Monthly Archives

July 2020

ପରିବା ବଜାରରେ ଜନସଚେତନତା ସୃଷ୍ଟି କରୁଛନ୍ତି ସ୍ବେଚ୍ଛାସେବୀ ସଂଗଠନ

ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ ଦିନକୁ ଦିନ ଘନେଇବାରେ ଲାଗିଛି, ଯାହାକି ନିଃସନ୍ଦେହ ଚିନ୍ତାର ବିଷୟ, ତଥାପି କିଛି ଲୋକଙ୍କ ବେପରୁଆ ମନୋଭାବ ଚିନ୍ତା ବଢାଇ ଦେଇଛି । ଗତ କିଛିଦିନ ହେଲା ଏଠାରେ କରୋନା ପଜିଟିଭଙ୍କ ସ°ଖ୍ଯା ନିରନ୍ତର ବଢୁଛି, ଏପରି ସମୟରେ ସଟଡାଉନ ର ଘୋଷଣା ସମୟୋପଯୋଗୀ
Read More...

ବୌଦ୍ଧରେ ୨ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ - ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଘୋଷଣା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରେ ପୁଣି ଦୁଇ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ପୂର୍ବରୁ ଜିଲ୍ଲାରେ 132 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜିର ଦୁଇ ଜଣ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ କରୋନା
Read More...

ପୁଣି ସମ୍ବଲପୁର ଜିଲ୍ଲାରେ ୧୭ କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର:ଗତକାଲି ପରି ଆଜି ମଧ୍ୟ ୧୭ଜଣଙ୍କୁ କରୋନା ପଜିଟିଭ ରୂପେ ଚିହ୍ନଟ କରାଯାଇଛି ଓ ଏହା ସହିତ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୨୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୪୯ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ୧୩୨ ଜଣଙ୍କ କୋଭିଡ ହସ୍ପିଟାଲରେ
Read More...

ନୂତନ ଭାବେ ଯୋଗଦେଇ ଥିବା ସୁପରଭାଇଜର ତପସ୍ଵିନୀ ସୁନାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ମରୁଆ ପଞ୍ଚାୟତର ୨୨ ଟେ ସେକ୍ଟର ର ନୂତନ ଭାବେ ଯୋଗଦେଇ ଥିବା ସୁପରଭାଇଜର ତପସ୍ଵିନୀ ସୁନାଙ୍କ ସେକ୍ଟର ର ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅନୁଷ୍ଠିତ ସ୍ବାଗତ ଉତ୍ସବରେ ଝୁଲେନବର ଅଙ୍ଗନବାଡ଼ି
Read More...

ଭିତ୍ତିଭୂମିର ଅଭାବ, ମାର୍କେଟ କମ୍ପ୍ଲେକ୍ସରେ ପଡିଛି ତାଲା

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ଯୋଗିନ୍ଦ୍ରପୁର ଗ୍ରାମ ପଂଚାୟତ ତରଫରୁ ଗୋହିପିଟା ଗ୍ରାମ ଠାରେ ମନମୁଣ୍ଡା - କଣ୍ଟାମାଳ ରାସ୍ତା ପାର୍ଶ୍ବରେ 2015 - 16 ମସିହାରେ 4 ଗୋଟି ଦୋକାନ ଘର ନିର୍ମାଣ କରାଯାଇଥିଲା | ଏହା ମଧ୍ୟରେ 5 ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମାର୍କେଟ କମ୍ପ୍ଲେକ୍ସକୁ
Read More...

ଲୋକେ ଧରିଲେ ଚୋରକୁ କିନ୍ତୁ ଥାନାରୁ ମାରିଲା ଚମ୍ପଟ

ବୌଦ୍ଧ - ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଠାରେ ଥିବା ଗୋଟିଏ କବାଡି ଦୋକାନ ଆଗରୁ ବାଇକ ଚୋରୀ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଧରି ଉତ୍ତମ ମଧ୍ୟମ ଦେବା ପରେ ଚୋରକୁ ପୁରୁଣାକଟକ ପୋଲିସକୁ ହସ୍ତାନ୍ତର କରିଥିଲେ | ଲୋକଙ୍କୁ ଚକମା ଦେଇ ନପାରି ଧରା ପଡିଥିବା ଚୋର କିନ୍ତୁ ସଫଳ ହୋଇଥିଲା
Read More...

ସଡକ ଦୁର୍ଘଟଣାରେ ବାଉଁଶୁଣୀର ଯୁବକଙ୍କ ମୃତ୍ୟୁ

ବୌଦ୍ଧ, ୨୭/୭ - ଆଜି ବରଗଡ ଥାନା ଅନ୍ତର୍ଗତ ଏକାମ୍ର ଛକ ନିକଟରେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଗ୍ରାମର ଜଣେ ଯୁବକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଜିଲ୍ଲା ବାଉଁଶୁଣୀ ଗ୍ରାମର ଗଣପତି ମେହେର (୨୬ ବର୍ଷ) ବନ୍ଦନା ଫାଇନାନସ ନାମକ ଗୋଟିଏ ଘରୋଇ
Read More...

ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏସଡିଏମଓ ବଦଳି ବାତିଲ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

ପାଟଣାଗଡ,୨୭/୭- ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ଏସଡିଏମଓ ଡ଼ ଦିଲୀପ କୁମାର ବିଶ୍ୱାଳଙ୍କ ବଦଳି ବାତିଲ କରିବା ଦାବିରେ ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ଶାଖା ପକ୍ଷରୁ ସଂଘର ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲୋ
Read More...

ଓଡ଼ିଆ ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ

ଭୁବନେଶ୍ୱର,୨୭/୭- ଓଡ଼ିଆ ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁ ( ୩୨ )ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି । କର୍କଟ ରୋଗରେ ପୀଡିତ ହୋଇ ଗତ ଛଅ ମାସ ଧରି ଚିକିତ୍ସାଧୀନ ଥିଲେ । ଆଜି ଅପରାହ୍ନରେ ସ୍ପର୍ଶ ହସ୍ପିଟାଲରେ ଆଖି ବୁଜିଦେଇଛନ୍ତି । ଓଡ଼ିଆ ଆଲବମ ଜଗତରେ ସେ ତିନି ଶହରୁ
Read More...

ଗଜପତିରେ ପୁଣି ୭୩ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୭/୭- ଗଜପତିରେ ପୁଣି ଆଜି ୭୩ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ରୁ ୬ ଜଣ, ଗୁମ୍ମା ରୁ ୪ ଜଣ,ନୂଆଗଡ଼ ବ୍ଳକରୁ ୪ଜଣ,ପାରଳା ପୌର ପରିଷଦରୁ ୩୬ ଜଣ, ରାୟଗଡରୁ ୪ ଜଣ,କାଶୀ ନଗର ବ୍ଳକରୁ ୮ଜଣ ମୋହନା ବ୍ଳକରୁ ୧୧ ଜଣ ଚିହ୍ନଟ
Read More...