Monthly Archives

July 2020

ଶାଶୁକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କଲା ଜ୍ୱାଇଁ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଭାନପୁର ପଞ୍ଚାୟତ ଦାନାମାଲ ଗ୍ରାମରେ ନିଜ ଶାଶୁକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ଘଟିଛି । ସୂଚନା ଅନୁସାରେ ଦାନମାଲ ଗ୍ରାମର ମାନବୋଧ ମାଝୀ (୪୫) ପ୍ରଚୁର ମଦ ପିଇ ନିଜ ଶାଶୁ ଟେଭା ମଲିକଙ୍କୁ ଟାଙ୍ଗିଆରେ ନିର୍ମମ ଭାବେ
Read More...

କୋଭିଡ ନିୟମକୁ ଖୋଲା ଉଲ୍ଲଂଘନ, ପ୍ରଶାସନ ନିରବ

ବୌଦ୍ଧ : ବୌଦ୍ଧ ବ୍ଲକ ବାଉଁଶୁଣୀ ଛକରେ କିଛି ଅମାନିଆ ବ୍ୟକ୍ତି ଦୋକାନ ଖୁଲମଖୁଲା ଖୋଲି ସେଠାରେ ଲୋକଙ୍କ ଭିଡ ଜମାଉଛନ୍ତି । ସଟଟାଉନ ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିବା କଥା କିନ୍ତୁ କେତେକ ଚା ଓ ଟିଫିନ ଦୋକାନ ଖୋଲି ସେଠାରେ ଲୋକଙ୍କୁ ଖାଇବାକୁ ଦେଉଛନ୍ତି । ଏହା ବ୍ୟତୀତ କିଛି ଚା
Read More...

ପାଞ୍ଚ ଦିନ ହେଲା ଅନ୍ଧାରରେ ୭୦ ପରିବାର

ବୌଦ୍ଧ :କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମର ୭୦ ଗୋଟି ବିପିଏଲ୍‌. ପରିବାର ଗତ ପାଞ୍ଚ ଦିନ ଧରି ଅନ୍ଧାରରେ ଥିବା ଅଭିଯୋଗ ହୋଇଛି । ଲମ୍ବସରୀ ଗ୍ରାମର ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ପରିବାରମାନଙ୍କୁ ସରକାର ବିଦ୍ୟୁତ ଯୋଗାଇ ଦେବା ପାଇଁ ଗ୍ରାମରେ ଏକ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି ।
Read More...

ଲୋକନାଥ ହତ୍ୟାକାଣ୍ଡ ମାମଲା : ଆଜି ବୌଦ୍ଧ ଏସପିଙ୍କୁ ଭେଟିବେ ଖାରବେଳ

ବୌଦ୍ଧ :କଣ୍ଟାମାଳ ଥାନା ଖମନ୍‌ମୁଣ୍ଡା ଗ୍ରାମ ପଂଚାୟତର ଶିଆଳଝୁଲି ଗ୍ରାମର ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲା ରାଜନୈତିକ ରୂପ ନେଉଛି । ଧାର ଟଙ୍କା ଫେରସ୍ତକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ୍ କହୁଛି ଓ ମାମଲାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଜେପି
Read More...

ନିଅଣ୍ଟିଆ ବର୍ଷା, ଚାଷୀ ମୁଣ୍ଡରେ ଚଡକ

ବୌଦ୍ଧ : ଜିଲ୍ଲାରେ ଜୁଲାଇ ମାସର ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୁଳ ବର୍ତ୍ତମାନ ଚିନ୍ତାରେ । ବର୍ଷାର ଅଭାବ ଯୋଗୁଁ ବୁଣା ଯାଇଥିବା ଓ ରୁଆ ଯାଇଥିବା ଧାନ ବିଲ ଗୁଡିକର ମାଟି ଫାଟି ଆଁ କଲାଣି । ଆଉ କିଛି ଦିନ ମଧ୍ୟରେ ବର୍ଷା ନ ହେଲେ ଧାନ ଗଛ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସୁନିଶ୍ଚିତ ।
Read More...

କାଳିଆ ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

ବୌଦ୍ଧ : ସରକାର କୃଷି କୃଷକର ଉନ୍ନତ୍ତି ପାଇଁ ୨୦୧୯ ମସିହାର ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଆରମ୍ଭ କରିଥିଲେ । କ୍ଷୁଦ୍ର ଓ ମଧ୍ୟମ ଚାଷୀ ମାନଙ୍କୁ ବାର୍ଷିକ ଦୁଇଟି କିସ୍ତିରେ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ଉକ୍ତ ଯୋଜନାରେ ବ୍ୟବସ୍ଥା ଥିଲା । ଅନେକ
Read More...

ରାଜ୍ୟରେ ପୁଣି ୧୦୬୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୨୯ ।୭: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ୨୪ ଘଣ୍ଟା ମଧ୍ୟରେ ୧୦୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୧୭୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ
Read More...

ଖୁଚୁରା କ୍ଷୁଦ୍ର ବ୍ୟବସାୟୀଙ୍କୁ ଲକଡାଉନ ଛାଟ

ବାଲିଗୁଡ଼ା : କନ୍ଧମାଳରେ ଜାରୀ ରହିଛି ଲକଡାଉନ ସଟଡାଉନ ପର୍ବ । ଜିଲ୍ଲାରେ ଫୁଲବାଣୀ,ଏ.ଉଦୟଗିରି, ଟିକାବାଲି, ରାଇକିଆ, ବାଲିଗୁଡା ଆଦି ଅଂଚଳ ରେ ଦ୍ରୁତ ଗତିରେ ଲୋକାଲ କରୋନା କେସ ବାହାରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ସଟଡାଉନ ମଧ୍ୟ ଘୋଷଣା
Read More...

ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବେରବେରା ଗାଁର ଦେବରାଜ ପଧାନଙ୍କ ଗାଈ ଗୁହାଳରେ ଜଣେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ବେଲପଡା ପୁଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତିର ପରିଚୟ ମିଳିନଥିବା ବେଳେ କେଉଁ ପରିସ୍ଥିତିରେ ଏବଂ କିଏ ଏପରି କାଣ୍ଡ ଭିଆଇଛି, ନା ଏହା ପଛରେ
Read More...

ସୁବର୍ଣ୍ଣପୁର : ସହରରେ ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ

ସୋନପୁର :ଗତ କିଛିଦିନ ତଳେ ସହରର ୱ ।ର୍ଡ଼ ନଂ ୧୦ ଅନ୍ତର୍ଗତ ମାଣିକେଶ୍ୱରୀ ପ୍ଲଟ ଅଞ୍ଚଳରେ ପ୍ରଥମ କରୋନା ସଂକ୍ରମିତ ଜଣାପଡିବାପରେ ଆଜି ପୁଣି ଉକ୍ତ ୱ ।ର୍ଡ଼ ର ପଟାଭାଡି ସନ୍ନିକଟସ୍ଥ ଠାକୁରାଣୀ ପଡାଠାରେ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ମଙ୍ଗଳବାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଜଣେ
Read More...