Monthly Archives

June 2020

ପଶ୍ଚିମବଙ୍ଗରୁ ଉଦ୍ଧାର କାର୍ଯ୍ୟ ସାରି ବୌଦ୍ଧକୁ ଫେରିଲେ ଓଡ୍‌୍ରାଫ ଟିମ୍‌

ବୌଦ୍ଧ : ପଶ୍ଚିମବଙ୍ଗକୁ ଅମ୍ଫନ ସମୟରେ ଯାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ପଞ୍ଚମ ଇଣ୍ଡିଆନ ରିଜର୍ଭ ବାଟାଲିୟନ ବୌଦ୍ଧ(ବଲାସିଙ୍ଗ)ର ଓଡ୍ରାଫ୍ ଟିମ୍ ରିଲିଫ ଓ ଉଦ୍ଧାର କାମ ସାରି ଫେରି ଆସିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟରେ ସାମୁଦ୍ରିକ ବାତ୍ୟା ତାର ତାଣ୍ଡବ ଲୀଳା ରଚିଥିଲା । ଅନେକ
Read More...

ମହାନଦୀକୁ ଗାଧୋଇବାକୁ ଯାଇ ମହିଳା ନିଖୋଜ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୋଡାସିଙ୍ଗା ଗ୍ରାମର ଜଣେ ମହିଳା ଆଜି ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିବା ଅଭିଯାଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଥାନା କୋଡାସିଙ୍ଗା ଗ୍ରାମର ତ୍ରିନାଥ ବେହେରାଙ୍କ ପତ୍ନୀ ମମିତା ବେହେରା(୪୫) ସବୁଦିନ ପରି ଆଜି ସକାଳେ ମହାନଦୀକୁ
Read More...

କରୋନା ଗାଇଡଲାଇନ ଉଲ୍ଲଂଘନ : ଫାଇନ ଦେଲେ ଅପରାଜିତା

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କରୋନା ଗାଇଡଲାଇନ ଉଲ୍ଲଂଘନ କରି ଆଜି ଫାଇନ୍ ଦେଇଛନ୍ତି । ସାଂସଦ ଶ୍ରୀମତୀ ଷଡଙ୍ଗୀ ନିଜର ଟ୍ୱିଟର ହ୍ୟାଣ୍ଡେଲ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଆମ ଦଳର ଟାଣୁଆ ନେତା ଜଗନ୍ନାଥ
Read More...

ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ରୋକ୍‌

ନୂଆଦିଲ୍ଲୀ, : ହଜାର ହଜାର କୋଟି ଟଙ୍କାର ଋଣ ନେଇ ପରିଶୋଧ ନକରି ଫେରାର ହୋଇଯାଇଥିବା ଭାରତର ଶିଳ୍ପପତି ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ବାଟରେ ପୁଣି ବାଧକ ସୃଷ୍ଟି ହୋଇଛି । ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ବ୍ରିଟିଶ୍ ହାଇ କମିଶନ ରୋକ୍ ଲଗାଇଛନ୍ତି । ଯେପର୍ଯ୍ୟନ୍ତ
Read More...

ସଂକ୍ରମଣରେ ପୁଣି ରେକର୍ଡ଼

ନୂଆଦିଲ୍ଲୀ : ଇତିମଧ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ କେତେକ ପ୍ରମୁଖ ଦେଶକୁ ଅତିକ୍ରମ କରିଛି । ପ୍ରତିଦିନ ଦେଶରେ ୮ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ୯, ୩୦୪ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨
Read More...

ମଣ୍ଡିରେ ଖୋଲାଆକାଶ ତଳେ ପଡ଼ିଛି ୬୦୦୦ କୁଇଣ୍ଟାଲ ଧାନ

ସୋନପୁର : ଚାଷୀ ଙ୍କୁ ଘାରିଛି ଧାନବିକ୍ରୀ ଚିନ୍ତା। କଷ୍ଟ ଉପାର୍ଜିତ ଧାନ ଚାଷ କରି ଏବେ ବିକ୍ରି କରିନପାରି ଭାଗ୍ୟକୁ ଆଦରି ମୁଣ୍ଡରେ ହାତମାରି ବସିଛି ଚାଷୀ।ବିକ୍ରି ଉଦ୍ଦେଶ୍ୟରେ ମଣ୍ଡିରେ ଧାନରଖି ଅପେକ୍ଷା କରିଛି କେବେ ଗାଡ଼ି ଆସିବ ଓ ସେ ତା ନିଜରଧାନକୁ ବିକ୍ରି କରିପାରିବ। ବିନିକା ବ୍ଲକ
Read More...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶାଖା ତରଫରୁ କରୋନା ମହାମାରିରେ ମୁକାବିଲା କରିଥିବା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ସେଥିରେ ପୋଲିସ ପ୍ରଶାସନ ଅଧିକାରୀ, ଡାକ୍ତର ମିଡ଼ିଆ ବନ୍ଧୁ ମେଡ଼ିସିନ ଦୋକାନ ସମାଜ ସେବକ ମୁନିସ ପାଲଟି କର୍ମଚାରୀ କଲେକ୍ଟରି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା; ମାଆ-ପୁଅ ମୃତ

ଯୋଡା: ୫୨୦ନଂ ରାଜପଥର ଯୋଡା ବ୍ଲକ ଅନ୍ତର୍ଗତ କଣ୍ଡରା ହାଟ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏଥିରେ ମୋଟରସାଇକେଲରେ ଯାଉଥିବା ମାଆ ଏବଂ ପୁଅଙ୍କର ଘଟଣାସ୍ଥଳରେହିଁ ମୃତ୍ୟୁ ଘଟିଥିବା ବେଳେ ଏହା ଏକ ଶୋକାକୂଳ ବାତାବରଣ ସୃଷ୍ଟି କରିଛି । ଘଟଣାରୁ
Read More...

ବିସ୍ଫୋରକ ଭର୍ତ୍ତି ସପୁରୀ ଖୁଆଇ ହାତୀକୁ ମାରିବା ଘଟଣା: କ୍ରୀଡ଼ା ଜଗତରେ ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ : କେରଳରେ ଏକ ହାତୀକୁ ବିସ୍ଫୋରକ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଘଟଣା ଦେଶରେ ଭୟଙ୍କର ପ୍ରତିକ୍ରିୟା ସୃଷ୍ଟି କରିଛି । ଏପରିକି କ୍ରୀଡ଼ା ଜଗତ ମଧ୍ୟ ଏହାକୁ ଅତି କଡ଼ା ଭାଷାରେ ନିନ୍ଦା କରିଛି । ବିଭିନ୍ନ କ୍ରୀଡ଼ାର ବହୁ ବିଶିଷ୍ଟ ଖେଳାଳି ଓ କ୍ରୀଡ଼ାବିତ୍ ଏଭଳି କାର୍ଯ୍ୟ
Read More...

କିମସ କୋଭିଡ୍ ହସପିଟାଲରେ ପ୍ରଥମ ସନ୍ତାନ ଜନ୍ମ

ଭୁବନେଶ୍ୱର:ରାଜ୍ୟରେ ଦିନକୁ ଦିନ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କିମସର ସ୍ଵତନ୍ତ୍ର କୋଭିଡ୍ ହସପିଟାଲ କାରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ କାରୋନା ଆକ୍ରାନ୍ତ ପ୍ରସୂତିଙ୍କ ସନ୍ତାନ ପ୍ରସବ ସଫଳତାର ସହ କରାଇ ପାରିଛନ୍ତି। 
Read More...