Monthly Archives

June 2020

ବିଜେପିର ସାମ୍ବାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ କେ ନାରାୟଣ ରାଓ, ରାଜ୍ୟ ସାଧାରଣ ସଂପାଦକ ଭୃଗୁବକ୍ସି ପାତ୍ର,ମୋହନା ବିଧାୟକ
Read More...

ଗାଧୋଇବାକୁ ଯାଇ ମହିଳା ନିଖୋଜ ଘଟଣା: ୪୮ ଘଣ୍ଟା ପରେ ମଧ୍ୟ ମିଳିନାହିଁ ଖୋଜ ଖବର

ବୌଦ୍ଧ:- ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା କୋଡାସିଙ୍ଗା ଗ୍ରାମର ତ୍ରିନାଥ ବେହେରାଙ୍କ ପତ୍ନୀ ମମିତା ବେହେରା ମହାନଦୀକୁ ଗାଧୋଇଯାଇ ନିଖୋଜ ହେବା ଘଟଣାର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ତାଙ୍କର ସନ୍ଧାନ ଏଯାଏଁ ମିଳିପାରିନାହିଁ । ଦମକଳ ବାହିନୀ ଓ ସ୍ଥାନୀୟ ଯୁବକମାନେ ତଳମୁଣ୍ଡରେ ଖୋଜାଖୋଜି
Read More...

ଚଣ୍ଡିଖୋଲ ଛକ ପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ

ଚଣ୍ଡିଖୋଲ: ତିନୋଟି ଜାତୀୟ ରାଜପଥର ସଂଯୋଗ ସ୍ଥଳ ହେଉଛି ଚଣ୍ଡିଖୋଲ ଛକ । ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀକ ଓ ବ୍ୟସ୍ତ ବହୁଳ ଛକ ଭାବେ ଜଣାଶୁଣା । ଛକର ମଧ୍ୟ ଭାଗରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତୀ ଶୋଭା ପାଉଛି । ସୂର୍ଣ୍ଣ ହୀରକ ତ୍ରୀଭୁଜ ରତ୍ନଗିରି, ଉଦୟଗିରି ଓ ଲଳିତଗିରି ଯିବାକୁ
Read More...

ରାଜ୍ୟରେ ପୁଣି ୧୭୩ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଜୁନ ମାସ ଆରମ୍ଭ ହେଉଣୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ରାଜ୍ୟ ସରକାର ଜୁନ ମାସକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଥିବା ବେଳେ ତାହା ମଧ୍ୟ ସତ ହେବାରେ ଲାଗିଛି । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।
Read More...

ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଫୁଲବାଣୀ:ସ୍ଥାନୀୟ ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି।ସକାଳୁ ମାତ୍ର ୧୦ଜଣ ସେବକଙ୍କୁ ନେଇ ଧାଡି ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣା ଯାଇଥିଲା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ।ଅଣାଯିବା ପରେ ସମସ୍ତ ନୀତି ନିୟମ ଅନୁସାରେ ବଳଭଦ୍ରଙ୍କୁ
Read More...

ସଟଡାଉନରେ ବି ଏହି ସବୁ ସେବାକୁ ଅନୁମତି

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ଲକଅନ-୧ରେ ସଂଶୋଧନ ଅଣାଯାଇ ଚଳିତ ଜୁନ ମାସର ସମସ୍ତ ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି । ସଟଡାଉନ ବେଳେ ଏହି ୧୧ଟି ଜିଲ୍ଲାରେ ସଂଶୋଧିତ ଗାଇଡଲାଇନକୁ ଯେପରି କଡାକଡି
Read More...

ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ଭୁବନେଶ୍ୱର : କୋଭିଡ ୧୯ ଗାଇଡଲାଇନକୁ ଅନସରଣ କରି ଆଜି ଶ୍ରୀକ୍ଷେତ୍ର ପୁରୀରେ ଚତୁର୍ଦ୍ଧାମୂର୍ତ୍ତି ଦେବସ୍ନାନ ନୀତି ଓ ହାତୀ ବେଶ ସଂପନ୍ନ ହୋଇଛି । ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ସିଧାପ୍ରସାରଣରୁ ସ୍ନାନଯାତ୍ରାର ଦୃଶ୍ୟ ଦେଖି ଶ୍ରୀଜିଉଙ୍କୁ ଦର୍ଶନ କରିଥିବା ବେଳେ ଶ୍ରୀକ୍ଷେତ୍ରବାସୀ
Read More...

ଭୟଙ୍କର ରୂପ ନେଉଛି କରୋନା

ନୂଆଦିଲ୍ଲୀ: ଦିନକୁ ଦିନ ମହାମାରୀ କରୋନାକୁ ନେଇ ବିଶ୍ୱରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେବାରେ ଲାଗିଛି । ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୨୬ ହଜାର ଟପିଥିବା ବେଳେ
Read More...

ପାତାଳୀ କ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା

ସୋନପୁର(ହୀ.ପ୍ର) : ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳୀ କ୍ଷେତ୍ରରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଲକ୍ଡ଼ାଉନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭକ୍ତ ମାନଙ୍କ ବିନା ଶ୍ରୀଜିଉଙ୍କ ନୀତି କାନ୍ତି ସମାପନ ହୋଇଛି । ସକାଳ୬ଘଣ୍ଟା ରୁ ମଙ୍ଗଳ ଆଳତି,
Read More...

ଟ୍ରାକ୍ଟର ଚଳାଇ ପରିବାରର ଭରଣପୋଷଣ କରୁଛନ୍ତି ସାହସୀ ମହିଳା

ଋାଉରକେଲା: କୁହାଯାଏ ଦୃଢ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ୱାସ ଥିଲେ ମଣିଷ ଯେ କୌଣସି କାମକୁ ସମ୍ଭବ କରି ଦେଖାଇଥାଏ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଣାଇ ବ୍ଲକର ଜଣେ ମହିଳାଙ୍କ କ୍ଷେତ୍ରରେ । ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ନ ପଡି ଟ୍ରାକ୍ଟର ଚଳାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଆଉ
Read More...