Monthly Archives

July 2020

ବୌଦ୍ଧଜିଲ୍ଲା ପାଇଁ କଟକଣା ଜାରିକଲା ପ୍ରଶାସନ

ବୌଦ୍ଧ, ୨୬/୭ – ବୌଦ୍ଧଜିଲ୍ଲାରେ ଆଜି ପୁଣି ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସଂକ୍ରମଣକୁ ରୋକିବାପାଇଁ ଜିଲ୍ଲା ପ୍ରଶାସନ ଦୁଇଟି ପର୍ଯ୍ୟାୟରେ କଟକଣା ଜାରିକରିଛି । ଆସନ୍ତା କାଲି ୨୭ ଓ ୨୮ ତାରିଖ ଦୁଇଦିନ ଧରି ବୌଦ୍ଧଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଓ ବ୍ୟବସାୟିକ
Read More...

କାର୍ଯ୍ୟରତ ଶିକ୍ଷକଙ୍କ ଦେହାନ୍ତ

ଫୁଲବାଣୀ: କନ୍ଧମାଳଜିଲ୍ଲାର ତୁମୁଡିବନ୍ଧ ବ୍ଲକ ମଣ୍ଡଳପଦର କ୍ଲଷ୍ଟର ଅନ୍ତର୍ଗତ ଖମନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ପ୍ରହଲ୍ଲାଦ ବଡ଼ସେଠଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ଶ୍ୱାସରୁଦ୍ଧ ହୋଇ ଶିକ୍ଷକଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ତୁମୁଡିବନ୍ଧ ବ୍ଲକର ତଥା
Read More...

ଏନ୍ କାଉଣ୍ଟରରେ ମାଓବାଦୀ ମୃତ

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ସୀମାରେ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଚିତ୍ରକୋଣ୍ଡା ସୀମାନ୍ତବର୍ତ୍ତୀ ଆନ୍ଧ୍ରର ଗୁଜେଡ଼ି ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି । ମାଓବାଦୀ ଓ ଆନ୍ଧ୍ରର ଗେହଣ୍ଟ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ହାଡ ର଼୍କୋର ମାଓବାଦୀର ମୃତ୍ୟୁ ଘଟିଛି
Read More...

ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସର ସଜବାଜ

ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟ ବିଧାନସଭାର ଦୁଇଟି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଏ ନେଇ ଭାରତର ନିର୍ବାଚନ କମିଶନ ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବେ । ତେବେ ଏହା ପୂର୍ବରୁ ରାଜ୍ୟରେ କଂଗ୍ରେସ ଦୁଇଟି ବିଧାନସଭାର ଉପନିର୍ବାଚନକୁ ଆଖିରେ ରଖି ସଜବାଜ ଆରମ୍ଭ କରିଛି ।
Read More...

କାର୍ଗିଲ ବିଜୟ ଦିବସ ଅବସରରେ ଆର୍ମି ହସ୍ପିଟାଲକୁ ୨୦ ଲକ୍ଷ ଟଙ୍କା ଦାନକଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କାର୍ଗିଲ ବିଜୟ ଦିବସ ଅବସରରେ ଆର୍ମି ହସ୍ପିଟାଲ (ଆର ଆଣ୍ଡ ଆର୍) ଦିଲ୍ଲୀକୁ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ରାଷ୍ଟ୍ରପତି ଭବନର ଖର୍ଚ୍ଚ କାଟ କରି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏହି ଟଙ୍କା ଦାନ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଟ୍ୱିଟର
Read More...

ରାଜ୍ୟରେ ଆର୍ଥିକ ଆତଙ୍କ ନାହିଁ

ଭୁବନେଶ୍ୱର: ବିରୋଧୀ ଦଳଗୁଡ଼ିକର ବିଭିନ୍ନ ଅଭିଯୋଗ ରଖି ବିଜେଡ଼ି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏସବୁକୁ ଖଣ୍ଡନ କରିଛନ୍ତି ।ଶ୍ରୀ ମିଶ୍ର କହିଛନ୍ତି, କେବଳ ରାଜନୈତିକ ଆକ୍ଷେପ ଛଡ଼ା ଏହା କିଛି ନୁହେଁ । ରାଜ୍ୟରେ କୌଣସି ଆର୍ଥିକ ଆତଙ୍କ ନାହିଁ । ଆମେ ସମସ୍ତଙ୍କ ପରାମର୍ଶ ନେଇ ଆର୍ଥିକ
Read More...

ଦେଶର କରୋନା ମୃତ୍ୟୁ ୩୨ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪୮ ହଜାର ୬୬୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୦୫ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୧୩ ଲକ୍ଷ ୮୫ ହଜାର ୫୨୨ରେ ପହଞ୍ଚିଥିବା ବେଳେ
Read More...

୩ ହଜାରରୁ ଅଧିକ କରୋନା ରୋଗୀଙ୍କ ପତ୍ତା ମିଳୁନି

ବେଙ୍ଗାଲୁର: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଉ କେତେକ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । କରୋନା ରୋଗୀମାନଙ୍କୁ ଚିହ୍ନଟ କରିବା କ୍ଷେତ୍ରରେ ସମସ୍ୟା ଦେଖାଦେଇଛି । କାରଣ ବହୁ ଆକ୍ରାନ୍ତ ବ୍ୟକ୍ତି ନିଜଆଡୁ ସୂଚନା ଦେଉନାହାନ୍ତି । ସେମାନଙ୍କୁ ଖୋଜିବା ଲାଗି ଉଦ୍ୟମ ଚାଲିଛି ।
Read More...

ମନ୍ କୀ ବାତ୍ ରେ ଦେଶବାସୀଙ୍କୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ବିକାଶ କ୍ଷେତ୍ରରେ ନୂଆ ଉଚ୍ଚତା ଆଡକୁ ଗତି କରୁଛି । ଏହାକୁ ଅଧିକ ସଫଳ କରିବା ପାଇଁ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଆରମ୍ଭ କରାଯାଇଛି । ଦେଶର ପ୍ରତ୍ୟେକ ନାଗରିକ ଆତ୍ମନିର୍ଭରଶୀଳ ହୁଅନ୍ତୁ ଏବଂ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରନ୍ତୁ । ଆଜି ନିଜର ନିୟମିତ
Read More...

କରୋନା ମୃତକଙ୍କ ପିଲାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟରେ ସଂପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା

ଭୁବନେଶ୍ୱର : ଓଡ଼ିଶା, ଭାରତ ଓ ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିବା ବେଳେ ସମଗ୍ର ବିଶ୍ୱ ଏଥିରେ ଆକ୍ରାନ୍ତ ହୋଇଛି । ଓଡ଼ିଶା ରାଜ୍ୟ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଓଡ଼ିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟରେ କେତେକ ବ୍ୟକ୍ତିଙ୍କର
Read More...