୁ ଭାଗ୍ୟବାନ ମନେ କରୁଛି

ମୁମ୍ବାଇ : ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତକୁ ଏବେ ଏକ ଦଳଗତ ଆଲୋଚନା ବେଳେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଅଧିକାଂଶ ସମୟରେ ମୁଁ ତାଙ୍କର ବ୍ୟାଟିଂକୁ ଅତି ନିକଟରୁ ନିରୀକ୍ଷଣ କରିଥାଏ । ତାଙ୍କ ସହ
Read More...

ପିଚ୍‌କୁ କାହାକୁ ସୁହାଇଲା ଭଳି କରାଯିବା ଅନୁଚିତ୍‌: ଦଲଜୀତ୍‌

ନୂଆଦିଲ୍ଲୀ : ପିଚ୍ ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ଓ ସ୍ୱାଭାବିକ ହେବା ଉଚିତ୍ । କାହାକୁ ଆଖିଆଗରେ ରଖି ଏହାକୁ ପ୍ରସ୍ତୁତ କରାଯିବା ଠିକ୍ ନୁହେଁ । ସ୍ପିନର, ପେସର ଏପରିକି ବ୍ୟାଟ୍ସମ୍ୟାନ୍ ହୁଅନ୍ତୁନା କାହିଁକି, କାହାକୁ ବି ସୁହାଇଲା ଭଳି ପିଚ୍ ପ୍ରସ୍ତୁତ କରାଯିବା ଆଦୌ ଏକ ଉଚିତ୍ କାର୍ଯ୍ୟ
Read More...