Monthly Archives

July 2020

ବୌଦ୍ଧ : ଆହୁରି ଆସିବାକୁ ବାକି ଅଛି 177 ଟି ସ୍ବାବ ନମୂନାର ରିପୋର୍ଟ

ବୌଦ୍ଧ - କରୋନା ସନ୍ଦିଗ୍ଧ ମାନଙ୍କର ସ୍ବାବ ନମୂନା ପରୀକ୍ଷା ପାଇଁ ଯାଇଥିବା ଆହୁରି 177 ଟି ନମୁନାର ରିପୋର୍ଟ ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇ ନଥିବା ସୂଚନା ମିଳିଛି l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଣମାଧ୍ୟମକୁ ଦେଇଥିବା ସୁଚନା ଅନୁଯାୟୀ ଆଜି ସୁଦ୍ଧା ବୌଦ୍ଧ ଜିଲ୍ଲାରୁ 3473
Read More...

ପୁଅର ଛୁରା ମାଡରେ ମାର ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦରଥାନା ଅଞ୍ଚଳର ବିଶିପଡ଼ା ପଂଚାୟତର ବେହେରା ପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗତ କାଲି ସନ୍ଧ୍ୟାରେ ପୁଅ ଭାଗିରଥି ବେହେରାର ଗାଡିକୁ ନିଜ ଭଣଜା ଭାଙ୍ଗି ଦେଇଥିବା ବେଳେ ଭାଗିରଥି ଘରକୁ ଯାଇ ନିଜ ଭଉଣୀ ବୃନ୍ଦାବତୀ ଓ ମା ଉର୍ମିଳାଙ୍କ ସହ ଝଗଡା
Read More...

ଭିନ୍ନ ମୋଡ଼ ନେଲା ରାଜସ୍ଥାନ ରାଜନୀତି, ବିଧାନସଭା ଅଧିବେଶନ ଡାକିଲେ ରାଜ୍ୟପାଳ

ଜୟପୁର : ରାଜସ୍ଥାନର ରାଜନୈତିକ ସ୍ଥିତି ଆଜି ନୂଆ ମୋଡ଼ ନେଇଛି । ରାଜ୍ୟପାଳ କଲରାଜ ମିଶ୍ର ଶେଷରେ ବିଧାନସଭା ଅଧିବେଶନ ଡାକିଛନ୍ତି; କିନ୍ତୁ ଏଥିପାଇଁ କେତେକ ସର୍ତ୍ତ ରଖିଛନ୍ତି । ବିଧାନସଭା ଅଧିବେଶନ ଡାକିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତଥା ରାଜ୍ୟ କଂଗ୍ରେସ ଗତ କିଛିଦିନ ହେଲା
Read More...

ଭାରତ ଆସୁଛି “ରାଫେଲ୍’

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ଶକ୍ତି ଆଗକୁ ଆହୁରି ସୁଦୃଢ଼ ହେବାକୁ ଯାଉଛି । ସମ୍ଭାବ୍ୟ ପଡୋଶୀ ଆକ୍ରମଣର ମୁକାବିଲା ପାଇଁ ଭାରତ ତା'ର ପ୍ରତିରକ୍ଷା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଅସ୍ତ୍ର ସାମିଲ କରୁଛି । ଏବେ ଫ୍ରାନ୍ସରୁ ଭାରତ ଅଭିମୁଖେ ଯାତ୍ରା କରିଛି ରାଫେଲ୍ । ରାଫେଲ୍ ହେଉଛି
Read More...

ରେକଡର଼୍ ଭାଙ୍ଗିଲା କରୋନା:ଦିନକରେ ପ୍ରାୟ ୫୦ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଆରୋଗ୍ୟ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଉଦ୍ବେଗଜନକ ଭାବେ ବଢ଼ିଚାଲିଛି । ଆଜି ସଂକ୍ରମଣ ସବୁ ରେକଡର଼୍ ଭାଙ୍ଗିଛି । ଦିନକରେ ୪୯ ହଜାର ୯୩୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ
Read More...

ରାଜ୍ୟସ୍ତରୀୟ ଲଳିତ କଳା ଏକାଡେମୀ ପୁରସ୍କାର ଜିତିଲେ ସଂପର୍କ

ବଲାଙ୍ଗିର : ଲଳିତ କଳା ଏକାଡେମୀ, ଓଡିଶା ସରକାରଙ୍କ ତରଫରୁ ଲକ୍ଡାଉନ ଅବଧି ମଧ୍ୟରେ ଆୟୋଜିତ ହୋଇଥିବା କୋଭିଡ୍-୧୯ ସଂପର୍କିତ ଚିତ୍ରକଳା ପ୍ରତିଯୋଗିତାରେ ବଲାଙ୍ଗିର ତୁଳସୀନଗରର ସଂପର୍କ ପ୍ରଧାନଙ୍କ ଚିତ୍ର ମନୋନୀତ ହେବା ସହ ଆର୍ଥିକ ପୁରସ୍କାର ରାଶି ଲାଭ କରିଛନ୍ତି । ସଂପର୍କ ସ୍ଥାନୀୟ
Read More...

କ୍ୱାରେଣ୍ଟାଇନ୍ ରହିବା ଜାଣି ଟୁର୍ଣ୍ଣାମେଣ୍ଟରୁ ଓହରିଲେ ହାଲେପ୍

ରୋମ : କରୋନା ଭାଇରସ୍ ଲକ୍ଡାଉନ୍ର ୫ ମାସ ପରେ ଯେ କୌଣସି ବିଭାଗରେ ପ୍ରଥମ ଟେନିସ ଟୁର୍ଣ୍ଣାମେଣ୍ଟ ଇଟାଲୀର ସିସିଲିସ୍ଥିତ ପାଲେର୍ମୋରେ ଅଗଷ୍ଟ ୩ରୁ ଖେଳାଯିବ । ମହିଳା ବିଭାଗରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ବିଶ୍ୱର ନଂ-୨ ଖେଳାଳି ତଥା ଡିଫେଣ୍ଡିଂ ୱିମ୍ବଲଡନ ଚାମ୍ପିଅନ୍
Read More...

ଆଇପିଏଲ୍ ପାଇଁ ବିସିସିଆଇ ଓ ଇସିବିର ପ୍ରସ୍ତୁତି ଆରମ୍ଭ

ଦୁବାଇ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଚଳିତ ବର୍ଷର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଚୂଡ଼ାନ୍ତ ହୋଇଯିବା ପରେ ଏ ନେଇ ଏମିରେଟ୍ସ କ୍ରିକେଟ୍ ବୋଡର଼୍ (ଇସିବି) ଓ ବିସିସିଆଇ ସେମାନଙ୍କର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଇତିମଧ୍ୟରେ ବିସିସିଆଇ ସ୍ୱୀକାରପ୍ରାପ୍ତି ଚିଠି
Read More...

କାମକୁ ନୁହେଁ ଜଳସେଚନ ବିଭାଗ , ଲୋକେ କରୁଛନ୍ତି ଶ୍ରମଦାନ

ବୌଦ୍ଧ,୨୭/୭ -ବୌଦ୍ଧରେ ରହିଛି ଜଳସେଚନ ବିଭାଗର ଡିଭିଜନ ଅଫିସ । ସାଲୁଙ୍କୀ ମଧ୍ୟମ ଜଳ ସେଚନ ପ୍ରକଳ୍ପର ସହକାରୀଯନ୍ତ୍ରୀ ଓ ଅନେକ କନିଷ୍ଠ ଯନ୍ତ୍ରୀ ରହିଛନ୍ତି । କେନାଲ ମରାମତି ପାଇଁ ବିଭାଗରୁ ଆସୁଛି ଲକ୍ଷ ଲକ୍ଷ ଟଂକାର ଅନୁଦାନ । ମହାତ୍ମାଗାନ୍ଧି ଗ୍ରାମୀଣ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି
Read More...

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୭/୭- ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ସୋମବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦ କମିଶନର ଭାବେ ନୂଆ ନିଯୁକ୍ତି ଦିଆଯାଇଛି
Read More...