Monthly Archives

July 2020

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, କେମିତି ଜାଣିବେ ଜାଣନ୍ତୁ

ଭୁବନେଶ୍ୱର ୨୮ ।୭: ଆସନ୍ତାକାଲି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାଙ୍କ ଦ୍ୱାରା ପରିଚାଳିତ ୨୦୨୦ ମସିହାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ) ପରୀକ୍ଷା ଫଳ ପ୍ରକାଶ ପାଇବ । ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଫଳ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବା ପରେ
Read More...

ତାଳମେଳ ନାହିଁ ତଥ୍ୟରେ ବଲାଙ୍ଗୀର ଆକ୍ରାନ୍ତ ସଂଖ୍ୟା ୨୧ ନା ୮ ?

ବଲାଙ୍ଗୀର : ଗତକାଲି ଚିହ୍ନିତ ୨୧ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀର ସହରର ୧୦ଟି ପଡ଼ାରୁ ୧୯ଜଣ କରୋନା ବୋଲି ଜଣା ପଡ଼ିବା ପରେ ସମସ୍ତଙ୍କ ନଜର ଆଜିର କରୋନା ସ୍କୋରବୋଡର଼୍ ଉପରେ ଥିଲା । ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ ଆଜି ପୁଣି ସେଇ ସମାନ ୨୧ବୋଲି ଜଣାଯାଏ । କିନ୍ତୁ ଜିଲ୍ଲା ସୂଚନା
Read More...

ରେସରେ ସବୁଠୁ ଆଗରେ ଏହି ଟପ୍ ୫ କରୋନା ଭେକସିନ, ଜାଣନ୍ତୁ କେଉଟା ମିଳିବ ପ୍ରଥମେ ଓ କାହାର ଦାମ୍ କେତେ

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପରୁ ବଞ୍ଚିବା ପାଇଁ ବିଶ୍ୱର ପାଖାପାଖି ୧୫୦ ଭେକସିନକୁ ନେଇ ରିସର୍ଚ୍ଚ ଚାଲିଛି ଓ ଏଥିରୁ ୧୪୦ଟି ଭେକସିନ ଆରମ୍ଭ ଷ୍ଟେଜରେ ରହିଛି । ୧୦ରୁ ୧୨ଟି ଭେକସିନ ଏବେ ଆଂଶିକ ଭାବେ ସଫଳ ହୋଇଛି । ଏବେ ଗ୍ଲୋବାଲ କମ୍ୟୁନିଟିର ନଜର ରହିଛି ଏହି ଭେକସିନ ସଫଳ ହେବା ପରେ
Read More...

୨୦୧୯ ପରାଜୟର ପ୍ରତିଶୋଧ ଅପେକ୍ଷାରେ ଅଷ୍ଟ୍ରେଲିଆ

ସିଡ୍‌ନୀ : ଚଳିତ ବର୍ଷ ଶେଷ ଭାଗରେ ଭାରତ ଅଷ୍ଟ୍ରେଲିଆ ମାଟିରେ ୪ଟି ଟେଷ୍ଟ୍‌ ସିରିଜ୍‌ ଖେଳିବ । ଏହି ଗସ୍ତରେ ଭାରତ ତିନିଟି ଲେଖାଏଁ ଦିନିକିଆ ଓ ଟି- ୨୦ ମଧ୍ୟ ଖେଳିବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱର ଦୁଇଟି ଶକ୍ତିଶାଳୀ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ସିରିଜ୍‌ କରୋନା ପରବର୍ତ୍ତୀ
Read More...

୨ରେ ଆଇପିଏଲ୍‌ ବୈଠକ

ମୁମ୍ବାଇ : ସଂଯୁକ୍ତ ଆରବ ଏମିରେଟ୍ସରେ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ପାଇଁ ବିସିସିଆଇ ଓ ଏମିରେଟ୍ସ କ୍ରିକେଟ୍‌ ବୋଡର଼୍ ଜୋରସୋରରେ ଲାଗିପଡ଼ିଛନ୍ତି । ଆସନ୍ତା ଅଗଷ୍ଟ ୨ ତାରିଖରେ ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲର ବୈଠକ ବସିବ । ଏଥିରେ ଟୁର୍ଣ୍ଣାମେଣ୍ଟର ଖେଳସୂଚୀକୁ ଚୂଡ଼ାନ୍ତ ରୂପରେଖ
Read More...

ସାତକୋଶିଆ ଅଭୟାରଣ୍ୟ ପେଟ୍ରୋଲିଂବେଳେ ଶିକାରୀ ଗିରଫ

ହରଭଙ୍ଗା,୨୮/୭- ମହାନଦୀ ବନ୍ୟପ୍ରାଣୀ ବିଭାଗ ଅଧୀନରେ ଥିବା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ରେଞ୍ଜ ଅଧୀନରେ ଥିବା ସାତକୋଶିଆ ଅଭୟାରଣ୍ୟରେ ଗତକାଲି ଡେପୁଟି ରେଞ୍ଜର ପ୍ରଦୀପ କୁମାର ଭୁତିଆ, ବନପାଳ ମହେଶ କୁମାର ମେହେରଙ୍କ ସମେତ ୧୭ରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ଶୀତଳପାଣି ଘଞ୍ଚ ଜଙ୍ଗଲରେ
Read More...

ଆଜି ସମ୍ବଲପୁର ଜିଲ୍ଲାରେ କରୋନା ପଜିଟିଭଙ୍କ ସ°ଖ୍ଯା ଶୂନ୍ୟ ସତ୍ତ୍ୱେ ସ୍ଥିତି ଉଦବେଗଜନକ

ସମ୍ବଲପୁର:ଆଜି ସମ୍ବଲପୁର ଜିଲ୍ଲାରେ କରୋନା ପଜିଟିଭ ରୂପେ ଚିହ୍ନଟ ହେବାର ସ°ଖ୍ଯା ଶୁନ ବୋଲି ଘୋଷଣା କରା ଯାଇଛି । ଏଣୁ ତାଜା ସ୍ଥିତି ଅନୁସାରେ ଏପର୍ଯ୍ୟନ୍ତ ଜିଲ୍ଲା ରେ ପଜିଟିଭ ଚିହ୍ନଟଙ୍କ ମୋଟସ°ଖ୍ଯା ଅପରିବର୍ତ୍ତିତ ହୋଇ ୨୮୧ ରହିଛି । ଏମାନଙ୍କ ମଧ୍ୟରୁ ୧୬୩ଜଣ ସୁସ୍ଥ ହୋଇ ଘରକୁ ଫେରିବା
Read More...

ଗଜପତିରେ ଆଜି ୮୮ ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୮/୭- ଗଜପତିରେ ପୁଣି ୮୮ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀରୁ ୧୦ ଜଣ,ଗୁମ୍ମା ବ୍ଳକରୁ ୮ ଜଣ,ନୂଆଗଡ଼ ବ୍ଳକରୁ ୫ ଜଣ,ପାରଳା ପୌର ପରିଷଦରୁ ୪୯ ଜଣ, ରାୟଗଡବ୍ଳକ ରୁ ୨ ଜଣ, କାଶୀନଗର ବ୍ଳକରୁ ୩ ଜଣ ମୋହନା ବ୍ଳକରୁ ୯ ଜଣ
Read More...

ପୁଣିରେ ରାଜ୍ୟରେ ୧୨୧୫ ପଜିଟିଭ ଚିହ୍ନଟ, ପୁଣି ୭ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର ୨୨ ।୭: ରାଜ୍ୟରେ ଦିନକୁ କରୋନା ବେକାବୁ ହେବାରେ ଲାଗିଛି ।ଗତ ୨୪ ଘଣ୍ଟା ମଧ୍ୟରେ ୧୨୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୧୦୭ରେ ପହଞ୍ଚିଛି । ସେହିପରି ଏହି ସମୟ ମଧ୍ୟରେ ରାଜ୍ୟରେ ୭ କରୋନା ସଂକ୍ରମିତଙ୍କ
Read More...

ଶ୍ରାନିକେତାରୁ  ୨ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ପରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା…

ଦାରିଙ୍ଗବାଡି,୨୮/୭: ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତର ସ୍ଥାନୀୟ ଅଞ୍ଚଳରୁ ସୋମବାର ଦିନ ୨ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ  ପ୍ରଶାସନ ର ଚିନ୍ତା ବଢିଯାଇଛି l ଚିହ୍ନଟ ୨ଜଣଙ୍କ ମଧ୍ୟରେ ଜଣେ ୩୧ବର୍ଷୀୟ ପୁରୁଷ ଥିବା ବେଳେ ଜଣେ ୨ବର୍ଷର ଝିଅ ରହିଛି l ଏହା ଜଣା ପଡ଼ିବ ପରେ ଗତ
Read More...