Monthly Archives

June 2020

କଂଗ୍ରେସର କର୍ମକର୍ତ୍ତା ଘୋଷଣା

ନିରୁପମା ମହିଳା ସଭାନେତ୍ରୀ ଓ ଦୁର୍ବାକ୍ଷ ୱାର୍କସ କମିଟି ସଭାପତି ବୈାଦ୍ଧ,୨୭/୬(ହୀ.ପ୍ର)- ବୌଦ୍ଧ ଜିଲ୍ଲାପାଇଁ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀମତୀ ନିରୁପମା ମଲ୍ଲିକ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ମହିଳା କଂଗ୍ରେସର
Read More...

ଗଲୱାନା ଘାଟୀରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ବୌଦ୍ଧ - ଆଜି ବୌଦ୍ଧ ଜିଲ୍ଲା କ଼ଙ୍ଗ୍ରେସ କମିଟି ତରଫରୁ ଚୀନ ସୀମାନ୍ତ ଗଲୱାନା ଘାଟୀରେ ଚୀନ ସେନାର ଆକ୍ରମଣରେ ସହୀଦ ହୋଇଥିବା ଭାରତୀୟ ଯବାନ ମାନଙ୍କୁ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଛି | ସେମାନଙ୍କ ଉଦ୍ଦେଶ୍ୟରେ 2 ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ସେମାନଙ୍କ ଫଟୋ ଚିତ୍ରରେ
Read More...

କିସ୍ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଗଲା ଦ୍ୱିତୀୟ ପର୍ଯ୍ୟାୟ ଶୁଖିଲା ଖାଦ୍ୟସାମଗ୍ରୀ ଓ ପାଠ୍ୟପୁସ୍ତକ

ଭୁବନେଶ୍ୱର, : କରୋନା ମହାମାରୀ ଯୋଗୁଁ ଏବେ ସ୍କୁଲ୍, କଲେଜ ବନ୍ଦଥିବା ବେଳେ କିସ୍ର ୩୦ ହଜାର ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଜ ନିଜ ଘରେ ରହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି କିସ୍ କର୍ତ୍ତୃପକ୍ଷ ସେମାନଙ୍କ ନିକଟରେ ପାଠ୍ୟ ପୁସ୍ତକ ଓ ଶୁଖିଲା ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା
Read More...

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ : ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ…

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ବିପର୍ଯ୍ୟୟରେ ଯୋଗୁ ଜନସାଧାରଣଙ୍କ ଉପରକୁ
Read More...

ସମ୍ବଲପୁର ଜିଲ୍ଲାରେ ଆଜି ଦୁଇଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ଟିଏମସିରେ ଆଜି ଦୁଇଜଣଙ୍କୁ କରୋନା ପଜିଟିଭ ଚିହ୍ନଟ କରାଯାଇଛି ଓ ଏହାକୁ ମିଶାଇ ଜିଲ୍ଲାରେ ମୋଟ ୪୭ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥହୋଇ ଘରକୁ ଫେରିବାପରେ ବାକି ୨୩ଜଣଙ୍କର ଚିକିତ୍ସା ଚାଲିଛି । ଆଜିକାର ଚିହ୍ନଟ ଦୁଇଟିଯାକ
Read More...

ବୌଦ୍ଧ : ଆଉ ଜଣେ ପ୍ରବାସୀ ଦେହରେ କରୋନା ପଜିଟିଭ

ବୌଦ୍ଧ - କିଛି ଦିନର ବ୍ୟବଧାନ ପରେ ଆଉ ଜଣେ ପ୍ରବାସୀଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ଜଣାପଡିଛି l ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା 41 ରେ ପହଞ୍ଚିଲା l ସେଥି ମଧ୍ୟରୁ 38 ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ଆଜିର ପଜିଟିଭକୁ
Read More...

ପାଲଝାରର ଟ୍ରାକ୍ଟର ଭଡା ପ୍ରସଙ୍ଗ: ଭିତିରିଆ ଭାବେ କୋଟେସନ କରିବାକୁ ମସୁଧା !

ବୈାଦ୍ଧ: ବିଗତବର୍ଷ ମାନଙ୍କରେ ବିନା କୋଟେସନରେ ଟ୍ରାକ୍ଟର ଲଗାଇ ଲକ୍ଷଲକ୍ଷ ଟଙ୍କାର ବିଲ୍ କରାଯିବା ପ୍ରସଙ୍ଗ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଚଳିତବର୍ଷର କୋଟେସନ ନାଟକ ଏବେ ଆଲୋଚନାର ଖୋରାକ ଯୋଗାଉଛି । ଭିତିରିଆ ଭାବରେ କୋଟେସନ କଲ୍ ନୋଟିସ ବାହାରକରି ନିଜ ପସନ୍ଦର ଟ୍ରାକ୍ଟର
Read More...

ଫ୍ରେଣ୍ଡସିପ କ୍ଲବ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ମୁର୍ଷୁଣ୍ଡି ଗ୍ରାମ ପଂଚାୟତର ତେତେଲଙ୍ଗା ଗ୍ରାମ ଠାରେ ଗ୍ରାମର ପୁନଃଗଠନ,କୋରନାମୁକ୍ତ ଗାଁ ସଚେତନତା କୀର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଅଛି l ଫ୍ରେଣ୍ଡସିପ କ୍ଲବ,ବୌଦ୍ଧଏବଂ ଷ୍ଟାର୍ କ୍ଲବ୍ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମର ବିଭିନ୍ନ ସଂଗଠନ ସହାୟତାକରିଥିଲେ | ଗ୍ରାମ
Read More...

ଡ୍ରେନ ଭିତରେ ପଶିଲା ଟ୍ରକ୍ ଚକା, ବଡ ବିପଦରୁ ଅଳ୍ପକେ ରକ୍ଷା

ବୌଦ୍ଧ : ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ବlଉଁଶୁଣି ସେବା ସମବାୟ ସମିତିର ଧାନ ମଣ୍ଡି ମଧ୍ୟରୁ ଧାନ ବୋଝେଇ କରି ଏକ ଟ୍ରକ୍ ମିଲ ଅଭିମୁଖେ ଯିବା ପାଇଁ ବାହାରୁଥିବା ବେଳେ ଗାଡି ଚକ ଡ୍ରେନ ମଧ୍ୟକୁ ଖସି ପଡିଥିଲା l ନିକଟରେ ବିଦ୍ୟୁତ୍ ବିଭାଗର ଗୋଟିଏ ଟ୍ରାନ୍ସଫର୍ମର ଖୋଲା ମେଲାରେ
Read More...

ବିନା କର୍ମୀରେ ଦୁଇ ବର୍ଷ ହେଲା ଚାଲିଛି ଅଂଗନବାଡି କେନ୍ଦ୍ର

ବୌଦ୍ଧ - ବୌଦ୍ଧ ବ୍ଲକ୍ ବଢିଗାଆଁ ଗ୍ରାମପଂଚାୟତ ଅନ୍ତର୍ଗତ ଗିରାସିଙ୍ଗା ଗ୍ରାମରେ ଥିବା ଅଂଗନବାଡି କେନ୍ଦ୍ର ରେ ଗତ ଦୁଇ ବର୍ଷ ଧରି ଅଂଗନବାଡି କର୍ମୀ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଅଭିଯୋଗ ଅନୁଯାୟୀ ଅଙ୍ଗନବାଡି କର୍ମୀ ବିବାହ ହୋଇ ସୋନପୁର ଜିଲ୍ଲାକୁ ଚାଲିଯାଇଛନ୍ତି l
Read More...