Monthly Archives

July 2020

ବେହେରାପାଲିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଣ୍ଟାବାଞ୍ଜିକୁ ଛୁଇଁଲା କରୋନା

ବଲାଙ୍ଗୀର,୨୬/୭ -ଆଜି ଜିଲ୍ଲାର ୧୯ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୨ ବଲାଙ୍ଗୀର ମ୍ୟୁନସିପାଲଟି ଅଞ୍ଚଳର, ଜଣେ କଣ୍ଟାବାଞ୍ଜି, ଜଣେ ବନଛୋରପାଲି (ଲୋଇସଂହା ) , ବଙ୍ଗମୁଣ୍ଡା କନ୍ଧବାହାଲରୁ ୩, ଦେଧର ଖପ୍ରାଖୋଲ ଜଣେ ଓ ପାଟଣାଗଡ ବ୍ଳକ ଉଲବାର ଜଣେ । ୧୧ ପୁରୁଷ ୫ମହିଳା ଓ ୨ଶିଶୁ ଅଛନ୍ତି । ବୁର୍ଲା
Read More...

ସୁବର୍ଣ୍ଣପୁର : ସଟଡାଉନର ଜବରଦସ୍ତ ପ୍ରଭାବ ହେଲେ ଆଜିପୁଣି ୪ ସଂକ୍ରମିତ

ସୋନପୁର,୨୬/୭ - ଅନେକ କଟକଣା ଓ ସଚେତନତା ସତ୍ତେ୍ୱ ଜିଲ୍ଲାରେ ଦିନକୁ ଦିନ କରୋନା ତାର କାୟାବିସ୍ତାର କରିଚାଲିଛି । ଶନିବାର ପୁଣି ଡୁଙ୍ଗୁରିପାଲି ବ୍ଲକରେ ୪ଜଣଙ୍କ ପଜିଟିଭ ରିପୋର୍ଟ ଆସିଥିବା ଜଣାପଡିଛି । ଗତକାଲି ସହଲା ଅଞ୍ଚଳରେ ଜଣଙ୍କ ରିପୋର୍ଟ ପଜିଟିଭ ଥିବାବେଳେ ଆଜିପୁଣି ଉକ୍ତ ଅଞ୍ଚଳ
Read More...

ଗଜପତିରେ ପୁଣି ୭୪ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୬/୭- ଗଜପତିରେ ପୁଣି ୭୪ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀରୁ ଜଣେ, ଗୁମ୍ମାରୁ ଜଣେ, ନୂଆଗଡ଼ ବ୍ଳକରୁ ୧୧ଜଣ, ପାରଳା ପୌର ପରିଷଦରୁ ୩୪ ଜଣ, ରାୟଗଡରୁ ୮ଜଣ ,ଆର ଉଦୟଗିରି ବ୍ଳକରୁ ୮ ଜଣ କାଶୀନଗର ବ୍ଳକରୁ ୩ ଜଣ ମୋହନା ବ୍ଳକରୁ
Read More...

ଗୋପିନାଥ ଉନ୍ନୟନ ଓ ଯୁବ ସମାଜସେବୀଙ୍କ ଅସହାୟ ମହିଳାଙ୍କୁ ନୂତନ ଗୃହ ପ୍ରଦାନ

ଚଣ୍ଡିଖୋଲ : ବଡଚଣା ବ୍ଳକ ସୁଙ୍ଗୁଡା ପଞ୍ଚାୟତର ନିଶିମଳା ଗ୍ରାମର ଅସହାୟ ବୃଦ୍ଧା ଦୁରୀ ମଳିକଙ୍କୁ ଏକ ନୂତନ ପକ୍କାଘର ପ୍ରଦାନ କଲେ ଗୋପୀନାଥ ଉନ୍ନୟନ ପରିଷଦ ଓ ଯୁବ ସମାଜସେବୀ । ଅସହାୟ ବୃଦ୍ଧା ଦୁରୀ ମଳିକ ଦୀର୍ଘବର୍ଷ ଧରି ସରକାରଙ୍କ ଆକ୍ରୋସର ଶିକାର ହୋଇ ଅତି ଦୟନୀୟ ଅବସ୍ଥାରେ ଭୋକ
Read More...

ୟଙ୍ଗ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ

କଣ୍ଟାମାଳ : କଣ୍ଟାମାଳ ନିକଟ ବନ୍ଧପାଲି ହନୁମାନ ବାଟିକାଠାରେ ୟଙ୍ଗ ଇଣ୍ଡିଆ ଫାଉଣ୍ଡେସନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ତଥା ଶୁଭେଚ୍ଛୁ ଶୁଭାଷ ବାରିକ, ଉମାକାନ୍ତ ପୁଟେଲ (ଡାକ୍ତର), ଝଶାରୀ ବାଘ,ତରଣୀ ନାଏକ, ଗୌରାଙ୍ଗ
Read More...

କରୋନା ମୃତକଙ୍କ ପିଲାଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟରେ ସଂପୂର୍ଣ୍ଣ ନିଃଶୁଳ୍କ ଶିକ୍ଷା

ଭୁବନେଶ୍ୱର : ଓଡ଼ିଶା, ଭାରତ ଓ ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିବା ବେଳେ ସମଗ୍ର ବିଶ୍ୱ ଏଥିରେ ଆକ୍ରାନ୍ତ ହୋଇଛି । ଓଡ଼ିଶା ରାଜ୍ୟ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଓଡ଼ିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟରେ କେତେକ ବ୍ୟକ୍ତିଙ୍କର
Read More...

ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହନ ଯୋଗାଇବ “ଓଡ଼ିଶା ମୋ ପରିବାର’ , ୩.୫ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ…

ଭୁବନେଶ୍ୱର : ବିଶ୍ୱ, ଦେଶ ତଥା ରାଜ୍ୟ ମହାମାରୀ କୋଭିଡ୍-୧୯ର ସଂକଟ ସମୟ ଦେଇ ଗତି କରୁଛି । ଏଭଳି ସମୟରେ ରକ୍ତ ସଂଗ୍ରହରେ ତିରୋଟ ଦେଖାଦେଇଛି । ଥାଲାସେମିଆ ତଥା ଅନ୍ୟ ରୋଗର ଶିକାର ହେଉଥିବା ପାଖାପାଖି ୮୦ ହଜାର ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହରେ ବାଧା ସୃଷ୍ଟି ହୋଇଛି । ରାଜ୍ୟରେ ୫୬ଟି ରକ୍ତ
Read More...

ଟ୍ରକ୍ ଦୁର୍ଘଟଣାରେ ଚାଳକ ଘଟଣା ସ୍ଥଳରେ ମୃତ

ଫୁଲବାଣୀ,୨୬/୭ - କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୁତିପଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଗତ ରାତ୍ରିରେ କଟକରୁ ରାୟଗଡ଼ା ଯାଉଥିବା ଏକ ଆଇଚର୍ ଟ୍ରକରେ ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀ ର ସାମଗ୍ରୀ ନେଇଯାଉଥିବା ବେଳେ ଭାରସାମ୍ୟ ହରାଇ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏକ
Read More...

ସରକାରୀ ଇ-ମାର୍କେଟରୁ ସାମଗ୍ରୀ ଓ ସେବା କିଣିବା ବ୍ୟବସ୍ଥାକୁ ନିଶ୍ଚିତ କରିବ ରେଳବାଇ

ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ଅବସରରେ ଶ୍ରୀ ଗୋଏଲ ସଂପୃକ୍ତ
Read More...

ବିନା କାଗଜପତ୍ର ଚାଲୁଛି ଲୋଡର, ପୁଲିସ୍ ଆଦାୟକଲା ୭୦ ହଜାର ଜୋରିମାନା

ଯୋଡା: ଖଣି ଅଞ୍ଚଳରେ ଅଧିକାଂଶ ଲୋଡର ବିନା କାଗଜପତ୍ରରେ ଚାଲୁଥିବା ଜଣାପଡିଛି । ଗୁରୁବାର ସନ୍ଧ୍ୟାରେ ବାଂଶପାଣି ଠାରେ ଏକ ପ୍ଲଟରେ ଲୁହା ପିଲେଟ ବୋଝେଇ କରୁଥିବା ଏକ ଲୋଡରକୁ ଯୋଡା ପୁଲିସ, ବଡବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଏ.ଆର.ଟି.ଓ) ଜବତ କରି ୭୦ ହଜାର ୮ଶହ ୨୫ ଟଙ୍କା
Read More...