Monthly Archives

July 2020

ସହାୟତାର ହାତ ବଢ଼ାଇଲା ସବୁଜ ବୈଦ୍ୟ ସଂଗଠନ, ପାଞ୍ଚ ଦିନରେ ୭୫୦ମିଟର ପାହାଡ଼ ଖୋଳି ଗାଁ ଚାଷ ଜମିକୁ ପାଣି ଆଣିଲେ…

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଂଚଳର ପ୍ରାୟ ୭୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ହେଲେ ଚାଷ ଉପରେ ନିର୍ଭର କରୁଥିଲେ ସୁଦ୍ଧା ଅଂଚଳରେ ଥିବା ଜମି ଗୁଡିକରେ ସରକାରଙ୍କ ପକ୍ଷରୁ ଜଳସେଚନର ସୁବ୍ୟବସ୍ଥା ନଥିବା ଯୋଗୁଁ
Read More...

ଆସନ୍ତା ୨୯ରେ ପ୍ରକାଶ ପାଇବ ମାଟ୍ରିକ ରେଜଲଟ, ଘୋଷଣା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୭/୭- ଆସନ୍ତା ୨୯ ତାରିଖରେ ମାଟ୍ରିକ ରେଜଲଟ ବାହାରିବା ନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ସୁଚନା ଥାଉକି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି ୫ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ । ଛାତ୍ରଛାତ୍ରୀମାନେ ଏସଏମଏସ ଓ ବୋର୍ଡର ୨ ୱେବସାଇଟରୁ
Read More...

ଆଜି ପୁଣି ୧୭ଜଣ ପଜିଟିଭ ଚିହ୍ନଟ ପରେ ସମ୍ବଲପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୧ରେ ପହଞ୍ଚିଛି

ସମ୍ବଲପୁର,୨୭/୭- ଗତକାଲି ପରି ଆଜି ମଧ୍ୟ ୧୭ଜଣଙ୍କୁ କରୋନା ପଜିଟିଭ ରୂପେ ଚିହ୍ନଟ କରାଯାଇଛି ଓ ଏଥିସହିତ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୨୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୪୯ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ୧୩୨ ଜଣଙ୍କ କୋଭିଡ ହସ୍ପିଟାଲରେ
Read More...

ସାଲୁଙ୍କୀ କେନାଲର କମଳପୁର ସେକସନ ଅଫିସ କାର୍ଯ୍ୟକ୍ଷମ ଦାବୀ

ବୌଦ୍ଧ,୨୭/୭ -ସାଲୁଙ୍କୀ ମଧ୍ୟମ ଜଳସେଚନ ପ୍ରକଳ୍ପର କମଳପୁର ସେକସନ ଅଫିସ ପ୍ରକଳ୍ପ ଆରମ୍ଭରୁ ଖୋଲା ଯାଇଛି । ଏ ସ୍ଥାନରେ ପୂର୍ବରୁ କମଳପୁର ଓ ପାଲଝାର ଦୁଇଟି ସେକସନ କାର୍ଯ୍ୟ କରୁଥିଲା । ସେଥିପାଇଁ ଉଭୟ କନିଷ୍ଠଯନ୍ତ୍ରୀ ମାନଙ୍କପାଇଁ ଦୁଇଟି କାର୍ଯ୍ୟାଳୟ ଓ ବାସଭବନ, ଖଲାସୀ ମାନଙ୍କପାଇଁ ୪
Read More...

ଦୁଇକୋଟି ଟଙ୍କା ପାଇଁ ଅପହରଣ ମାମଲାରେ ୪ ଗିରଫ ମୁଖ୍ୟ ଅଭିଯୁକ୍ତକୁ ଦେହେରାଦୁନରୁ ରିମାଣ୍ଡରେ ଅଣାଯାଉଛି

ସମ୍ବଲପୁର,୨୭/୭- ଗତ ୧୦ତାରିଖ ଦିନ ଦ୍ୱିପହରରେ ଶାସନ ପାଖ ମୁଖ୍ୟ ରାସ୍ତାରୁ ଏଠାକାର ଜଣାଶୁଣା ଷ୍ଟିଲ ବ୍ୟବସାୟୀ ନରେଶ ଅଗ୍ରୱାଲ (୬୩)ଙ୍କୁ ଅପହରଣ କରାଯାଇଥିଲା ଓ ମଧ୍ୟ ରାତିରେ ତାଙ୍କୁ ପୁଲିସ ଉଦ୍ଧାର କରିଥିଲା । ଏହାର ଦୀର୍ଘ ୧୬ଦିନ ପରେ ଗତକାଲି ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି
Read More...

ରାଜ୍ୟରେ ପୁଣି ୧୫୦୩ କରୋନ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ୨୭।୦୭: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୮୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ
Read More...

ହନୁମାନ ପଇସା କାରବାରରେ ତିନିଜଣ ଡକାୟତ ଗିରଫ, ୮୦ହଜାର ଟଙ୍କା ଜବତ

ବାଲିଗୁଡ଼ା,୨୭/୭- ହନୁମାନ ପଇସା କାରବାରରେ ତିନି ଡକାୟତଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ନଗଦ ୮୦ହଜାର ଟଙ୍କା ସମେତ ମୋବାଇଲ୍ ଓ ଲାଠି ଜବତ କରିଛି ବାଲିଗୁଡ଼ା ପୋଲିସ୍ । ସୂଚନା ପ୍ରକାରେ ଫିରିଙ୍ଗିଆ ଥାନା ଅଞ୍ଚଳର ମାଷ୍ଟର ମାଇଣ୍ଡ ପଦ୍ମଚରଣ ନାୟକ ଫୁଲବାଣୀ ଅଞ୍ଚଳର ଜଣେ
Read More...

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଟ୍ରାନ୍ସଫରମର ଓ ଫ୍ୟୁଜ ବକ୍ସ

ବୌଦ୍ଧ,୨୭/୭ –ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଟଖଟିଆ ଗ୍ରାମ ପଂଚାୟତର ଜାଲପାଲି ଗ୍ରାମରେ ବିଦ୍ୟୁତ୍ ବିଭାଗର ଟ୍ରାନ୍ସଫରମର ଓ ଫ୍ୟୁଜ ବକ୍ସ ବିପଦ ସଂକୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି । ଟ୍ରାନ୍ସଫର୍ମର ତଳେ କମ୍ ଉଚ୍ଚତାରେ ଥିବା ଫ୍ୟୁଜ ବକ୍ସର ଢାଙ୍କୁଣୀ ନ ଥିବାରୁ କେତେବେଳେ
Read More...

ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ହେଲା 132

ବୌଦ୍ଧ - ଗତ କିଛି ଦିନ ହେଲା ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଗତକାଲି 8 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଆଉ ଜଣେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର ପଜିଟିଭକୁ ମିଶାଇ
Read More...

ଦାରିଙ୍ଗବାଡ଼ି ରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ

ଦାରିଙ୍ଗବାଡ଼ି ୨୬/୭: ଦାରିଙ୍ଗବାଡ଼ି ରେ ଆରମ୍ଭ ହୋଇଛି ଡୋରଟୁ ଡୋର ସର୍ଭେ l ଦାରିଙ୍ଗବାଡ଼ିର ସମସ୍ତ ୱାର୍ଡ ରେ ଘରକୁ ଘର ବୁଲି ମେଡିକାଲ ଟିମ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି l ପ୍ରତି ୱାର୍ଡ ପାଇଁ ଗୋଟିଏ ଲେଖାଏଁ ସ୍ୱାସ୍ଥ୍ୟ କର୍ମୀଙ୍କ ଟିମ ଗଠନ କରାଯାଇଛି l ଟିମ ରେ ଜଣେ ଏଏନଏମ୍
Read More...