Monthly Archives

June 2020

ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପାଇଁ ସତର୍କ ସୂଚନା ଜାରି କରାଯାଇଛି

ସମ୍ବଲପୁର:ଅତିଶୀଘ୍ର ମୌସୁମୀ ଆଗମନ ପାଇଁ ପାଣିପାଗ ବିଭାଗ ଜଣାଇଥିବା ପରିପ୍ରେକ୍ଷୀରେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଜଳଭଣ୍ଡାରରୁ ଯେକୌଣସି ସମୟରେ ବନ୍ୟାଜଳ ନିଷ୍କାସନ ହୋଇପାରେ ବୋଲି ସତର୍କ ସୂଚନା ଜାରି କରିଛନ୍ତି । ଏଥିପାଇଁ ରାଜସ୍ୱ ବିଭାଗକୁ ମଧ୍ୟ ସତର୍କ କରାଯାଇଛି ଯେ ମହାନଦୀ
Read More...

ଗଜପତିରେ ପୁଣି ୪ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୪ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଆନ୍ଧ୍ରପ୍ରଦେଶରୁ ଓ ଜଣେ ତେଲେଙ୍ଗାନାରୁ ଫେରିଛନ୍ତି । ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ସେମାନଙ୍କର ସେଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା । ପଜିଟିଭ
Read More...

ଦୁର୍ଦ୍ଦିନରେ ଗ୍ରାମାଞ୍ଚଳର ଅଟୋ ଚାଳକ, ସହାୟତା ଦାବି

ବୌଦ୍ଧ:ଲକଡାଉନ ଯୋଗୁଁ ନାହିଁ ନଥିବା ଅସୁବିଧାରେ ପଡିଛନ୍ତି ଗ୍ରାମାଞ୍ଚଳର ଅଟୋ ଚାଳକ । ଋଣ ଆଣିଥିବାରୁ କିଭଳି କିସ୍ତି ବାନ୍ଧିବେ ସେଥିପାଇଁ ଚିନ୍ତାରେ ପଡିଛନ୍ତି । ଘର ଚଳାଇବା ପାଇଁ ହାତରେ ଟଙ୍କାଟେ ନଥିବା ବେଳେ ବିଭିନ୍ନ ଘରୋଇ ଅର୍ଥଲଗାଣ ସଂସ୍ଥା କିସ୍ତି ପାଇଁ କରୁଛି ହଇରାଣ ।
Read More...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ:ବୌଦ୍ଧର ଯୋଗ @ ବୁଦ୍ଧମ ପକ୍ଷରୁ ବୌଦ୍ଧଗଡ ଏନ.ଏ.ସିର ସମସ୍ତ ସଫେଇ କର୍ମଚାରୀମାନଙ୍କୁ ମାସ୍କ, ସାବୁନ ଆଦି ବିଶୋଧନ ସାମଗ୍ରୀ ବଣ୍ଟନ କରାଯାଇଛି । ପ୍ରତିଦିନ ସହରର ରାସ୍ତାଘାଟ, ବଜାର ଓ ଡ୍ରେନ ସଫା କରି ସହରବାସୀଙ୍କୁ ସ୍ୱଚ୍ଛ ପରିବେଶ ଓ ବାତାବରଣ ଯୋଗାଇ ଦେଉଥିବାରୁ ସେମାନେ ହିଁ
Read More...

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ପାରଳାଖେମୁଣ୍ଡି : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ଜିଲ୍ଲା ପାଳ ଶ୍ରୀଯୁକ୍ତ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ମାନଙ୍କ ଭିତରେ ମାନ୍ୟବର ବିଧାୟକ,
Read More...

ଭାଙ୍ଗିବାକୁ ବସିଲାଣି ଅର୍ଦ୍ଧନିର୍ମିତ ଅଙ୍ଗନୱାଡି କେନ୍ଦ୍ର

ବୌଦ୍ଧ: ବୌଦ୍ଧବ୍ଲକର ଉପାନ୍ତ ଅଞ୍ଚଳ ଗୁନ୍ଦୁଳିଆ ଗ୍ରାମପଞ୍ଚାୟତର ବଣପାହାଡ ଘେରା କିରମାଖୋଲ ଗ୍ରାମ । ଆଦିବାସୀ ହରିଜନ ଅଧ୍ୟୁଷିତ ଏହି ଗ୍ରାମରେ ଥିବା ଅଧିବାସୀ ମାନଙ୍କ ପାଇଁ ବିକାଶର ଚିତ୍ର କେବଳ ସ୍ୱପ୍ନ ମାତ୍ର । ସବୁ ସରକାରୀ ଯୋଜନା ଏ ଗ୍ରାମରେ ପହଞ୍ଚିବା ପୂର୍ବରୁ ଉଭେଇ ଯାଇଥାଏ
Read More...

ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ

ବୌଦ୍ଧ: ଗରିବ ଗୃହହୀନଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ବାସଶୂନ୍ୟ ଗରିବ ଲୋକ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ସବୁବେଳେ ଶୁଣିବାକୁ ମିଳେ । ଏଭଳି ଅଭିଯୋଗ
Read More...

ଜଳିଆ ହତ୍ୟା ଘଟଣାର ପର୍ଦ୍ଦାଫାଶ : ବଚସାରୁ ହତ୍ୟାକାଣ୍ଡ, ଅଭିଯୁକ୍ତକୁ କୋର୍ଟଚାଲାଣ

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଜଳିଆ ଗାଁର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଘଟଣାର ୨୪ଘଣ୍ଟା ନପୂରୁଣୁ ଅଭିଯୁକ୍ତ ମକାରୁ ଭୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ବେଲପଡା ପୋଲିସ । ତେବେ ଏହା ସାମାନ୍ୟ ବଚସାକୁ କେନ୍ଦ୍ରକରି ହତ୍ୟା କରାଯାଇ ଥିବା ଜଣାପଡିଛି ।
Read More...

ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ : ୮୦ ଲିଟର ମହୁଲି ମଦସହ ଦୁଇଜଣ ଗିରଫ

ବାଲିଗୁଡ଼ା: ଗୋଟିଏ ପଟେ ମହାମାରୀ କରୋନା ମୁକାବିଲା ନେଇ ସରକାର ଚିନ୍ତିତ ଥିବାବେଳେ ଅନ୍ୟପଟେ ଅସାଧୁ ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ବେଆଇନ୍ ମଦ କାରବାର କରି ଅଧିକ ଲାଭ ଉଠାଇବାକୁ ଲାଗିପଡିଛନ୍ତି ଚୋରା ମଦ ବେପାରୀ । ଏହାକୁ ରୋକିବାରେ କନ୍ଧମାଳ ଜିଲ୍ଲା ବାଲିଗୁଡା
Read More...

ପାରାଦୀପ ବନ୍ଦର ପକ୍ଷରୁ ଅଟୋ ଆନାଲାଇଜର ସ୍ଥାପନ

ପାରାଦୀପ : ପାରାଦୀପ ବନ୍ଦର ପକ୍ଷରୁ ବନ୍ଦର ଚିକିତ୍ସାଳୟରେ ଏକ ଏକ୍ସରେ ଓ ବାଇଓକେମିଷ୍ଟ୍ରି ଅଟୋ ଆନାଲାଇଜର ମେସିନ ସ୍ଥାପନ କରାଯାଇଛି । ଏହାକୁ ବନ୍ଦର ଅଧକ୍ଷ ରୀଙ୍କୀଶ ରାୟ ଉଦଘାଟନ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ରକ୍ତ ପରୀକ୍ଷା ଓ ଏକ୍ସରେ ଭଳି କାର୍ଯ୍ୟ କରିବା
Read More...